ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ପ୍ରତେକ ଦିନ |ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ନିଜେ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ମଧ୍ୟ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଟି ଦେଖିବାକୁ ମିଳିଛି | ଯେଉଁଠି ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ଏକ ବିରଳ ଜାତିର ଶାଗୁଣା ଟି ଜଣ ବସତି ଅଞ୍ଚଳକୁ ଉଡି ଆସିଛି ଆଉ ଯାହାକୁ ଦେଖି ଲୋକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କାନପୁର ଅଞ୍ଚଳରେ, ଆଉ ଯେଉଁଠି ଦେଖିବାକୁ ମିଳିଛି କି ଏକ ବିରଳ ଜାତିର ଶାଗୁଣା ଉଡି ଆସି ସେଠାରେ ବସି ଥିବାର |ସାଧାରଣତଃ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆଜି କାଲି ଆଉ ଶାଗୁଣା ଵା ସେହି ଜାତିର ପକ୍ଷୀ ମାନେ ଆଉ ଦେଖା ଯାଉ ନାହାନ୍ତି | ଆଉ ସେହି ଭଳି ପକ୍ଷୀ ମାନେ ବିରଳ ବିଲୁପ୍ତ ହୋଇ ଯାଇଛନ୍ତି, ତେବେ ପୌରାଣିକ ଯୁଗରେ ଲୋକ ମାନେ ଜଟାୟୁ ଵା ଯାହାକୁ ଆମେ ଶାଗୁଣା ବୋଲି କହୁଛୁ ତାହା କୁ ଦେଖିବାକୁ ପାଇଥିଲୁ |
ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିକିଥିଲା ଏକ ବିରାଟ କାୟ ଶାଗୁଣା ଯାହାକୁ ଡେଣା ମଧ୍ୟ ବହୁତ ବଡ଼ ଆକାରର ରହିଥିଲା |ଆଉ ଯାହା କୁ ଦେଖି ଲୋକ ମାନେ ଖୁସି ହୋଇ ଯାଇଥିଲେ ଓ କେଉଁ ଠାରୁ ଏହି ବିରଳ ଜାତିର ପକ୍ଷୀଟିଏ ଉଡି ଆସିଛି ବୋଲି ଭାବିଥିଲେ ଓ ବନ ବିଭାଗ ଅଫିସ କୁ ମଧ୍ୟ ଫୋନ କରିଥିଲେ | ତାହା ସହିତ ପକ୍ଷୀ ଟିକୁ ସୁରକ୍ଷା ଦେବା ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ କରାଯାଇଥିଲା ବୋଲି ମଧ୍ୟ କୁହାଯାଉଛି |
ତାହା ପରେ ଲୋକ ମାନଙ୍କର କହିବାର କଥା କି ଏହି ବିରଳ ଜାତିର ପକ୍ଷୀ ଆମ ଦେଶ ରେ ନ ଥିବା ବେଳେ ହିମାଳୟନ ଵା ତିବତ ରୁ ଏହି ପକ୍ଷୀ ଟି କୌଣସି ବିପଦ ତାହା ଉପରେ ଥିବାରୁ ଉଡି ପଳେଇ ଆସିଛି ବୋଲି କୁହାଯାଉଛି | ତାହା ସହିତ ବନ ବିଭାଗ ତରଫରୁ ପକ୍ଷୀ ଟିକୁ ନିଆଯାଇଛି ଓ ସୁରକ୍ଷା ରେ ରଖା ଯାଇଛି, ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।