ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖୁଥିଲେ ମଧ୍ୟ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଆପଣ ମାନଙ୍କ ସାମ୍ନା କୁ ଆସିଛି ତାହାକୁ ଆପଣ ମାନେ ଦେଖିଲେ ଆପଣ ମାନେ ମଧ୍ୟ ଡାନ୍ସ କରିବାକୁ ଲାଗିବେ | ଆଉ ଯେଉଁଠି ବର ଯାତ୍ରୀ ରେ ସୁନ୍ଦର ଭାବରେ ଜବର୍ଦଶା ଡାନ୍ସ ର କମାଲ କୁ ଦେଖାଇ ସମସ୍ତ ଙ୍କର ମାନଙ୍କର ମନକୁ କିଣି ନେଇଛନ୍ତି ବର ଯାତ୍ରୀ | ତେବେ ଡିଜେ ର ତାଳେ ତାଳେ ସୁନ୍ଦର ଭାବରେ ଡାନ୍ସ ର ଭିଡ଼ିଓ ଟି ଦର୍ଶକ ମାନଙ୍କ ମନ କୁ କିଣି ନେଇଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ଯେତେବେଳେ ବାହାଘର ର କଥା ଉଠେ ସେତେବେଳେ ଡାନ୍ସ ର କଥା ତ ଉଠିବ | ବାହାଘର ର ମାନେ ହେଉଛି ଡାନ୍ସ ଆଉ ଯେଉଁଠି ସମସ୍ତେ ବାହାଘର ରେ ଏନଜୟ କରିବ ସହିତ ସୁନ୍ଦର ଭାବରେ ଡାନ୍ସ ଦେଖାଇ ସାଙ୍ଗ ମାନଙ୍କ ସହିତ ମଜା ମଧ୍ୟ ଉଠାଉଥିବାର ଦେଖା ଯାଇଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ସେହି ଭଳି କିଛି ଡାନ୍ସ ର କମାଲ ଦେଖିବାକୁ ମିଳିଛି ଆଉ ଯେଉଁଠି ବର ଯାତ୍ରୀ ମାନଙ୍କର ମନଛୁଆଁ ଜବରଦସ୍ତ ଡାନ୍ସ ର କମାଲ ଦେଖିବାକୁ ମିଳିଛି ମଞ୍ଚ ଉପରେ |
ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଗ୍ରୀନ ଡିଜେ ର କମାଲ ଦେଖିବାକୁ ମିଳିଛି | ଆଉ ଯେଉଁଠି କୁହାଯାଉଛି କି ” ବର ଯାଉଛି ଦେଖ ରୋଶନୀ ଚଢି ” ଗୀତ ରେ ସୁନ୍ଦର ଭାବରେ ଡାନ୍ସ ର ଝଲକ ଦେଖାଇବାକୁ ଲାଗିଛନ୍ତି ବରଯାତ୍ରୀ ମାନେ | ଆଉ ଯାହା ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଭିଡ଼ିଓ ଟିରେ କି ବହୁତ ସଂଖ୍ୟକ ଲୋକ ମାନେ ବର ଯାତ୍ରୀ ରେ ସାମିଲ ହୋଇଛନ୍ତି ଆଉ ଡାନ୍ସ ର ମଜା ମଧ୍ୟ ନେବାକୁ ଲାଗିଛନ୍ତି | ଆଉ ଯାହା ଦେଖିବାକୁ ମିଳିଥିଲା କି କନିଆଁ ଘର ସାମ୍ନା ରେ ସୁନ୍ଦର ଭାବରେ ନାଚ ର କମାଲ ଦେଖାଇଛନ୍ତି ଵର ଯାତ୍ରୀ ରେ ସାମିଲ ହୋଇଥିବା ସମସ୍ତେ |
ଆଉ ଯାହା କୁ ଉପସ୍ଥିତ ଲୋକ ମାନେ ମଧ୍ୟ ଦେଖିଥିଲେ ଆଉ ବେଶ ଖୁସି ହେବା ସହିତ ସେହି ଭଳି ଜବରଦସ୍ତ ମନୋଛୁଆ ଡାନ୍ସ କୁମନ ଭରିକି ଉପଭୋଗ ମଧ୍ୟ କରିଥିଲେ ବୋଲି କୁହାଯାଉଛି | ଆଉ ତାହା ବ୍ୟତୀତ ବର ଯାତ୍ରୀ ରେ କନିଆଁ ଘର ସାମ୍ନା ରେ ଏହି ଭଳି ମନଛୁଆ ଗୀତ ସମସ୍ତ ଙ୍କର ମନକୁ କିଣି ନେଇଛି ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।