ମା’ ପରି କିଏ ହବ… ହଠାତ ଆସିଲା ଏମିତି ଭିଡିଓ, ଏହି ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଆସିଯିବ…

ସୋସିଆଲ ମିଡିଆ ବହୁ ବ୍ୟକ୍ତି ଙ୍କୁ ବେସ ଲୋକ ପ୍ରିୟ କରାଇ ପାରିଛି । ତେବେ ବନ୍ଧୁଗଣ ସୋସିଆଲ ମିଡିଆ ରୁ ବହୁ ଯୁବ ପିଢୀ ଭଲ ରୋଜଗାର ମଧ୍ୟ କରୁଛନ୍ତି ।ଓଡ଼ିଶାର ଘରେ ଘରେ ପରିଚିତ ରୁପା , ପିଣ୍ଟୁ ଓ ଖୁସି ନିଜ ୟୁଟ୍ୟୁବ ଚେନାଲ ମାଧ୍ୟମରେ ଆଜି ଖୁବ ସଫଳ ହେଇ ପାରିଛନ୍ତି ।ହେଲେ ଏହି ସଫଳତା ପଛରେ କିଛି ଏମିତି କାହାଣୀ ରହିଛି ଯାହା ବିଷୟରେ ହୁଏତ ଆପଣ କେବେ ଶୁଣି ନଥିବେ ।ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ଆମ ମାନ ଙ୍କ ପାଇଁ ବେସ ଗୁରୁତ୍ୱପୂର୍ଣ୍ଣ , ତେବେ ବନ୍ଧୁଗଣ ଏହି ସୋସିଆଲ ମିଡିଆ କେତେବେଳେ କାହାର ଯେ ଭାଗ୍ୟ ବଦଳି ଦେବ ।

ଆଉ ସେହି ସଫଳ ବ୍ୟକ୍ତି ଭିତରେ ରୁପା,ପିଣ୍ଟୁ ଓ ଖୁସି ବି ସାମିଲ ଅଟନ୍ତି ।ତେବେ ସେହି ସମୟରେ ପିଣ୍ଟୁ ଓ ରୁପା ଟିକ ଟିକ ରେ ଏକ ରିଲସ ବନେଇ ସୋସିଆଲ ମେଡିଆ ପୋଷ୍ଟ କରିଥିଲେ ।ଆଉ ଏମିତି ଅନ୍ୟ କିଛି ଟିଲସ କରି ସୋସିଆଲ ମେଡିଆ ରେ ପୋଷ୍ଟ କରିବା ପରେ ସେହି ରିଲସ ଭିୟୁର ସଂଖ୍ୟା ବଡିବାରେ ଲାଗିଲା ।ହେଲେ ଠିକ ସେହି ସମୟରେ ଭାରତରେ ଟିକ ଟିକ ବେନ ହେଇଗଲା ।

ଏହାପରେ ରୂପ ପିଣ୍ଟୁ ରିଲସ କରି ପାରି ନଥିଲେ କିନ୍ତୁ ଚୁଫେଇ ବସି ନଥିଲେ ପିଣ୍ଟୁ ।ସେତେବେଳେ ସେ ୟୁଟ୍ୟୁବ ରେ ଏକ ଚେନାଲ ତିଆରି କଲେ ଯାହାର ନାମ ରୁପା, ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ରଖିଲେ ।ଏହାପରେ ଏହି ଚେନାଲ ସେ ସେ ନିଜ ପରିବାର ଓ ପରିବାର ରେ ହେଉଥିବା କାର୍ଯ୍ୟକ୍ରମ ହୁଡ଼ିକୁ ଭିଡ଼ିଓ ମାଧ୍ୟମରେ ଦେଖାଇ ଚାଲିଲେ ।ତେବେ ତାଙ୍କ ପରିବାର ଭିତରେ ଥିବା ସ୍ନେହ ଓ ମଜାମସ୍ତି କୁ ଲୋକମାନେ ଦେଖିବାକୁ ଖୁବ ପସନ୍ଦ କରିବାରେ ଲାଗିଲେ । ଏହାପରେ ତାଙ୍କର ଭିଡ଼ିଓ ଗୁଡିକରେ ଭିୟୁର ଓ ସବସକ୍ରାଇବର ସଂଖ୍ୟା ବଡିବାରେ ଲାଗିଲା ।

ତେବେ ଆଜି ରୂପା ପିଣ୍ଟୁ ଓ ଖୁସି ଙ୍କର ବହୁତ ଆଲବମ ଦେଖିବାକୁ ମିଳୁଛି, ରୁପା ଙ୍କ ବୋହୁ ଙ୍କୁ ଦର୍ଶକ ମାନେ ପ୍ରଶଂସା କରୁଥିବା ବେଳେ ଖୁସିର ମସ୍ତି କୁ ଲୋକମାନେ ଖୁବ ଭଲପାଇବା ଦେଉଛନ୍ତି।ତେବେ ଏମିତି ଏକ ଦୁଃଖ କଷ୍ଟ ଭରା କାହାଣୀ ଥିଲା ରୁପା ,ପିଣ୍ଟୁ ଓ ଖୁସି ସଫଳତା ପଛରେ ।ସହଜରେ କେବେ କିଛି ହାସଲ ହୁଏ ନାହିଁ କଠିନ ପରିଶ୍ରମ ଓ ଦୃଡ଼ ମନୋବଳ ଥିଲେ ଜଣେ ସଫଳତା ହାସଲ କରିପାରିବେ।

ଆଜିର ଭିଡ଼ିଓ ଟିରେ ଦେଖିବେ କି ରୂପା ଓ ପିଣ୍ଟୁ ,ଖୁସି, ସଞ୍ଜୟ ଭାଇ ଓ ତାଙ୍କ ଦୁଇ ଭାଇଙ୍କ ସହିତ ପାଖ ବୃଦ୍ଧାଶ୍ରମ କୁ ଯାଇଥିଲେ । ଓ ସେଠାରେ ସେ ତାଙ୍କ ପାଇଁ ଖାଇବା ନେଇଯାଇଥିଲେ ଓ କିଛି ମହିଳା ଙ୍କୁ ରୂପା ତାଙ୍କ ନିଜ ହାତରେ ଖୁଆଇ ଦେଇଥିଲେ ବୃଦ୍ଧାଶ୍ରମରେ କିଛି ଟଙ୍କା ଦାନ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment