Swastik Tv News Odisha

ହେ ପ୍ରଭୁ ! ନାତି ନାତୁଣୀ ଙ୍କ ବିବାହ ଦେଖିବା ବୟସରେ ନିଜ ପ୍ରେମିକ ସହିତ ଫେରାର ହୋଇ ଗଲେ ଜେଜେମା, ଆଉ ତା’ ପରେ……

0

କୁହାଯାଏ କି ପ୍ରେମ ଅନ୍ଧ ଅଟେ, ଏହା କେତେବେଳେ ବି କାହାକୁ ବି ହୋଇପାରେ। ପ୍ରେମ କୌଣସି ସାମାଜିକ ଫେକ୍ଟର କୁ ମାନେ ନାହିଁ, ଏହାର କୌଣସି ଜାତି, ଧର୍ମ , ବର୍ଣ୍ଣ କିମ୍ବା ବୟସ ସୀମା ନଥାଏ। କିନ୍ତୁ ଏହାର ଅର୍ଥ ଇଏ ନୁହେଁ କି ଆପଣ କାହାକୁ ବି ପ୍ରେମ କରିବସିବେ ଏବଂ ପ୍ରେମ କୁ ପାଇବା ପାଇଁ ଭୁଲିଯିବେ ନିଜ ପରିବାର ର ମାନ ସମ୍ମାନ କୁ ଏବଂ ସମାଜର ସମସ୍ତ ରୀତିନୀତି କୁ। ତେବେ କିନ୍ତୁ ବର୍ତ୍ତମାନ ଲୋକମାନେ ଏପରି ହିଁ କରୁଛନ୍ତି। ପ୍ରେମ ର ପ୍ରକୃତ ଅର୍ଥକୁ ଭୁଲିଯାଇ ନିକ ଖୁସି ପାଇଁ କିଛି ବି କରୁଛନ୍ତି।

ତେବେ ବନ୍ଧୁଗଣ ଆମେ ଆଜି ଆପଣଂକୁ ଏପରି ଏକ ଲଭ ଷ୍ଟୋରୀ ବିଷୟରେ ଆପଣ ଙ୍କୁ ଜଣେଇବାକୁ ଯାହା ଆପଣ ଆଗରୁ କେବେ ବି ଶୁଣି ନଥିବେ କିମ୍ବା ଦେଖିନଥିବେ। ଏହା ଜାଣିବା ପରେ ଆପଣ ଙ୍କର ମୁଣ୍ଡ ଖରାପ ହୋଇଯିବ୍।ଯାହାକି ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି। ତେବେ ଘଟଣା ଟି କିଛି ଏପରି ରହିଛି କି,ନିଜ ନାତି ନାତୁଣୀ ର ବିବାହ ଦେଖିବା ବୟସ ଦୁଇ ଜଣ ବୃଦ୍ଧ ପ୍ରେମୀ ଯୁଗଳ ଘରୁ ଫେରାର ହୋଇ ବିବାହ କରିଛନ୍ତି।
ତେବେ ଏହି ଘଟଣା ଟି ଆପଣଂକୁ ନିଶ୍ଚିତ ଭାବରେ ଚକିତ କରିଥିବ ।ତେବେ ସମ୍ପୂର୍ଣ୍ଣ ଘଟଣା ଟି ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ। ତେବେ ଘଟଣା ଟି ଘଟିଛି ବାଲିକୁଦା ବ୍ଲକ ରେ ଯେଉଁ ଠାରେ ଜଣେ ବୃଦ୍ଧ ମହିଳା ଏବଂ ବୃଦ୍ଧ ବ୍ୟକ୍ତି ଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ ।ତେବେ ତାଙ୍କର ପ୍ରେମ ଏତେ ଗଭୀର ହୋଇଯାଇ ଥିଲା କି, ଶେଷରେ ସେମାନେ ସମସ୍ତ ରୀତିନୀତି ଏବଂ ନିଜ ପରିବାର କୁ ମଧ୍ୟ ଭୁଲି ଯାଇଥିଲେ ।ଏବଂ ଦୁହେଁ ଘରୁ ଗୋଡ଼ କାଢ଼ି ପଳେଇଯାଇଥିଲେ।

ତେବେ ସୂଚନା ଥାଉ କି, ସେହି ବୃଦ୍ଧ ମହିଳାଙ୍କ ର ପୁଅ ଝିଅ ବାହା ହୋଇ ତାଙ୍କର ନାତି ନାତୁଣୀ ବିବାହ କରିବା ବୟସ ର ଅଛନ୍ତି। ଏବଂ ସେହି ବୃଦ୍ଧ ବ୍ୟକ୍ତି ଙ୍କର ମଧ୍ୟ ନାତି ନାତୁଣୀ ଅଛନ୍ତି।ତେବେ ଏହି ବୃଦ୍ଧ ବୟସ ରେ ମଧ୍ୟ ନିଜ ପରିବାର ତଥା ପରିବାର ର ମାନ ସଂମାନ କୁ ପାଦ ରେ ଆଡି ଦେଇ ପଳେଇ ଯାଇଛନ୍ତି ।ତେବେ ବାଲିକୁଦ ଅଞ୍ଚଳରେ ଏହି ଘଟଣା ଟି ଚାଞ୍ଚଲ୍ୟ କର ହୋଇଛି।

ତେବେ ସେଠା କାର ବାସିନ୍ଦା ମାନେ କହିଛନ୍ତି ଯେ, ବାଲିକୁଦା ରେ ଏହି ଘଟଣା କିଛି ନୂଆ ନୁହେଁ। ଏହା ପୂର୍ବରୁ ମଧ୍ୟ ଜଣେ ବୃଦ୍ଧ ବ୍ୟକ୍ତି ଏପରି କାର୍ଯ୍ୟ କରିଥିଲେ। ତେବେ ବର୍ତ୍ତମାନ ଏହି ଘଟଣା ଟି ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବାରେ ଲାଗିଛି। କିନ୍ତୁ ଆମେ ଆପଣଂକୁ କହିରଖୁଚୁ ଯେ, ଭଲପାଇବା ଗୋଟେ ପବିତ୍ର ସମ୍ପର୍କ ଅଟେ , ଏହିଭଳି ହୀନ କାର୍ଯ୍ୟ କରି ତାର ପବିତ୍ରତା କୁ ନଷ୍ଟ କରିବା ଉଚିତ ନୁହେଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.