ସ୍ୱାମୀ ସ୍ତ୍ରୀ ଏହି ନିୟମ ପାଳନ କଲେ ତାଙ୍କର ପୁଅ ଜନ୍ମ ହୋଇଥାଏ – Sadhu Bani

ତେବେ ବନ୍ଧୁଗଣ ଆମେ ଜାଣିଛୁ କି ଆମ ହିନ୍ଦୁ ସଭ୍ୟତା ରେ ଆମେ ଅନେକ ସମୟରେ ଜ୍ୟୋତିଷ ଶାସ୍ତ୍ର ଉପରେ ନିର୍ଭର କରିଥାଉ |ଆଉ ସେହି ଶାସ୍ତ୍ର ଅନୁସାରେ ଆମେ ମାନି ଚଳିଲେ ଅନେକ ଶୁଭ ଫଳ ପାଇଥାଉ ବୋଲି କୁହାଯାଏ | ତେବେ ଦେଖିବାକୁ ମିଳିଥାଏ କି ଅନେକ ସମୟରେ ଝିଅ ଆଉ ପୁତ୍ର ସନ୍ତାନକୁ ନେଇକି ଘରେ କଳହ ଲାଗିଥାଏ | ଆଉ କାହା ଘରେ ପୁଅ ଟି ନ ଥିଲେ ଦେଖିବାକୁ ମିଳିଥାଏ କି ଝଗଡା ମଧ୍ୟ ଲାଗିଥାଏ | ତେବେ ଆପଣ ମାନେ ଜାଣି ରଖିବା ଉଚିତ କି ପୁଅ ଆଉ ଝିଅ ଉଭୟ ସମାନ | ତାହା ଛଡା ପୁଅ ଆଉ ଝିଅ ହେବା ଯୋଗୁ ମନ ଉଣା କରିବା କଥା ନୁହଁ |ତେବେ ଆସନ୍ତୁ ଜାଣିବା ପୁଅ ଯଦି ଆପଣଙ୍କର ଦରକାର ତାହେଲେ ସେଥିପାଇଁ କଣ କରିବେ |

ତେବେ କୁହାଯାଏ କି ପୁଅ ହେଉ ବା ଝିଅ ଉଭୟେ ହେଉଛନ୍ତି ଈଶ୍ୱର ଙ୍କର ସନ୍ତାନ | ତେବେ କୂଳ କୁ ରକ୍ଷା କରିବା ପାଇଁ ଅନେକେ ଘରେ ପୁତ୍ର ସନ୍ତାନ ଟିକି ଚାହିଁଥାନ୍ତି | ତେବେ ସେହି ପୁତ୍ର ସନ୍ତାନ କୁ ପାଇବା ପାଇଁ ହେଲେ ଆମକୁ ଜ୍ୟୋତିଷ ଶାସ୍ତ୍ର ର ନିୟମ କୁ ମାନିବ ସହିତ ସେହି ଭଳି କିଛି ଉପାୟ କରିବା ଆଉ ମାନିବ ଆବଶ୍ୟକ ହୋଇଥାଏ | ଆଉ ଯାହା ସାହାଯ୍ୟ ରେ ଆପଣ ମାନେ ପୁତ୍ର ଯୋଗ ର ସୁଯୋଗ ପାଇପାରିବେ |

ପୁତ୍ର ସନ୍ତାନ ପାଇଁ କଣ କରିବା ଆବଶ୍ୟକ :-

1- ତେବେ ବନ୍ଧୁଗଣ ଆପଣ ମାନେ ପୁତ୍ର ସନ୍ତାନ ପାଇବା ପାଇଁ ହେଲେ ଠାକୁର ଘରେ କିଛି କରିବା ପାଇଁ ପଡିବ | ତେବେ ଠାକୁର ଘରେ ଅନେକ ସମୟରେ ଘିଅ ରେ ଦୀପ ଜାଳି ପୂଜା କରୁ | ତେବେ ଆପଣ ମାନେ ସୋମବାର ଆଉ ଶନିବାର ଦିନ ଦୁଇଟି ଘିଅ ରେ ଦୀପ ଜାଳି ଠାକୁର ଘରେ ରଖିବା ଉଚିତ |

2- ଆପଣ ମାନେ ଆପଣ ଙ୍କ ବେଡ଼ ରୁମ ରେ ଶୋଇବା ସ୍ଥାନରେ ଯେଉଁ ପଟକୁ ମୁହଁ କରିକି ଶୋଇବେ ସେହିଁ ପଟ କାନ୍ଥ ରେ କୁନି ସୁନ୍ଦର ପୁଅ ଟିର ଫୋଟ କୁ ଟାଙ୍ଗୀ ଦେବା ଆବଶ୍ୟକ ହୋଇଥାଏ | ଆଉ ଯାହା କୁ ମା ଜଣଙ୍କ ଯେମିତି ସବୁବେଳେ ଦେଖୁଥିବ ଆଉ ନଜର ପଢୁଥିବ ସେହି ପିଲା ଟି ଉପରେ |

3-ଏହା ବ୍ୟତୀତ ସେହି ମହିଳା ଜଣଙ୍କ ରବିବାର ଦିନ କେବେବି ଆମିଷ ଖାଇବା ଉଚିତ ନୁହଁ | ଯଦି ନିରାମିଷ ଖାଇବେ ତାହେଲେ ପୁତ୍ର ଯୋଗ ର ସମ୍ଭବନା ରହିଥାଏ ବୋଲି କୁହାଯାଉଛି |

ତେବେ ଏହି ଭଳି ଉପାୟରେ ପୁତ୍ର ସନ୍ତାନ ର ଯୋଗ ଅଛି ବୋଲି ଜ୍ୟୋତିଷ ଶାସ୍ତ୍ର ରେ କୁହାଯାଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment