ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ଆଉ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ଖୁସି ହୋଇ ଯାଉଛି ବୋଲି କୁହାଯାଉଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସୁନ୍ଦର ଭାବରେ କମେଡି ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଢେଙ୍କାନାଳିଆ ପିଲା ଟି ବୋଲି କୁହାଯାଉଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଛୋଟ ପିଲାଟି କମେଡି ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛି | ଆଉ ସରକାରୀ ସ୍କୁଲ ପିଲା ର କମାଲ ମଧ୍ୟ ଦେଖାଇବାକୁ ଲାଗିଛି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡିଓ ଉପରେ ନଜର ପକାଇବା |
ତେବେ ଆପଣ ମାନେ ଜାଣିଥିବେ କି ଅନେକ କମେଡି ଭିଡ଼ିଓ ମାନ ଭାଇରାଲ ହେବାରେ ଲାଗିଛି ବୋଲି କୁହାଯାଉଛି | ଆଉ ଯେଉଁଠି କୁହା ଯାଏ କି ଛୋଟ ଛୋଟ ପିଲା ମାନଙ୍କର ଯେତେବେଳେ କୌଣସି ନାଚ, ଗୀତ ଵା କମେଡି ଭିଡ଼ିଓ ର ସିନ ଗୁଡିକ ଦେଖିବାକୁ ମିଳିଥାଏ ଭାଇରାଲ ହେଉଥିବାର ସେତେବେଳେ ଲୋକ ମାନେ ସେହି ଭଳି ଭିଡ଼ିଓ କୁ ଦେଖିବା ପାଇଁ ଅଧିକ ପସନ୍ଦ କରିଥାନ୍ତି ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ସେହି ଭଳି ଛୋଟ ପିଲା ଟିର ଜବରଦସ୍ତ କମେଡି ସିନ ର କମାଲ ଦିଲ୍ଲୀବାକୁ ମିଳିଛି ଆଉ ଯେଉଁଠି ଭାଇରାଲ ବୟ ତାଙ୍କର କମାଲ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ବୋଲି ମଧ୍ୟ କୁହାଯାଉଛି |
ଆଉ ଯେଉଁଠି ଦେଖିବାକୁ ମିଳିଛି କି ଛୋଟ ପିଲା ଟି ପ୍ରଥମେ ଜାନେ ମେରୀ ଜାନେ ମନ ଗୀତ ଟି ଗାଇବା ପାଇଁ ଲାଗିଛି, ଆଉ ଯେଉଁ ଗୀତ କୁ ଗାଇବା ବେଳେ ପିଲା ଟି ଗୀତ ଟି କୁ ଭୁଲି ଯାଇଛି ଆଉ ଶେଷରେ ଗୀତ ଗାଇ ଶେଷରେ କହୁଛି ଆଉ ମନେ ନାହିଁ ଗୀତ ରେ ଭୁଲି ଯାଇଛି ବୋଲି | ଆଉ ସେହି କମେଡି ସିନ୍ ଟି ସମସ୍ତଙ୍କ ର ମନକୁ କିଣି ନେଇଛି ଆଉ ଯିଏ ଦେଖୁଛି ପ୍ରସଂଶା କରିବାରେ ଲାଗିଛି ପିଲା ଟିର ବୋଲି କୁହାଯାଉଛି |
ତାହା ସହିତ ଆଉ ଗୋଟିଏ ଭିଡ଼ିଓ ମଧ୍ୟ ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବାର |ଯେଉଁଥିରେ ପିଲା ଟି ଯାତ୍ରା ଜଗତର ଏକ ମନୋଛୁଆଁ ଗୀତ ଟିକୁ ଗାଇବା ପାଇଁ ଲାଗିଥିଲା ଆଉ ଯେଉଁଥିରେ ଶେଷରେ ସେ କିଛି ଏମିତି କଥା କହିଛି ଯାହା ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଛି | ତାହା ସହିତ ଛୋଟ ପିଲା ଟିର ସେହି କମେଡି ସିନ ରେ ସମସ୍ତେ ମୁଗ୍ଧ ହୋଇ ଯାଇଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।