ଦେଖନ୍ତୁ Shocking ଭିଡ଼ିଓ : ହଠାତ ଚାହୁଁ ଚାହୁଁ ଘଟିଲା ଏମିତି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ କିଛି ଏଭଳି ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହା କୁ ଦେଖିଲେ ଆପଣ ମାନେ ମଧ୍ୟ ଭୟଭୀତ ହୋଇଯିବେ | ଆଉ କେଉଁ ଭଳି ଭାବରେ ହାତୀ ଲୋକ ମାନଙ୍କ ଉପରକୁ ଅଟାକ କରିବା ପାଇଁ ଲାଗିଛି ଓ ଗଛ ପାତ୍ର ଉପାଡି ଦେଉଛି ତାହା ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଏହି ଭିଡ଼ିଓ ରେ ହାତୀ ପଲ ଲୋକ ମାନଙ୍କ ସହିତ କଣ କରୁଛି ସେ ବିଷୟରେ ଆଲୋଚନା କରିବା |

ଆପଣ ମାନେ ଅନେକ ସମୟରେ ଦେଖିବାକୁ ପାଉଥିବେ କି ହାତୀ ପଲ ଗୁଡିକ ଜନ ବସତି ଅଞ୍ଚଳକୁ ବେଳେ ବେଳେ ପଶି ଆସିଥାନ୍ତି ଆଉ ଯାହା ଫଳରେ ଲୋକ ମାନଙ୍କର ଅନେକ ଧନ ଜୀବନ ମଧ୍ୟ ନଷ୍ଟ କରିଥାନ୍ତି | ତାହା ସହିତ ହାତୀ ର ପ୍ରଭାବ ରେ ଅନେକ ସମୟରେ ଫସଲ ମଧ୍ୟ ନଷ୍ଟ ହୋଇଥାଏ | ତାହା ସହିତ ହାତୀ ର ଆକ୍ରମଣ ରୁ ରକ୍ଷା ପାଇବା ପାଇଁ ଲୋକ ମାନେ ଅନେକ ପ୍ରକାରର ଉପାୟ ମାନ ମଧ୍ୟ କରିଥାନ୍ତି | ଆଉ ବର୍ତ୍ତମାନ ସେହି ଭଳି ହାତୀ ମାନଙ୍କର ଉଦତ୍ତ ପଣ ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଭିଡ଼ିଓ ରେ |

ଆଉ ଯେଉଁଠି ଜଙ୍ଗଲ ଭିତରେ ଗୋଟିଏ ଦନ୍ତା ହାତୀ ଟେ ମାଡ଼ି ଆସିଛି, ଆଉ ସେହି ହାତୀ ଟି ଗଛ କୁ ଉପାଡି ଦେଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା | ତେବେ ବନ ବିଭାଗ ର କର୍ମଚାରୀ ମାନେ ହାତୀ କୁ ଆୟତ୍ତ କରିବା ପାଇଁ ବନ୍ଧୁକ ନେଇ ଯାଇଛନ୍ତି ଓ ତାହା ସହିତ ଜିପ ନେଇ ବାହାରିଛନ୍ତି ହାତୀ କୁ ଆୟତ୍ତ କରିବା ପାଇଁ | କିନ୍ତୁ ହାତୀ ଟି ସେହି ଲୋକ ମାନଙ୍କ ଉପରକୁ ମାଡ଼ି ଆସୁଥିବାର ଦେଖିବାକୁ ମିଳିଥିଲା ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ବୋଲି କୁହାଯାଉଛି |

ଆଉ ତାହା ପରେ ଲୋକ ମାନେ ହାତୀ ପାଖରୁ ରକ୍ଷା ପାଇବା ପାଇଁ ଦୌଡ଼ି ପଳାଇଥିବାର ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ବୋଲି ଦେଖିବାକୁ ମିଳିଛି | ତେବେ ଗୋଟିଏ ହାତୀ ନୁହଁ ଜଙ୍ଗଲ ଭିତରେ ହାତୀ ପଲ ଗୁଡିକ ଜନ ବସତି ଅଞ୍ଚଳକୁ ମାଡ଼ି ଆସୁଥିବାର ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି |ଆଉ ଏହି ଭଳି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment