ହନୁମାନଙ୍କର ଏହି ମହା ଶକ୍ତିଶାଳୀ ମନ୍ତ୍ର କୁ ଜପ କଲେ ପିଲାମାନଙ୍କର ବିଦ୍ୟା ବୃଦ୍ଧି ହେବ – Sadhu Bani

ବନ୍ଧୁଗଣ ଆପଣ ମହାବୀର ହନୁମାନଙ୍କ ଅପାର ଲୀଳା ବିଷୟରେ ଆପଣ ଜାଣିଥିବେ ନିଶ୍ଚିତ ଯଦି ଆପଣ ନିଜର ଭକତି ସହକାରେ ମହାବୀର ହନୁମାନଙ୍କୁ ପୂଜା କରନ୍ତି ତେବେ ଆପଣଙ୍କ ଜୀବନରୁ ଅନେକ ଦୁଃଖ ନିଶ୍ଚିତ ଦୂର ହୋଇଯିବ |ଭଗବାନଙ୍କୁ ଡାକିବାର କିଛି ଗୁପ୍ତ ମନ୍ତ୍ର ରହିଛି ଆପଣ ଯଦି ମନର ଭକ୍ତି ସହକାରେ ଏହି ମନ୍ତ୍ର ପାଠ କରି ରାମ ଭକ୍ତ ହନୁମାନଙ୍କୁ ଜପ କରନ୍ତି ତେବେ ଆପଣ ଜୀବନରେ ସମସ୍ତ ସମସ୍ୟା ଦୂର ହୋଇଯିବ |ମୁଁ ଆଜି ଆପଣକୁ ମହାବୀର ହନୁମାନଙ୍କ ପାଞ୍ଚଟି ମନ୍ତ୍ର ପାଠ ବିଷୟରେ କହିବି ଯାହାକି ଆପଣ ନିର୍ଭୁଲ ଭାବରେ ପାଠ କଲେ ଆପଣଙ୍କ ସମସ୍ତ ଦୁଃଖ ଦୁର୍ଦଶା ଦୂର ହୋଇଯିବ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହାର ସମ୍ପୂର୍ଣ କଥା ବିଷୟରେ ଜାଣିବା |

1:-“ଭୂତ ପିଶାଚ ନିକଟ ନହିଁ ଆବେ ମହାବୀର ଜବ ନାମ ସୁନାବେ” :-
ଯଦି ବ୍ୟକ୍ତି ମନରେ କୌଣସି ଡର କିମ୍ବା ଭୟ ରହିଥାଏ ତେବେ ସେହି ବ୍ୟକ୍ତି ଜୀବନରେ କୌଣସି ପରିସ୍ଥିତି ହାର ନମଣିବା ସହିତ ବ୍ୟକ୍ତି ମନର ସମସ୍ତ ପ୍ରକାର ଡର କିମ୍ବା ଭୟ ମଧ୍ୟ ଦୂର ହୋଇଯାଏ |ଏହି ମନ୍ତ୍ର ଆପଣ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ପାଠ କରନ୍ତୁ, ଏହାର ଶୁଭଫଳ ନିଶ୍ଚିତ ମିଳିବ |

2:-“ନାସେଇ ରୋଗ ହରଇ ସବ ପିରା ଜପତ ନିରନ୍ତର ହନୁମନ୍ତ ବୀରା ”
ଯେଉଁ ବ୍ୟକ୍ତି ସକାଳ ସନ୍ଧ୍ୟରେ ହନୁମାନଙ୍କ ଏହି ମନ୍ତ୍ର 108ଥର ଜପ କରନ୍ତି ସେହି ବ୍ୟକ୍ତିଙ୍କର ସମସ୍ତ ଦୁଃଖ ଦୂର ହେବା ସହିତ ତାଙ୍କର ବହୁଦିନରୁ ଲାଗି ରହିଥିବା ପୀଡା ମଧ୍ୟ ଦୂର ହୋଇଯିବ |ଏହା ସହିତ ଆପଣ ପ୍ରତ୍ୟେକ ମଙ୍ଗଳବାର ଦିନ ଯଦି ହନୁମାନ ପୂଜା ପାଠ ସହିତ ଆଳତି କରନ୍ତି ତେବେ ଜୀବନରେ ଆପଣଙ୍କୁ କେବେ କୌଣସି ବଡ଼ ଧରଣର ରୋଗ ମଧ୍ୟ ହେବ ନାହିଁ |

3:-ଅଷ୍ଟସିଦ୍ଧି ନୌନିଧିକେ ଦାତା ଅସବର ଦିନ ଜାନକୀ ମାତା :-
ଏହି ମନ୍ତ୍ର ଯଦି ବ୍ୟକ୍ତି ଯଦି ପ୍ରତିଦିନ ପ୍ରଭାତରେ ପାଠ କରନ୍ତି ତେବେ ଆପଣ ସମସ୍ତ ପ୍ରକାର ଶକ୍ତି ପ୍ରାପ୍ତ କରିବା ସହିତ ଆପଣ ସମସ୍ତ ପ୍ରକାର ଅସୁବିଧାରୁ ମଧ୍ୟ ମୁକ୍ତି ପ୍ରାପ୍ତ କରିବେ |ଜୀବନରେ ଯେତେ ଅସୁବିଧା ଆସିଲେ ମଧ୍ୟ ଆପଣ କେବେ ସେଥିରେ ହାର ମାନିବେ ନାହିଁ |ଏହା ସହିତ ଆପଣଙ୍କ ଜୀବନରେ ଅନେକ ପରିବର୍ତନ ଆସିବା ସହିତ ବହୁତ ଖୁସିରେ ରହିବେ |

4-ବିଦ୍ୟାବାନ ଗୁଣି ଅତି ଚାତୁର ରାମ କାର୍ଯ୍ୟ କରିବେକ ଆତୁର “-
ଏହି ମାତ୍ର ବହୁତ ମୂଲ୍ୟବାନ ମନ୍ତ୍ର ଅଟେ ଆପଣ ଯଦି ଏହି ମନ୍ତ୍ର ପ୍ରତ୍ୟେକ ଦିନ ଅଗର ଥର ଜପ କରନ୍ତି ତେବେ ଆପଣ ବିଦ୍ୟା ବୁଦ୍ଧି ପ୍ରାପ୍ତ କରନ୍ତି, ଏହା ସହିତ ଯେଉଁ ପିଲାମାନେ ପାଠ ପଢିବା ଦ୍ଵାରା ମଧ୍ୟ ତାହା ମାନେ ରହୁନାହିଁ ତେବେ ଏହାକୁ ଭକ୍ତିର ସହକାରେ ଜପ ନିଶ୍ଚିତ କରନ୍ତୁ |

5:- ଏହା ସହିତ ଆପଣ ଯଦି ପ୍ରତ୍ୟେକ ଶନିବାର ଓ ମଙ୍ଗଳବାର ଦିନ ସମ୍ପୂଣ ହନୁମାନ ଚାଳିଶା ଜପ କରନ୍ତି ତେବେ ଆପଣଙ୍କ ଜୀବନରେ ଅନେକ ପରିବର୍ତନ ଆସିବା ସହିତ ଆପଣଙ୍କ ଜୀବନରୁ ସମସ୍ତ ସମସ୍ୟା ଦୂର ହୋଇଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment