ହଠାତ Crazy ମହିଳା ସହ ଘଟିଲା ଏମିତି.. ଟିକିଏ ଖୁସି ପୂର୍ବରୁ ଏ କଣ ଘଟିଗଲା, ଭିଡ଼ିଓ ଦେଖିଲେ ହୋସ ଉଡିଯିବ..

ହଁ ବନ୍ଧୁଗଣ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ କିଛି ଏଭଳି ଘଟଣା ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଠିକ ସେହି ଭଳି କିଛି ଘଟଣା ଦେଖିବାକୁ ମିଳିଛି ଆଉ ଯେଉଁ ଭିଡ଼ିଓ ରେ ଟ୍ରେନ ଟ୍ରାକ ରେ ଘଟିବାକୁ ଥିବା ଦୁର୍ଘଟଣା ବିଷୟରେ କିଛି ଦୃଶ୍ୟ ଦେଖିବାକୁ ମିଳିଛି | ଆଉ ଯେଉଁ ଭିଡ଼ିଓ ରେ ମହିଳା ଜଣଙ୍କର ଜୀବନ ଯାଉ ଯାଉ ବଞ୍ଚି ଯାଇଛି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ଆମର ଜୀବନରେ କେତେବେଳେ ଭଲ ଆଉ କେତେବେଳେ ଖରାପ ଆମ ମାନଙ୍କ ଜୀବନରେ ଲାଗି ରହିଥାଏ | ଆଉ ତାହା ସହିତ କୁହାଯାଏ କି କେତେବେଳେ ଆମ ସହିତ ଘଟଣା ଆଉ ଦୁର୍ଘଟଣା ମାନ ଘଟିବ ସେ କଥା କିଏ କହି ପାରିବ |ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଟ୍ରେନ ଟ୍ରାକ ରେ କିଛି ଏଭଳି ଦୃଶ୍ୟ ଯାହାକୁ ଦେଖିଲେ ଆପଣ ମାନଙ୍କର ଛାତି ଥରି ଉଠିବ ବୋଲି କୁହାଯାଉଛି |

ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ମହିଳା ମାନଙ୍କ ର ଅନ୍ୟମାନସ୍କ କାରଣରୁ ମହିଳା ଜଣଙ୍କର ଜୀବନ ଯିବାର ସମ୍ଭାବନା ଥିବାର ଦେଖିବାକୁ ମିଳିଥିଲା | ତେବେ ସାଧାରଣତଃ ଆପଣ ମାନେ ଜାଣିଥିବେ ଷ୍ଟେସନ ମାନଙ୍କର ଲୋକ ମାନେ ଗୋଟିଏ ଷ୍ଟେସନ କୁ ଆଉ ଗୋଟିଏ ଷ୍ଟେସନ କୁ ଯିବା ପାଇଁ ହେଲେ ଅଭର ବ୍ରିଜ କୁ ବ୍ୟବହାର କରିଥାନ୍ତି | ଆଉ ସେହି ପଟେ ଯାଇଥାନ୍ତି କିନ୍ତୁ କେତେକ ଲୋକ ଏମିତି ଥାଆନ୍ତି ଯେଉଁ ମାନେ କି ନିଜର ଭୁଲ ଆଉ ଅନ୍ୟମନସ୍କ କାରଣରୁ ଟ୍ରେନ ଟ୍ରାକ ରେ ସିଧା ପଳେଇ ଯିବାକୁ ବାହାରି ଥାଆନ୍ତି |

ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଦେଖିବାକୁ ମିଳିଛି ସେଥିରେ ଟ୍ରେନ ଟ୍ରାକ ର ଗୋଟିଏ ପାର୍ଶ୍ୱରୁ ଟ୍ରେନ ଟି ଆସୁଥିବା ବେଳେ ମହିଳା ଜଣଙ୍କ ତାହାକୁ ଧ୍ୟାନ ଦେଇ ନ ଥିଲେ | ଆଉ ମହିଳା ମାନଙ୍କ ଟ୍ରେନ ଟ୍ରାକ ର ଆର ପାରିକି ଯିବାକୁ ବାହାରି ପଡିଥିଲେ , ତେବେ ଟିକିଏ ଅସାବଧାନତା ମହିଳା ଜଣଙ୍କ ର ଜୀବନ ନେଇ ଯାଇଥାନ୍ତା ବୋଲି କୁହାଯାଉଛି | ଆଉ ଲୋକ ମାନେ ପାଟି କରି ଡାକିବା କାରଣରୁ ମହିଳା ଜଣଙ୍କ ମୃତ୍ୟୁ ମୁଖରୁ ବଞ୍ଚି ପାରିଥିବେ ବୋଲି କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment