OMG ! ହଠାତ ହିରୋଇନ Rupa ଙ୍କର କଣ ହେଲା… ଦୁଖଦଃ ଖବର… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ। ଏହି ୟୁ ଟ୍ୟୁବ ଚେନାଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି।ତେବେ ଏହି ଯୋଡ଼ି ଙ୍କୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି।ତେବେ ଏହି ଯୋଡ଼ି ଙ୍କ ଭିଡ଼ିଓ ମାଧ୍ୟମ ରେ ଲୋକ ଙ୍କୁ ଖୁବ ସୁନ୍ଦର ସୁନ୍ଦର ଆଲବମ ମଧ୍ୟ ଦେଇଥାନ୍ତି। ତେବେ କିନ୍ତୁ ବର୍ତ୍ତମାନ ଯାହା ସୂଚନା ରହିଛି କି ରୁପା ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ତେବେ ଆସନ୍ତୁ ଜାଣିବା କଣ ହୋଇଛି ବୋଲି।

ତେବେ ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ ର ଏହି ନୂଆ ଭିଡ଼ିଓ ଟି ରେ ଦେଖା ଯାଇଛି କି , ରୁପା ଙ୍କ ଦେହ ଭଲ ନାହିଁ ତେଣୁ ତାଙ୍କୁ ପିଣ୍ଟୁ ଭାଇ ଭୋର ଭୋର ଭୁବନେଶ୍ୱର ର ଆମରି ହସ୍ପିଟାଲ କୁ ରୁପା ଙ୍କୁ ନେଇକି ଯାଇଛନ୍ତି। ଏହା ପରେ ସେଠାରେ ଗୋଟିଏ ବେଡ଼ ରେ ରୁପା ଙ୍କୁ ଶୋଇଦେଇ ତାଙ୍କର ପରେ ସିଟି ସ୍ଲାନ ହୋଇଛି। ତେବେ ପ୍ରକୃତ ରେ ରୁପା ଙ୍କ ର ଦେହ ବହୁତ ଖରାପ ରହୁଛି ଏବଂ ସେ ନିଶ୍ୱାସ ନେବା ରେ କଷ୍ଟ ଅନୁଭବ କରନ୍ତି। ତେଣୁ ପିଣ୍ଟୁ ଭାଇ ତାଙ୍କୁ ଡାକ୍ତର ଙ୍କୁ ଦେଖାଇବେ ପାଇଁ ନେଇ ଯାଇଥିଲେ।

ତେବେ ଏହା ପରେ ସେମାନେ ଡାକ୍ତର ଙ୍କୁ ଦେଖି ଘର କୁ ଫେରିଛନ୍ତି ଏବଂ ପିଣ୍ଟୁ ଭାଇ ଜଣେଇଛନ୍ତି କି , ରୁପା ଙ୍କ ର କିଛି ହୋଇ ନାହିଁ ତାଙ୍କ ଦେହ ରେ ସବୁବେଳେ ଥଣ୍ଡା ରହୁଛି ତେଣୁ ଏହିପରି ସବୁ ହେଉଛି ବୋଲି। ଆଉ ବହୁତ ସାରା ଔଷଧ ମଧ୍ୟ ଦେଇଛନ୍ତି। ତେବେ ଏହା ପରେ ସେମାନେ ରାତି ରେ ଘର କୁ ଫେରିଛନ୍ତି ଆଉ ତାଙ୍କ ଘର ଲୋକେ ସବୁ ବ୍ୟସ୍ତ ହେଉଥିଲେ ମାତ୍ର ରିପୋର୍ଟ ଜାଣିବା ପରେ ସବୁ ଖୁସି ଅଛନ୍ତି। ତେବେ ସକାଳେ ସକାଳେ ଖୁସି ମା ଙ୍କ ର ଡ୍ରାମା ଆରମ୍ଭ ହୋଇ ଯାଇଛି ଆଉ ଖୁବ ମଜାମସ୍ତି ମଧ୍ୟ ହୋଇଛି ଭିଡ଼ିଓ ରେ।

ଏହା ପରେ ପିଣ୍ଟୁ ଭାଇ ଜଣେଇଛନ୍ତି କି , ଯେଉଁ ମାଉସୀ ହଜି ଯାଇଥିବା ନେଇ ପିଣ୍ଟୁ ଭାଇ ଜଣେଇ ଥିଲେ ତାଙ୍କୁ ତାଙ୍କର ପରିବାର ଲୋକେ ପାଇଁ ଯାଇଛନ୍ତି ବୋଲି। ଏପଟେ ରୁପା କହିଛନ୍ତି କି ତାଙ୍କୁ ବହୁତ ଡର ଲାଗୁଥିଲା ସେଠାରେ ଥିବା ଅନ୍ୟ ରୋଗୀ ମାନ ଙ୍କୁ ଦେଖି ଆଉ ଯେତେବେଳେ ତାଙ୍କୁ ସିଟି ସ୍କାନ ପାଇଁ ମେସିନ ଭିତର କୁ ନେଇଥିଲେ ସେ ମଧ୍ୟ ଡରି ଯାଇଥିଲେ। ତେବେ ଆହୁରି ଅନେକ ମଜାମସ୍ତି ହୋଇଛି ଏହି ଭିଡ଼ିଓ ଟିରେ ଯାହା ଆପଣ ଦେଖି ପାରିବେ। ତେବେ ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ ର ଏହି ଭିଡ଼ିଓ ଟିକୁ ଆପଣ ମାନେ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment