ହଠାତ ଅଭିନେତ୍ରୀ Rashmika Mandanna ଙ୍କୁ କିସ କଲା ଏହି ଝିଅ, ଆଉ ତା ପରେ…

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ସେହି ଭିଡ଼ିଓ ଗୁଡିକ ମଧ୍ୟରୁ କିଛି ଏଭଳି ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଆପଣ ମାନେ ଦେଖିଲେ ପୁଣି ଥରେ ଦେଖିବା ପାଇଁ ଇଚ୍ଛା ଆଉ ଆଗ୍ରହ ପ୍ରକାଶ କରିଥାନ୍ତି ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଟୋଲିଉଡ ଷ୍ଟାର ରଶ୍ମିକା ମନ୍ଦାନା ଙ୍କ ବିଷୟରେ କୁହାଯାଇଛି | ଆଉ ଯେଉଁ ଭିଡ଼ିଓ ରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ରଶ୍ମିକା ଛୋଟ ପିଲା ଟିକୁ କିସ୍ ଦେବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ସମସ୍ତେ ଟଲିଉଡ ଷ୍ଟାର ରଶ୍ମିକା ଙ୍କୁ ବିଷୟରେ ଜାଣିଥିବେ | ଆଉ କୁହାଯାଉଛି କି ଯିଏ କି ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ହୃଦୟରେ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛି ବୋଲି କୁହାଯାଉଛି | ତାହା ସହିତ କୁହାଯାଉଛି କି କିଉଟ ଓ ଟଲିଉଡ ର ମଷ୍ଟ ଟେଲେଣ୍ଟେଡ ଓ ସୁନ୍ଦରୀ ଷ୍ଟାର ଭାବରେ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛନ୍ତି ରଶ୍ମିକା |ଏହା ବ୍ୟତୀତ କୁହାଯାଉଛି କି ରଶ୍ମିକା ତାଙ୍କର ଅଭିନୟ ବିଷୟରେ କିଛି କଥା ମଧ୍ୟ ପ୍ରକାଶ କରିବାରେ ଲାଗିଛନ୍ତି |

ଆଉ ଯେଉଁଠି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ରଶ୍ମିକା ଙ୍କର ଫ୍ରେଣ୍ଡ ମାନେ ରଶ୍ମିକା ଙ୍କୁ ଦେଖିକି ବେଶ ଖୁସି ହୋଇ ଯାଇଛନ୍ତି ଓ ତାହା ସହିତ ଦେଖିବାକୁ ମିଳିଛି କି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ସମସ୍ତ ଫ୍ରେଣ୍ଡ ରଶ୍ମିକା ଙ୍କର ବେଶ ଭଲ ପାଇବା ଦେଖାଇବାକୁ ଲାଗିଛନ୍ତି ରଶ୍ମିକା ଙ୍କୁ | ତାହା ସହିତ ରଶ୍ମିକା ଙ୍କର ଫ୍ଲିମ ବିଷୟରେ ମଧ୍ୟ କହିବକି ଲାଗିଛନ୍ତି ଓ ତାଙ୍କର ଏକ୍ଟିଂ ବିଷୟରେ ମଧ୍ୟ ଚର୍ଚ୍ଚା କରିବା ପାଇଁ ଲାଗିଛନ୍ତି | ଏହା ସହିତ ଦେଖିବାକୁ ମିଳିଛି କି ରଶ୍ମିକା ଙ୍କର ଛୋଟ ପିଲା ମଧ୍ୟ ଫ୍ରେଣ୍ଡ ଅଛି |

ତାହା ସହିତ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ଛୋଟ ପିଲା ଟି ରଶ୍ମିକା ଙ୍କୁ ହୋଗ କରିବା ସହିତ କିସ କରିବାକୁ ମଧ୍ୟ ଲାଗିଛନ୍ତି ବୋଲି ଦେଖିବାକୁ ମିଳିଛି | ଆଉ ତାହା ସହିତ ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ରଶ୍ମିକା ମଧ୍ୟ ଛୋଟ ଫ୍ରେଣ୍ଡ ସହିତ ଫୋଟ ଉଠାଇବା ପାଇଁ ଲାଗିଛନ୍ତି | ଆଉ ଏହି ଭଳି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହିତ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment