ହଠାତ କାହିଁକି Poor Migrant ଗାର୍ଲ ହାତ ଦେଖାଇ Stop କଲା ଏହି High Speed ଟ୍ରେନକୁ…. ଏମିତି ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ…

ହଁ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିଲେ ଅନେକ ସମୟରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆପଣ ମାନଙ୍କର ସାମ୍ନା କୁ ଆସିଥାଏ ଯାହାକୁ ଆପଣ ମାନେ ସହଜରେ ବିଶ୍ୱାସ କରି ପାରିବେ ନାହିଁ ବୋଲି କୁହାଯାଉଛି | ଆଉ ସେହି ଭଳି ଏକ ଭିଡ଼ିଓ ଭାଇରାଲ ହେବାକୁ ଲାଗିଛି ଆଉ ଯାହାକୁ ଦେଖିଲେ ଆପଣ ମାନେ ଜାଣି ପାରିବେ କି କେଉଁ ଭଳି ଭାବରେ ଝିଅ ଜଣଙ୍କ ତାଙ୍କର ସାହାସିକତା କୁ ଦେଖାଇବାକୁ ଲାଗିଛନ୍ତି ଆଉ ଟ୍ରେନ ଟି ଝିଅ ଯୋଗୁଁ ଅଟକି ଥିବା କଥା ମଧ୍ୟ କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି କୋରାନ ମହାମାରୀ ଯୋଗୁଁ ଲୋକ ମାନଙ୍କ ର ଅବସ୍ଥା କେମିତି ହୋଇଥିଲା |ଆଉ ବିଦେଶ ରେ ରହୁଥିବା ଲୋକ ମାନେ କେଉଁ ଭଳି ଭାବରେ ଅସୁବିଧା ର ଶିକାର ହୋଇଥିଲେ ଆଉ ନିଜ ନିଜର ଘରକୁ ଆସିବା ପାଇଁ ଆଉ କରୋନା ମହାମାରୀ ଠାରୁ ନିଜକୁ ରକ୍ଷା କରିବା ପାଇଁ ଚେଷ୍ଟା କରୁଥିଲେ | ତେବେ ସେହି ସମୟର ଗୋଟିଏ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଆଉ ଯାହାକୁ ଦେଖିଲେ ଆପଣ ମାନେ ଜାଣି ପାରିବେ ସେତେବେଳେ ଲୋକ ମାନଙ୍କର ଅବସ୍ଥା କେମିତି ଥିଲା ଆଉ ଲୋକ ମାନେ ନିଜର ଜୀବନ ବଞ୍ଚାଇବା ପାଇଁ କେଉଁ ଭଳି ଭାବରେ କାମ କରିଛନ୍ତି |

ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ମଧ୍ୟ ସେହି ଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା, ଆଉ ଯେଉଁଠି ଝିଅ ଟିର ସାହାସିକତା ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ସେହି ଭିଡ଼ିଓ ଟିରେ | ତେବେ ଆପଣ ମାନେ ଜାଣିଥିଲେ କି ସବୁ ଟ୍ରେନ ସବୁ ଷ୍ଟେସନ ରେ ଅଟକି ନ ଥାଏ | କିନ୍ତୁ ମହାମାରୀ ସମୟରେ ଯୁବତୀ ଜଣଙ୍କ ଯେଉଁ ଷ୍ଟେସନ ରେ ଟ୍ରେନ ଅଟକିବା କଥା ନୁହଁ ସେହି ସ୍ଥାନ ରେ ଟ୍ରେନ ଟିକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ଆଉ ହାତ ଦେଖାଇ ନିଜର ସାହାସିକତା କୁ ଦେଖାଇଥିଲେ |

ତେବେ ଦେଖିବାକୁ ମିଳିଥିଲା କି ଯୁବତୀ ଜଣଙ୍କ ଟ୍ରେନ କୁ ଅଟକାଇବା ପାଇଁ ଚାହୁଁଥିଲେ ଆଉ ହାତ ଦେଖାଇଥିବାରୁ ମହାମାରୀ ସମୟରେ ଟ୍ରେନ ର ଚାଳକ ଜଣଙ୍କ ତାଙ୍କର ଟ୍ରେନ ର ଗତି କୁ କମାଇ ଦେଇଥିଲେ | ଆଉ ତାହା ପରେ ଟ୍ରେନ ଟି ମଧ୍ୟ ଯେଉଁ ଷ୍ଟେସନ ରେ ଅଟକିବା କଥା ନୁହଁ ସେହିଠାରେ ଅଟକି ଯାଇଥିଲା ଆଉ ଯାତ୍ରୀ ମାନଙ୍କ ସହିତ ଝିଅ ଟି ମଧ୍ୟ ଟ୍ରେନରେ ଚଢ଼ିଥିବାର ଦେଖିବାକୁ ମିଳିଥିଲା | ଆଉ ଯାହା ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment