ଦେଖନ୍ତୁ viral ଭିଡ଼ିଓ :ପ୍ରମୋସନ ପାଇଁ ଯିଏ ଯାହା ପାଖରେ ପାଉଛି ସୋଇପଡୁଛି…ଖାଲି ଲୋକଙ୍କୁ ରାମ୍ପିବାକୁ ଆସିଛନ୍ତି”: ଜ୍ଞାନ ବାରିକ

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଆଜିକାଲି ଅନେକ ଭିଡିଓ ପ୍ରେମ ସମ୍ପରକୁ ନେଇକି ଦେଖିବାକୁ ମିଳୁଛି | ଆଉ ଯାହାକୁ ନେଇକି କହିଛନ୍ତି ଜ୍ଞାନ ବାରିକ | ଆଉ ତାଙ୍କର କହିବା କଥା କି ପ୍ରୋମଶନ ପାଇଁ ଆଜି ଯିଏ ଯାହା ପାଖରେ ପାରିଛି ସୋଇଯାଉଛି ବୋଲି କହିଛନ୍ତି ଜ୍ଞାନ ବାରିକ | ତେଣୁ ନିଜର ସଂମ୍ମାନ ନିଜ ହାତରେ ଥାଏ ଆଉ ନିଜ ସଂମ୍ମାନ କୁ ତଳେ ପଡିବାକୁ ଦେବା ଉଚିତ ନୁହଁ ବୋଲି କହିଛନ୍ତି | ତାହା ଛଡା ଆଜି ଯେଉଁ ବାହାଘର ଆଗରୁ ସମ୍ପର୍କ ରଖୁଛନ୍ତି ଆଉ ପରେ ଅସୁବିଧାରେ ସମ୍ମୁଖୀନ ହେବା କଥା ମଧ୍ୟ ପ୍ରକାଶ କରିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଜ୍ଞାନ ବାରିକ ଙ୍କ କହିବା କଥା କି କିଏ ଧନି ହେବ କିଏ ଗରିବ ରହିବ ତାହା ତ ସମୟ ଆମକୁ କହିବ କିନ୍ତୁ ଆମକୁ ଠିକ ରାସ୍ତାରେ ଚାଲିବା ପାଇଁ ପଡିବ | ଆଉ ସ୍ୱାମୀ ସ୍ତ୍ରୀ ଭିତରେ ତ ସବୁବେଳେ ଝଗଡା ଲାଗିଥାଏ ତାହାର ମାନେ ନୁହଁ କି ଆମେ ନାରୀ କୁ ସଂମ୍ମାନ ଦେବନି | ନାରୀ ହେଉଛନ୍ତି ଲକ୍ଷ୍ମୀ ଆଉ ତାଙ୍କୁ ଯଦି ସଂମ୍ମାନ ଠିକ ଭାବରେ ଦଉନେ ଆଉ ମାଡ଼ ଗାଳି କରୁଛେ ତାହେଲେ ଘରୁ ଲକ୍ଷ୍ମୀ ଛାଡିକି ପୋଳେଇଯିବେ ବୋଲି କହିଛନ୍ତି ଜ୍ଞାନ ବାରିକ | ଆଉ ତାହା ସହିତ ନାରୀ ମାନଙ୍କୁ ମଧ୍ୟ ନିଜର ସଂମ୍ମାନ ଆଉ ଚରିତ୍ର ପ୍ରତି ଧ୍ୟାନ ଦେବା କଥା କହିଛନ୍ତି |

ଆଉ ଜ୍ଞାନ ଙ୍କ କହିବା ଅନୁସାରେ ଆଜିର ନାରୀ ସେ ଚିକିତ୍ସା କ୍ଷେତ୍ରରେ ହେଉ କି ଅନ୍ୟ କୌଣସି କ୍ଷେତ୍ରରେ ପ୍ରୋମସନ ପାଇଁ ରାତିରେ ଶୋଇବା ପର୍ଯ୍ୟନ୍ତ ମଧ୍ୟ ଚାଲି ଯାଉଛନ୍ତି | ଆଉ ଯାହା ଫଳରେ ନାରୀ ର ସଂମ୍ମାନ ରାସ୍ତାରେ ନିଲାମ ହେବାକୁ ଲାଗିଛି | ତେଣୁ ନିଜର ସଂମ୍ମାନ ନିଜେ ରକ୍ଷା କରିବା ଉଚିତ | ତାହା ବ୍ୟତୀତ ଉଚ୍ଚ ପଦବୀରେ ଥିବା ଲୋକ ମାନେ ମଧ୍ୟ ନିଜର ଇସାରାରେ ଖେଳେଇବାକୁ ଲାଗୁଛନ୍ତି | ଏଡଭୋକେଟ ମାନେ ଡେଟ ପରେ ଡେଟ ଛେଞ୍ଚ କରି ଚାଲିଛନ୍ତି ଆଉ ଯାହା ଫଳରେ ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ବର୍ଷ ବର୍ଷ ବିତି ଗଲା ପରେ ମଧ୍ୟ ନ୍ୟାୟ ମିଳୁନାହିଁ ବୋଲି କହିଛନ୍ତି |

ଆଉ ଗୋଟିଏ ଭୁଲ ହେଉଛି କି ଝିଅ ମାନେ ବିବାହ ଆଗରୁ ଲିଭିଙ୍ଗ ରେ ରହୁଛନ୍ତି ଆଉ ଯାହା ଫଳରେ ଝିଅ ମାନଙ୍କର ଇଜ୍ଜତ ସହିତ ଖେଳିବାର ସୁଯୋଗ ମିଳି ଯାଉଛି | ତେଣୁ ନିଜକୁ ସତର୍କ ହେବା ପାଇଁ ପଡିବ ତାହା ନ ହେଇଥିଲେ ବ୍ରହ୍ମପୁର ରେ ଛୋଟ ଛୁଆଁ କୁ ଧରି ମାସ ମାସ ନ୍ୟାୟ ପାଇଁ ଭିକ୍ଷା କରି ନ ଥାଆନ୍ତା ବୋଲି କହିଛନ୍ତି ଜ୍ଞାନ ବାରିକ | ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment