Swastik Tv News Odisha

Grand Final ରେ Arpitaଙ୍କ ମନ ରହିଗଲା କାହା ପାଖରେ -Sizzling Performance… ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଥିବା ଏକ କାର୍ଯ୍ୟକ୍ରମ, ଏକ ସୀଙ୍ଗୀଙ୍ଗ ରିଏଲିଟି ଶୋ ଯାହା ସମସ୍ତଙ୍କ ର ବେଶ୍ ପସନ୍ଦର ଏବଂ ପ୍ରିୟର ଶୋ ହୋଇ ପାରିଛି।ଏହି ଶୋ ର ନାମ ହେଉଛି ଓଡ଼ିଶାର ନୂଆ ସ୍ୱର ଜୁନିଅର୍। ଜୁନିଅର୍ ମାନଙ୍କ ପାଇଁ ଏହି ମଞ୍ଚ ସ୍ୱରର ଏକ ମହାସମର ସୃଷ୍ଟି କରିଛି।ଏହି ଶୋ ର ଲୋକପ୍ରିୟତା ବହୁତ୍ ଅଧିକ ରହିଛି। ଛୋଟ ପିଲା ମାନଙ୍କ ପାଇଁ ଏହି ସ୍ୱରର ମଞ୍ଚରେ ଅନେକ ଜଣ ଆସି ତାଙ୍କର ପ୍ରତିଭା ଦେଖାଉ ଅଛନ୍ତି। ନିକଟରେ ଏହି ଶୋ ର ଗ୍ରାଣ୍ଡ ଫାଇନାଲ ମଧ୍ୟ ହୋଇ ସାରିଛି। ଆଉ ଏହି ଶୋ ର ବିଜେତା ହେଇଛନ୍ତି ସୁଶିଲ କୁମାର। ତାଙ୍କର ଗୀତରେ ଗୀତରେ ଝୁମିଥିଲେ ସମସ୍ତେ।

ଏହାଛଡା ସମସ୍ତେ ଏହି କାର୍ଯ୍ୟକ୍ରମ କୁ ବହୁତ୍ ଉପଭୋଗ କରିଥିଲେ।ତେବେ ଏହି କାର୍ଯ୍ୟକ୍ରମ ରେ ବିଚାରକ ଭାବରେ ସବୁଦିନ ପରି ରହିଥିଲେ ଦୁଇ ବେଶ୍ ପରିଚିତ ସିଙ୍ଗର ଅର୍ପିତା ଚୌଧୁରୀ ଏବଂ ପ୍ରଜ୍ଞା ହୋତା। ସେମାନେ ପିଲା ମାନଙ୍କ ଗୀତକୁ ଶୁଣି ବହୁତ୍ ସୁନ୍ଦର୍ ସୁନ୍ଦର୍ କମେଣ୍ଟ ଦେଇ ସେମାନଙ୍କୁ ଉତ୍ସାହିତ କରୁଥିଲେ। ଆଉ ଏହି ଷ୍ଟେଜ ରେ ସିଙ୍ଗର ଅର୍ପିତାଙ୍କ ମୁହଁରୁ ଶୁଣିବାକୁ ମିଳିଛି ଏକ ମନ ପସନ୍ଦର ଗୀତ। ଯାହାକୁ ଶୁଣି ଖୁସି ହୋଇଛନ୍ତି ସେଠାରେ ଉପସ୍ଥିତ ଥିବା ସମସ୍ତ ଜର୍ଜ ମାନେ।ତେବେ ଅର୍ପିତା ଜଣେ ସୁନ୍ଦର୍ ଗାୟକ ସାଙ୍ଗକୁ ସୁନ୍ଦର୍ ହୃଦୟର ବ୍ୟକ୍ତି ଟିଏ। ଯାହାଙ୍କୁ ଆପଣ ଏଠାରେ ଦେଖି ଜାଣି ପାରୁଥିବେ।

ସିଦ୍ଧାର୍ଥ ଟିଭି ର ଓଡ଼ିଶାର ନୂଆ ସ୍ୱର ଜୁନିଅର ରେ ସେ ଏକ ସୁପରହିଟ ଗୀତ ଗାଇଥିଲେ। ଯେଉଁ ଗୀତକୁ ଶୁଣି ଏହାକୁ ଲୋକ ବହୁତ୍ ପସନ୍ଦ କରିବା ସହିତ ଭଲ ପାଇବା ମଧ୍ୟ ଦେଇଛନ୍ତି। ତାଙ୍କ ଗୀତ ଶୁଣି ସେଠାରେ ଉପସ୍ଥିତ ନମିତା ଅଗ୍ରୱାଲ ଏବଂ ମହା ବିଚାରକ ଶ୍ରୀକାନ୍ତ ଗୌତମ ଏବଂ ବିକାଶ ଦାସ୍ ମଧ୍ୟ ବହୁତ୍ ଖୁସି ହୋଇଛନ୍ତି। ତେବେ ଅର୍ପିତା ଗାଇଥିବା ଏହି ଗୀତଟି ହେଉଛି, ରାମାରେ ରାମାରେ ରାମାରେ ଏ କିଃ ହେଲା ଏ କି ହେଲା ରେ। ପ୍ରଥମ ଦେଖାରେ, ପ୍ରଥମ ଛୁଆଁରେ ମନ ରହିଗଲା ତୁମରି ଠାରେ। ଏଠାରେ ଅର୍ପିତା ଙ୍କ ଗୀତର ତାଳେ ତାଳେ ଠୁମକା ଲଗାଇଛନ୍ତି ଡାନ୍ସର ମାନେ।

ଅର୍ପିତା ଙ୍କ ଗୀତ ଏତେ ରୋମାଣ୍ଟିକ ଲାଗୁଛି ଯେ ଆପଣ ତାଙ୍କର ଏହି ସ୍ୱରକୁ ଶୁଣିଲେ ନିଶ୍ଚିତ ତାଙ୍କ ସ୍ୱରର ଦିବାନା ହୋଇଯିବେ। ସେ ଯେଉଁଭଳି ଭାବରେ ଚମତ୍କାର ସଙ୍ଗୀତ ତାଙ୍କ କଣ୍ଠରେ ଗାଉଥିବାର ନଜର ଆସୁଛନ୍ତି ଯାହାକୁ ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ।ସେ ତାଙ୍କର ଗୀତ ଏବଂ ସ୍ୱରର ଭିନ୍ନ ଅନ୍ଦାଜ ର କଳାରେ ସମସ୍ତଙ୍କୁ ବାନ୍ଧି ରଖିଛନ୍ତି। ଆପଣ ବି ଏହି ଦମଦାର ଗୀତକୁ ଶୁଣିଲେ ବହୁତ୍ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.