ଗୁଆ ଘିଅ ଭୁତ || କମେଡି ଦେଖିଲେ ହସି ହସି ଗଡ଼ିଯିବେ… || Mr Dhenkanalia

ପ୍ରତି ଦିନ କିଛି ନାଁ କିଛି ନୂଆ ନୂଆ ଭିଡ଼ିଓ ମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଆପଣ ମାନେ ଅନେକ ସମୟରେ ଦେଖିବାକୁ ପାଉଥିବେ କି ଅନେକ କମେଡି ଭିଡ଼ିଓ ଗୁଡିକ ମଧ୍ୟ ଭାଇରାଲ ହୋଇଥାଏ ଆଉ ସେହି ସବୁ କମେଡି ଭିଡିଓ ଭିତରୁ ମିଷ୍ଟର ଢେଙ୍କାନାଳିଆ ମାନଙ୍କର କମେଡି ଭିଡ଼ିଓ ସିନ ଦର୍ଶକ ମାନଙ୍କୁ ଅଧିକ ପସନ୍ଦ ଆସିଥାଏ ବୋଲି କୁହାଯାଉଛି | ବର୍ତ୍ତମାନ ସେହି ମାନଙ୍କର ଏକ ଜବରଦସ୍ତ କମେଡି ସିନ ଟି ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଥିରେ ଦେଖିବାକୁ ମିଳିଛି କି ଗୁଆ ଘିଅ ର ଭୂତ ଦିନ ର ପାର୍ଟ ଟି ଆଉ ଯାହା ଦର୍ଶକମାନଙ୍କର ମନକୁ ପାଇଛି | ତାହେଲେ ଆସନ୍ତୁ ବନ୍ଧୁଗଣ ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଯାହା କୁହାଯାଉଛି କି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଢେଙ୍କାନାଳିଆ କମେଡି ଟିମ ମାନଙ୍କର କମେଡି ର କମାଲ ଦେଖିବାକୁ ମିଳିଛି ଏହି କମେଡି ଭିଡ଼ିଓ ରେ | ଆଉ ଯେଉଁଠି କମେଡି ଷ୍ଟାର କୁନି କଳାକାର ଚିଣ୍ଟୁ ତାଙ୍କର ଦମଦାର କମେଡି ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ବୋଲି କୁହାଯାଉଛି | ଆଉ ତାହା ପରେ ଦେଖୁବାକୁ ମିଳିଛି କି ଚିଣ୍ଟୁ କୁ ମାରିବାକୁ ଆସୁଥିବା ସମସ୍ତଙ୍କୁ ସେ ମାରିକି ଉଡାଇ ଦେଇଛନ୍ତି | ତାହା ପରେ ଗାଇବାକୁ ଲାଗିଛନ୍ତି ଗୁଆ ଘିଅ ଫେମସ ଗୀତ ଟିକୁ |

ଆଉ ସେପଟେ ଆଉ ଜଣେ ପୁଷ୍ପା ରାଜ ର ଗୀତ କୁ ଗାଇକି ଛୋଟେଇ ଛୋଟେଇ ଚାଲିବାକୁ ଲାଗିଛି | ଆଉ ସେମାନଙ୍କ ଭିତରେ ଧକା ହୋଇଯିବ ପରେ ଆରମ୍ଭ ହୋଇ ଯାଇଥିଲା ଦୁଇ ଜଣଙ୍କ ମଧ୍ୟରେ କଳି ଝଗଡା ସେମାନଙ୍କ ଗୀତ କୁ ନେଇକି | ଆଉ ଯେଉଁଠି ଗୁଆ ଘିଅ ନା ଛେଳି ଘିଅ ବୋଲି କହିବା ସହିତ ଡବା ଘିଅ ବୋଲି କହିଛି | ଆଉ ସେପରେ ପୁଷ୍ପା ରାଜ ନା କେମ୍ପା ରାଜ ବୋଲି କହିବାକୁ ଲାଗିଛି | ତାହା ପରେ ପୁଷ୍ପା ରାଜ ପାଉଜ ଖାଏଗା ନେହି ବୋଲି କହିବାକୁ ଲାଗିଛି କମେଡି ମାଧ୍ୟମରେ ସେହି ଢେଙ୍କାନାଳିଆ କଳାକାର ମାନେ |

ଆଉ ତାହା ପରେ ହଠାତ ସେମାନେ ଜଙ୍ଗଲ ଭିତରକୁ ପଳେଇ ଯାଉଛନ୍ତି ଆଉ ଚାରିଆଡେ ଅନ୍ଧାର ମଧ୍ୟ ଦେଖା ଯାଉଛି | ଆଉ ଜଙ୍ଗଲ ମଝିରେ ଏକ ତନ୍ତ୍ରୀକ କୁ ମଧ୍ୟ ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ସେହି ଭିଡ଼ିଓ ଟିରେ ବୋଲି କୁହାଯାଉଛି | ଆଉ ତାହା ପରେ କୁହାଯାଉଛି କି ତାନ୍ତ୍ରିକ ଟି ରାସ୍ତା ବତାଇବା ବଦଳରେ କହିବାକୁ ଲାଗିଛି ଗୁଆ ଘିଅ ଭୂତ ବିଷୟରେ | ତେବେ ଏହିଭଳି ଭାବରେ ଭାଇରାଲ ହେଉଥିବା କମେଡି ସିନ ଟି ଦର୍ଶକ ମାନଙ୍କର ମନକୁ ବେଶ ଆକୃଷ୍ଟ କରେଇବାରେ ଲାଗିଛି ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment