ଓଃ କି ଡ୍ୟାନ୍ସ ! ମେହେନ୍ଦି ରେଶମ ରେ ” Gupchup Gupchup ” ଗୀତରେ ଯୁବତୀ କଲେ ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ କୁହାଯାଏ କି ଏହି ଭାଇରାଲ ହେଉଥିବା ଭିଡ଼ିଓ ଗୁଡିକ ଭିତରେ ଯେତେବେଳେ ଗୀତ ଆଉ ନାଚ ର କଥା ଉଠେ ସେତେବେଳେ ସେହି ଭଳି ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଆମର ଆଗ୍ରହ ବଢିବାକୁ ଲାଗିଥାଏ | ତାହା ସହିତ ସେହି ଭିଡ଼ିଓ କୁ ବାରମ୍ବାର ଦେଖିବା ପାଇଁ ମଧ୍ୟ ଇଚ୍ଛା ହୋଇଥାଏ | ଆଉ ବର୍ତ୍ତମାନ ସେହି ଭଳି ଏକ ଭିଡ଼ିଓ ଟିଏ ଭାଇରାଲ ହେବାରେ ଲାଗିଛି ଆଉ ଯେଉଁଠି ଝିଅ ମାନଙ୍କ ସୁନ୍ଦର ଭାବରେ ଡାନ୍ସ କରି ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ଜାଣିଥିବେ କି ଆଜି କାଲି ସୋସିଆଲ ମିଡ଼ିଆ ଲୋକ ମାନଙ୍କର କେତେ କାମ ରେ ଆସୁଛି | ନିଜ ପାଖରେ ଥିବା ଟେଲେଣ୍ଟ କୁ ଆଜି କାଲି ସୋସିଆଲ ମିଡ଼ିଆ ଜରିଆରେ ଲୋକ ମାନଙ୍କର ସାମ୍ନା କୁ ଆଣି ପାରୁଛନ୍ତି ସମସ୍ତେ | ତାହା ସହିତ କୁହାଯାଉଛି କି ଆଜି କାଲି ପିଲା ଙ୍କ ଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତେ ଆକୃଷ୍ଟ ହେବାକୁ ଲାଗିଛନ୍ତି ସୋସିଆଲ ମିଡ଼ିଆ ଜରିଆରେ ନିଜର ପ୍ରତିଭାକୁ ପ୍ରକାଶ କରିବାରେ | ଆଉ ତାହା ସହିତ ନିଜର ଗୋଟିଏ ପରିଚୟ ମଧ୍ୟ ସୃଷ୍ଟି କରି ପାରୁଛନ୍ତି ବୋଲି କୁହାଯାଉଛି |

ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ସେ ଝିଅ ଜଣଙ୍କ ସୁନ୍ଦର ଭାବରେ ଡାନ୍ସ କରୁଥିବାର ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ସେହି ଭିଡ଼ିଓ ଟିରେ | ଆଉ ଯେଉଁଠି କୁହାଯାଉଛି କି ଏହି ଭିଡ଼ିଓ ରେ ଭାଇରାଲ ଝିଅ ଜଣଙ୍କ ଗୀତ ସହିତ ଡାନ୍ସ ପ୍ରାକ୍ଟିସ କରିବାକୁ ଲାଗିଛନ୍ତି | ” ଗୁପଚୁପ ” ଗୀତ ରେ ସୁନ୍ଦର ଭାବରେ ଡାନ୍ସ କରି ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣୁ ନେଇଛନ୍ତି ଝିଅ ଜଣଙ୍କ | ଆଉ ତାହା ସହିତ କୁହାଯାଉଛି କି ଝିଅ ଜଣଙ୍କ ଡାନ୍ସ କରୁଥିବା ସମୟରେ ଅନ୍ୟ ଝିଅ ମାନେ ତାଙ୍କର ସେହି ଡାନ୍ସ କୁ ଦେଖିବାକୁ ଲାଗିଥିଲେ ଆଉ ତାଙ୍କର ସ୍ଟେପ୍ସ ଗୁଡିକୁ ଶିଖିବା ପାଇଁ ମଧ୍ୟ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଥିଲା |

ତେବେ ଝିଅ ଜଣଙ୍କ ବେଶ ସୁନ୍ଦର ଭାବରେ ଗୀତ ର ତାଳେ ତାଳେ କରିବାକୁ ଲାଗିଥିଲା ଡାନ୍ସ, ଆଉ ଯେଉଁ ଡାନ୍ସ ସମସ୍ତଙ୍କର ମନକୁ ମଧ୍ୟ କିଣି ନେଇଥିବା କଥା ମଧ୍ୟ କୁହାଯାଉଛି |ତାହା ସହିତ ଆପଣ ମାନେ ଜାଣିଥିବେ କି ସୁନ୍ଦର ଡାନ୍ସ କୁ ସମସ୍ତେ ପସନ୍ଦ କରିଥାନ୍ତି ଆଉ ସେହିଭଳି ଝିଅ ଜଣଙ୍କର ଯେଉଁ ଡାନ୍ସ ଟି ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିକି ଦର୍ଶକ ମାନେ ବେଶ ପସନ୍ଦ କରିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment