ବିବାହ ଭଳି ଏକ ସାମାଜିକ କର୍ମ ରେ ହଳଦୀ ର ପ୍ରମୁଖ ଭୂମିକା ରହିଛି । ହଳଦୀ କୁ ଶୁଭରଙ୍ଗ ଭାବରେ ମଧ୍ୟ ଗ୍ରହଣ କରା ଯାଇ ଥାଏ, ଏହା ବ୍ୟତିତ ହଳଦୀ ର ବହୁତ ଔଷଧୀୟ ଗୁଣ ମଧ୍ୟ ରହିଛି ।ବିବାହ ପୂର୍ବରୁ ଆମ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଉଭୟ ବର ଓ କନ୍ୟା ଙ୍କୁ ହଳଦୀ ଲଗାଇବାର ବିଧି ରହିଛି । କିନ୍ତୁ ଏହି ହଳଦୀ କୁ କାହିଁକି ବିବାହ ପୂର୍ବରୁ ଲଗା ଯାଇଥାଏ । ହଳଦୀ ସମ୍ବନ୍ଧ ରେ ଜାଣନ୍ତୁ କିଛି କଥା ।
ହଳଦୀ ରେ ଚର୍ମ ରୋଗ ପ୍ରତିରୋଧକ ଶକ୍ତି ରହିଛି,ବିବାହ ସମୟ ରେ ନାନା ପ୍ରକାର ର ପ୍ରସାଧନ ସାମଗ୍ରୀ ବ୍ୟବହୃତ ହେଉଥିବା ହେତୁ ଚର୍ମ ରୋଗର ଆଶଙ୍କା ରହି ଥାଏ, ତେଣୁ ସେ ସବୁ କୁ ଆଖି ଆଗ ରେ ରଖି ଘର ଲୋକେ ବର ଓ କନ୍ୟା ଙ୍କୁ ବିବାହ ପୂର୍ବରୁ ହଳଦୀ ଲଗାଇ ଦେଇ ଥାଆନ୍ତି, ଯେମିତି ତାଙ୍କର ମୁହଁ ର କୈାଣସି କ୍ଷତି ହେବ ନାହିଁ ।
ବିଶ୍ୱାସ ରହିଛି ଯେ ବିବାହ ପରେ ବ୍ୟକ୍ତି ର ତ୍ୱଚା ରେ ପୂର୍ବ ଅପେକ୍ଷା ଅଧିକ ଚମକ୍ ଆସି ଥାଏ । ତାହା ମଧ୍ୟ ଏହି ହଳଦୀର ପ୍ରଭାବ ।ହଳଦୀ ଲଗାଇବା ଦ୍ୱାରା ମୁହଁରୁ ବ୍ରଣ, କଳାଦାଗ ଆଦି ଦୂର ହେବା ସହ ମୁହଁ ପୂର୍ବାପେକ୍ଷା ଉଜ୍ୱଳ ଦିଶି ଥାଏ । ତେବେ, ଉଭୟ ବର ଓ କନ୍ୟା ଙ୍କ ପାଇଁ ସେ ସମୟ ରେ ସୁନ୍ଦର ଦେଖା ଯିବା ଜରୁରି ମଧ୍ୟ ହୋଇଥାଏ ।ରସମ ରୀତି ନୀତି ଅନୁସାରେ ଶେଷ ହୋଇଛି ।
ଭାରତୀୟ ସଂସ୍କୃତି ରେ ହଳଦୀ ରଙ୍ଗ କୁ ଶୁଭ ରଙ୍ଗ ଭାବେ ଗ୍ରହଣ କରାଯାଇ ଥାଏ, ତେଣୁ ବିବାହ ପରି ଏକ ଶୁଭ ମାଙ୍ଗଳିକ କାର୍ଯ୍ୟ ରେ ହଳଦୀ ର ବ୍ୟବହାର କୁ ଲୋକେ ଗୁରୁତ୍ୱ ଦେଇଥାନ୍ତି ।ନୂଆ କରି ଜୀବନ ଆରମ୍ଭ କରିବା କୁ ଯାଉ ଥିବା ନବ ଦମ୍ପତି ଙ୍କ ସଂପର୍କ ର ପବିତ୍ରତା ପାଇଁ ହଳଦୀ ର ଭୂମିକା ଗୁରୁତ୍ୱପୂର୍ଣ୍ଣ।ମ୍ୟାରେଜ ରେ ଖୁବ ସାରା ମାଜ ମସ୍ତି କରିଛନ୍ତି ଯାହାର ଦୃଶ୍ୟ ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ । ନବ ବଧୂ ଙ୍କ ମେହେନ୍ଦି ରସମ ଠାରୁ ଆରମ୍ଭ କରି ହଳଦୀ ବିଧି ଖୁବ ଧୂମ ଧାମ ରେ କରା ଯାଇଛି ।ନିଜ ହଳଦୀ ଓ ମେହେନ୍ଦି ରେ ଗୀତ ଗାଇ ଜବରଦସ୍ତ ଡ୍ୟାନ୍ସ କରିବାର ନଜର ଆସୁଛନ୍ତି ।
ଏହା ସହ ସେ ବେଦି କୁ ଯିବା ସମୟ ରେ ନାଚି ନାଚି ଯାଇଛନ୍ତି ଯାହା ଏହି ଭିଡିଓ ରେ ନଯାର ଆସୁଛି ବିବାହର ସଂପୂର୍ଣ୍ଣ ବିଧି ସମୟ ଅନୁସାରେ ସମ୍ପନ୍ନ ହୋଇଛି । ହଳଦୀ ରେଶମ୍ ରେ ଏବେ ଏବେ ଗୋଟିଏ ଗୀତ ପ୍ରଚୁର ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ” ହଲ୍ଡି ମସାଲେ ୱାଲି କେସେ ପେଶେଗି” ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।