ବନ୍ଧୁମାନେ ସୋସିଆଲ ମେଡିଆରେ ଅନେକ ପ୍ରକାରର ଘଟଣା ଦେଖୁଛନ୍ତି, ତେବେ ବେଳେ ପଶୁ ପକ୍ଷୀ ମାନଙ୍କୁ ନେଇ ବି ଅନେକ ଭିଡ଼ିଓ ଦେଖିବାକୁ ମିଳିଥାଏ ।ଯେଉଁ ଭିଡ଼ିଓ ଗୁଡିକ ଦେଖିଲେ ଖୁବ ମଜା ଲାଗେ କିନ୍ତୁ ବେଳେ ସେହି ପଶୁ ମାନେ ଯେତେବେଳେ ଆକ୍ରମଣ କରିଥାନ୍ତି ତାହା ଖୁବ ଭୟଙ୍କର ହେଇଥାଏ ।ତେବେ ଆଜିର ଏକ ଭାଇରଲ ଭିଡ଼ିଓ ରେ ଏମିତି କିଛି ନଜର ଆସିଛି ।ଗୋଟିଏ ହାତୀ ରାସ୍ତା ରେ ଯାଉଥିବା ଗାଡ଼ି ଉପରେ ଲଗାତାର ଆକ୍ରମଣ କରିବାରେ ଲାଗିଛି ଆଉ ତାପରେ ଯାହା ଘଟୁଛି ଆସନ୍ତୁ ନଜର ପକାଇବା
ତେବେ ଜଙ୍ଗଲ ରାସ୍ତା ଦେଇ ଯେତେବେଳେ କୌଣସି ଗାଡି ଯିବା ଆସିବା କରିଥାଏ ସେତେବେଳେ ତାଙ୍କ ସାମ୍ନା କୁ ଅଚାନକ ବଣ୍ୟ ଜୀବଜନ୍ତୁ ଚାଲି ଆସନ୍ତି ।ଆଉ ସେହି ସମୟରେ ସାବଧାନ ହେଇ କାମ ନକଲେ ଆପଣଙ୍କ ଜୀବନ ବିପଦରେ ପଡ଼ିଯାଏ ।ଆଉ ଯଦି ଭୁଲରେ ବି ଗାଡି ସାମ୍ନାରେ ହାତୀ ଆସି ଯାଉଛି ତାହେଲେ ଅବସ୍ଥା କଣ ହେବ ତାହା ଚିନ୍ତା ବାହାରେ ।ତେବେ ଏହି ଭିଡ଼ିଓରେ ଦେଖୁ ନାହାଁନ୍ତି କେମିତି ଗୋଟିଏ ହାତୀ ରାସ୍ତା ରେ ଯାଉଥିବା ସବୁ ଗାଡି କୁ ଆକ୍ରମଣ କରିବାରେ ଲାଗୁଛି ।
ଭିଡ଼ିଓ ଟିରେ ଆପଣ ଖୁବ ଭଲ ଭାବରେ ଦେଖି ପାରୁଥିବେ କି କିଛି ହାତୀ ପଲ ରାସ୍ତା ଉପରେ ଛିଡା ହେଉଛନ୍ତି ।ଆଉ ଗାଡି ଆସିବା ପରେ ହାତୀ ଗୁଡିକ ଚାଲି ଯାଉଛନ୍ତି କିନ୍ତୁ ସେହି ଭିତରୁ ଗୋଟିଏ ହାତୀ ରାସ୍ତାରେ ଯାଉଥିବା ସବୁ ଗାଡିକୁ ଅଟକାଇ ଗାଡି କାଚ ଭାଙ୍ଗିବାରେ ଲାଗିଛି ।ଏହା ବ୍ୟତୀତ ଗାଡ଼ି କୁ ଠେଲି ପୁରା ଓଲଟାଇ ଦେବାକୁ ଚେଷ୍ଟା କରୁଛି ଆଉ ଏହି ଭିତରେ ଗାଡ଼ିରେ ଥିବା ଯାତ୍ରୀ ମାନେ ଭୟଭୀତ ହେଇ ଯାଉଛନ୍ତି ।ତେବେ ଯାତ୍ରୀ ମାନେ ହାତୀ କୁ ବିଭିନ୍ନ ଖାଦ୍ୟ ଖାଇବାକୁ ଦେଉଛନ୍ତି କିନ୍ତୁ ହାତୀ ଖାଇବା କୁ ଦେଖୁ ବି ନାହିଁ ।
ତେବେ ଏମିତି ଭିତରେ ଗୋଟିଏ ଗାଡି କୁ ହାତୀଟି ଠେଲି ପୁରା ଜଙ୍ଗଲ ପାଖକୁ ନେଇ ଯାଉଛି ଆଉ ଭାଗ୍ୟକୁ ଟିକିଏ ମଉକା ପାଇ ଯାତ୍ରୀ ମାନେ ଗାଡି ରୁ ବାହାରି ଆସୁଛନ୍ତି ।ଆଉ ଯେତେବେଳେ ହାତୀ ଟି ଗାଡି ଅଳଟାଇ ବାକୁ ଚେଷ୍ଟା କରୁଛି ପକହଁରେ ଲୋକମାନେ ଆସି ଯିବାରୁ ରହି ଯାଉଛି ଏହା ପରେ ସେହି ଯାତ୍ରୀ ମନେ ଗାଡି ନେଇ ଚାଲି ଯାଉଛନ୍ତି ।ତେବେ ଭିଡ଼ିଓରେ ହାତୀ ଟିକୁ ଦେଖି ଜଣା ପଡୁଛି କି ବୋଧେ ଗାଡି ର କାଚ ଭାଙ୍ଗିବାକୁ ତାକୁ ମଜା ଲାଗୁଛି ତେଣୁ ସବୁ ଗାଡି ର ସେ କାଚ ହିଁ ଭାଙ୍ଗି ଦେଉଛି ।ତେବେ ଏହି ଭିଡ଼ିଓ ଟି ଦେଖିଲେ ମଜା ଲାଗୁଥିଲେ ବି ଟିକିଏ ଭୁଲ ଆଉ ଜୀବନ ବି ଚାଲି ଯାଇପାରେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।