Government Girl’s school ରେ ଛାତ୍ରୀ ଙ୍କ ସହ ଜବରଦସ୍ତ ଡ୍ୟାନ୍ସ କଲେ ଏହି ଶିକ୍ଷୟିତ୍ରୀ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ବନ୍ଧୁଗଣ ଆଜିର ଏହି ଭିଡ଼ିଓରେ ଆମେ ଆପଣଙ୍କୁ ଏମିତି ଏକ ଡାନ୍ସ ଭିଡିଓ କୁ ଦେଖାଇବୁ ଯାହାକୁ ଦେଖିଲେ ଆପଣ ବି ଖୁସି ହୋଇଯିବେ।ଏହା ହେଉଛି ଏକ ଭିନ୍ନ ଧରଣର ଡାନ୍ସର ଭିଡିଓ।ଏହି ଭିଡିଓକୁ ଯିଏବି ଦେଖୁଛି ସେ ଏଭଳି ଡାନ୍ସର ପ୍ରଶଂସା କରୁଚି। ଯେଉଁ ଭିଡିଓ କୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି। ତେବେ ଆପଣମାନେ ଜାଣିଛନ୍ତି ନୃତ୍ୟ ଏକ ଏମିତି ଜିନିଷ ଯାହା ମନକୁ ଉଲ୍ଲାସ ରଖିବା ସହିତ ମନ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ। ତେବେ ନୃତ୍ୟ ଦ୍ଵାରା ଜଣେ ତାର ପ୍ରତିଭା କୁ କେବଳ ଦେଖାଇ ନଥାଏ ବରଂ ନିଜକୁ ଖୁସି କରାଇବାକୁ ଚେଷ୍ଟା କରିଥାଏ ଏହି ମାଧ୍ୟମରେ। ଆଉ ଏହାକୁ ଦେଖି ଅନ୍ୟମାନେ ବି ଖୁସି ହୁଅନ୍ତି।

ଅନେକ ସମୟରେ ଆପଣ ଦେଖୁଥିବେ ଅନେକ ଜଣ ଏମିତି ସାଧାରଣ ଭାବରେ ନୃତ୍ୟ କରିଥାନ୍ତି। ସେଥିରେ ନିଜେ ଜଣେ ଖୁସି ହେବା ସହ ଅନ୍ୟକୁ ନାଚ ଦେଖାଇ ସେମାନଙ୍କ ଚିତ୍ତ ବିନୋଦନ କରିଥାଏ।ତେବେ ଏହି ଭିତ୍ତିରେ ଆପଣ ସୋସିଆଲ ମିଡିଆରେ ଅନ୍ଯ ଭିଡିଓ ଭଳି ନାଚକୁ ନେଇ ମଧ୍ଯ ଅନେକ ଭିଡିଓ ଦେଖୁଥିବେ।ସେହିପରି ଏବେ ସାମ୍ନାକୁ ଆସିଛି ସ୍କୁଲ ଛାତ୍ରୀ ମାନଙ୍କ ସହ ଶିକ୍ଷୟିତ୍ରୀଙ୍କ ଏକ ଡାନ୍ସ ଭିଡିଓ।ଏହି ଭିଡିଓ ରେ ସେମାନେ କିପରି ଭାବରେ ଡାନ୍ସ କରୁଛନ୍ତି ଥରେ ଦେଖନ୍ତୁ। ଆପଣ ଏଠାରେ ଏକ ସୁନ୍ଦର ଏବଂ ଚମତ୍କାର ଡାନ୍ସ ର ଭିଡିଓ ଦେଖିବାକୁ ପାଇବେ। ଯେଉଁଭଳି ଭାବରେ ଅଣ୍ଟାକୁ ହଲାଇ ତାଳ ପକାଇ ପିଲା ମାନେ ଶିକ୍ଷୟିତ୍ରୀ ଙ୍କ ସହ ନୃତ୍ୟ ପରିବେଷଣ କରୁଛନ୍ତି ତାହା ବେଶ୍ ଆକର୍ଷଣୀୟ ଲାଗୁଛି।

ତେବେ ଶିକ୍ଷୟିତ୍ରୀ ଙ୍କ ସହ ଛାତ୍ରୀ ମାନଙ୍କର ଏହି ଭିନ୍ନ ଷ୍ଟାଇଲ ର ଡାନ୍ସ ଭିଡିଓ ସେୟାର ହେବା ପରେ ଏବେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି। ଆପଣ ବି ଥରେ ଏହି ଭିଡିଓ କୁ ଦେଖନ୍ତୁ ଏବଂ ତାହାର ମଜା ନିଅନ୍ତୁ। ସ୍କୁଲ ଆଗରେ ସେମାନେ ଏପରି ଡାନ୍ସ କରୁଥିବାର ଦେଖିବାକୁ ମିଳୁଛି। ତେବେ ଏହି ଭିଡିଓ ରେ ଛାତ୍ର ଛାତ୍ରୀ ମାନେ ଯେଉଁ ଭଳି ଜବରଦସ୍ତ ସେମାନଙ୍କ ଟୁଲୁ ଡାନ୍ସ କୁ ଦେଖାଉଛନ୍ତି ତାହା ଦେଖିବାର କଥା। ଯାହାକୁ ସମସ୍ତେ ଦେଖୁଛନ୍ତି ଏବଂ ଆନନ୍ଦ ମଧ୍ୟ ନେଉଛନ୍ତି। ତେବେ ଏହି ଡାନ୍ସ ଭିଡିଓ ଟି ଏବେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।

ଯାହାକୁ ଯିଏବି ଦେଖୁଛି ସେ ପ୍ରଶଂସା କରିବାକୁ ଲାଗୁଛି ଏବଂ ପସନ୍ଦ କରୁଛନ୍ତି।ଏହା ହେଉଛି ଏକ ବାହାର ରାଜ୍ୟର ଏକ ସ୍କୁଲର ଡାନ୍ସ ଭିଡିଓ। ଏହି ସ୍କୁଲଟି ମାଙ୍ଗାଲୋର୍ ର ଅଟେ।ଯେଉଁଠି ଶିକ୍ଷୟିତ୍ରୀଙ୍କ ସହ ଛାତ୍ରୀ ମାନେ ଏହି ଆକର୍ଷଣୀୟ ଡାନ୍ସ କରୁଛନ୍ତି।ଏହି ଭିଡିଓ କୁ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଏବେ ସୁଦ୍ଧା ଏହି ଭିଡିଓକୁ ୪ ଲକ୍ଷ ରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment