ହନୁମାନଙ୍କର ଏହି ମନ୍ତ୍ର ଆଜି ରାତିରେ କହିଦିଅନ୍ତୁ ଓ ତାପରେ ଦେଖନ୍ତୁ ଚମତ୍କାର || sadhu bani

ତେବେ ବନ୍ଧୁଗଣ ଆମେ ଜାଣିଛୁ କି ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଆମେ ବିଭିନ୍ନ ପ୍ରକାରର ଦେବା ଆଉ ଦେବୀ ଙ୍କୁ ପୂଜା କରିଥାଉ | ଆଉ ସେହି ପୂଜା ପାଠ କରି ଭାଗବାନ ଙ୍କର ଶୁଭ ଆଶୀର୍ବାଦ ମଧ୍ୟ କାମନା କରିଥାଉ | ତେବେ କୁହାଯାଏ କି ହନୁମାନ ହେଉଛନ୍ତି କଳି ଯୁଗର ଜୀବନ୍ତ ଠାକୁର | ଆଉ ସେହି ଠାକୁର ଙ୍କୁ ଯଦି ଆମେ ଭକ୍ତି ଆଉ ଶ୍ରଦ୍ଧା ର ସହିତ ଡାକିବା ତାହେଲେ ସମସ୍ତ ପ୍ରକାରର ଅସୁବିଧା ରୁ ମୁକ୍ତି ପାଇ ପାରିବା ତାହା ସହିତ ଆମର ଜୀବନରେ ଆସୁଥିବା ସମସ୍ତ ପ୍ରକାରର ଶଙ୍କଟ ମଧ୍ୟ ଦୂରେଇଯିବ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଶଙ୍କଟ ମଚନ ବୀର ହନୁମାନ ଙ୍କୁ ପ୍ରସନ୍ନ କରିବା ପାଇଁ ସାହଜ ଉପାୟ ବିଷୟରେ ଜାଣିବା |

ତେବେ କଳି ଯୁଗର ଏହି ଜୀବନ୍ତ ଠାକୁରଙ୍କୁ ଯଦି ଆମେ ପୂଜା କରିବା ତାହେଲେ ସମସ୍ତ ସକାରାତ୍ମକ ଶକ୍ତି ଦୂରେଇଯିବା ଆମ ମାନଙ୍କର ଜୀବନରୁ |ତାହା ସହିତ ଭଗବାନ ହନୁମାନ ଙ୍କ ସହିତ ରାମ ଙ୍କର ମଧ୍ୟ ଆଶୀର୍ବାଦ ରହିବ ଆମ ଉପରେ | ତେବେ ହନୁମାନ ଙ୍କୁ ପ୍ରସନ୍ନ କରିବା ପାଇଁ ହେଲେ ମଙ୍ଗଳବାର ଆଉ ଶନିବାର ଦିନ ଟି ବହୁତ ଗୁରୁତ୍ୱ ପୂର୍ଣ୍ଣ ହୋଇଥାଏ ବୋଲି କୁହାଯାଉଛି |ଆଉ ଏହି ଦିନରେ ଯଦି ଆମେ ହନୁମାନ ଙ୍କ ମନ୍ଦିରକୁ ଯିବା ତାହେଲେ ଶୁଭ ଫଳ ମିଳିବ ବୋଲି ମଧ୍ୟ କୁହାଯାଉଛି |

ତେବେ ଆପଣ ମାନେ ଯଦି କରଜ ରେ ପଡିଛନ୍ତି ଆଉ ପଇସା ଜନିତ ସମସ୍ୟା ମାନ ଆପଣଙ୍କ ଜୀବନରେ ଦେଖା ଦେଉଛି ତାହେଲେ ଶନିବାର ଦିନ ହନୁମାନ ଙ୍କ ମନ୍ଦିରକୁ ଗଲେ ହନୁମାନ ଙ୍କ ସହିତ ଶନିଦେବ ମଧ୍ୟ ପ୍ରସନ୍ନ ହୁଅନ୍ତି ବୋଲି କୁହାଯାଉଛି |ତେବେ ଏହିଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁକି କେଉଁ ଉପାୟ କରିବା ଯାହା ଯୋଗୁ ଆମର ସମସ୍ତ ଶଙ୍କଟ ଦୂରେଇଯିବ|

ସମସ୍ୟା କୁ ଦୂର କରିବାର ଉପାୟ କଣ ରହିଛି :-

ତେବେ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମକୁ ଆବଶ୍ୟକ ରହିଛି ଗୋଟିଏ ଲେମ୍ବୁ ର, ଆଉ ତାହା ପରେ 4 ଟି ଲବଙ୍ଗ ମଧ୍ୟ ନେବା | ତାହା ପରେ ସେହି ଲେମ୍ବୁ ରେ କୁକୁମ ରେ ରାମ ଙ୍କର ନାମ କୁ ଲେଖିଦେବା, ଆଉ ଶନିବାର ଦିନ ସେହିଁ ଲେମ୍ବୁ କୁ ନେଇଯିବା ଓ ହନୁମାନ ଙ୍କ ପାଦ ରେ ଲେମ୍ବୁ କୁ ରଖିଦେବା | ତାହା ପରେ ଭଗବାନ ଙ୍କ ନାମ କୁ ଜପ କରିକି ହନୁମାନ ଚାଳିଶା କୁ ଜପ କରିବା ମନ ଦେଇକି |ତାହା ପରେ ସେହି ଲେମ୍ବୁ କୁ ନେଇକି ରାତିରେ ଶୁଭ ଗଛ ର ମୂଳରେ ପୋତି ଦେବା ଯେମିତି କେହି ନ ଦେଖନ୍ତି | ଆଉ ସେହି ସମୟରେ ରାମ ଙ୍କ ନାମ ନେଇ ଆପଣ ଙ୍କର ସମସ୍ୟା କୁ ଜଣେଇକି ପୋତିଦେବେ |

ତେବେ ଏହିଭଳି କରିବା ପରେ ହନୁମାନ ଆପଣଙ୍କର ସମସ୍ତ ସମସ୍ୟା କୁ ଦୂର କରିଦେବେ ବୋଲି କୁହାଯାଉଛି |ଆଉ ଯାହାକୁ ମାନିଲେ ଆମର ଶୁଭ ଫଳ ମିଳିଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment