ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ଆଉ ବେଳେ ବେଳେ ଏଭଳି କିଛି ଭିଡ଼ିଓ ମାନ ଆପଣ ମାନଙ୍କର ସାମ୍ନା କୁ ଆସିଥାଏ ଯେଉଁ ଭିଡ଼ିଓ କୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ଆଉ ସହଜରେ ବିଶ୍ୱାସ କରି ପାରିବେ ନାହିଁ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି, ଆଉ ଯେଉଁଠି ଦେଖିବାକୁ ମିଳିଛି ଝିଅ ଟି ଦେହ ରେ ମା ବିରାଜ ମାନ କରିଛନ୍ତି ବୋଲି କୁହାଯାଉଛି | ଆଉ ଝିଅ ଟି ମଧ୍ୟ ତରବାରି ଚଳେଇବାକୁ ଲାଗିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆଜି କାଲି ଏମିତି ବି ଲୋକ ମାନେ ଅଛନ୍ତି ଯେଉଁ ମାନେ କି ଭାବୁଛନ୍ତି କି ଲୋକ ନକପ ଭିତରେ ଠାକୁରାଣୀ ବିଜେ କରିଛନ୍ତି | ଆଉ ସେହି ଠାକୁରାଣୀ ନାଚି ଥାଆନ୍ତି ଆଉ ବିଭିନ୍ନ ଦୁଃସାହାସିକ କାର୍ଯ୍ୟ ମଧ୍ୟ କରି ପାରିଥାନ୍ତି | ଆଉ ଠିକ ସେହି ଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ବୋଲି କୁହାଯାଉଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ଝିଅ ଟି ଦେହ ରେ ମା ମଙ୍ଗଳା ଅଛନ୍ତି ବୋଲି କୁହାଯାଉଛି |
ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଲୋକ ମାନଙ୍କର ଭିଡ଼ ଦେଖିବାକୁ ମିଳିଛି | ଆଉ ତାହା ସହିତ ଦେଖିବାକୁ ମିଳିଛି କି ଝିଅ ଜଣଙ୍କ ହାତ ରେ ଖଣ୍ଡା ଧରିଛନ୍ତି ଆଉ ଚଳାଇବାକୁ ଲାଗିଛନ୍ତି ତରବାରି ଆଉ ସାହସ ର ସହିତ ବୁଲାଇବାକୁ ଲାଗିଛନ୍ତି | ଆଉଯାହା ଏତେ ଭୟଙ୍କର ଦେଖା ଯାଉଛି କି ଆପଣ ମାନେ ଯଦି ସେହି ଭଳି ଭିଡ଼ିଓ ଦେଖିଲେ ତାହେଲେ ଆପଣ ମଧ୍ୟ ଭୟଭୀତ ହୋଇଯିବେ | ଆଉ କୁହାଯାଉଛି କି କୌଣସି କାରଣରୁ ଯଦି ଖଣ୍ଡା ଟି ଝିଅ ଟିର ଦେହରେ ଲାଗିଯିବ ତାହେଲେ ତାଙ୍କର ଦେହ ଖଣ୍ଡିଆ ହୋଇଯିବାର ସୁଯୋଗ ମଧ୍ୟ ଦେଖିବାକୁ ମିଳିବ |
ତେବେ ବର୍ତ୍ତମାନ ସେହି ଭଳି ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି, ଆଉ ଯେଉଁଠି ଦେଖିବାକୁ ମିଳିଛି କି କି ସେହି ଝିଅ ଜଣଙ୍କର ସେହିଭଳି କାର୍ଯ୍ୟକୁ ଦେଖିବା ପାଇଁ ଲୋକ ମାନଙ୍କର ଭିଡ଼ ଘଟଣା ସ୍ଥଳରେ ଦେଖୁବାକୁ ମିଳିଛି | ଆଉ ଝିଅ ଟିର ଏହି ଭଳି କାର୍ଯ୍ୟ ର ଭିଡିଓ ମଧ୍ୟ ଲୋକ ମାନେ କରିଛନ୍ତି ଆଉ ଯାହାମୁଁ ସୋସିଆଲ ମିଡ଼ିଆରେ ସେୟାର ମଧ୍ୟ କରିଛନ୍ତି | ଯାହା ବର୍ତ୍ତମାନ ବେଶ ଭାଇରାଲ ମଧ୍ୟ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।