ତୁଳସୀ ଗଣନାଟ୍ୟ | ହଠାତ ଲୋକେ ଏକ୍ସାଇଟ ହୋଇ କଣ କଲେ…. ଏମିତି ନାଟକ କେବେ ଦେଖିନଥିବେ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଯାତ୍ରା ମଞ୍ଚରେ ଦେଖିବାକୁ ମିଳୁଥିବା କେତେକ ମନୋଛୁଆଁ ଅଭିନୟ ର ଝଲକ ଦେଖିବାକୁ ମିଳିଥାଏ ଆଉ ଯାହା କୁ ଆପଣ ମାନେ ମଧ୍ୟ ଦେଖିଲେ ବେଶ ଖୁସି ହୋଇଯିବେ ଆଉ ଯାତ୍ରା ମଞ୍ଚରେ ଭାଇରାଲ ହେଉଥିବା ସେହି ଭଳି ଅଭିନୟ କୁ ଦେଖିବା ପାଇଁ ଆପଣ ଙ୍କର ଇଚ୍ଛା ବଢିଯିବ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସେହିଭଳି ଗୋଟିଏ ମନୋଛୁଆଁ ଯାତ୍ରା ଭିଡ଼ିଓ ଉପରେ ନଜର ପକାଇବା |

ଆଜି କାଲି ଯାତ୍ରା ଜଗତ ଆଗକୁ ଯିବାକୁ ଲାଗିଲାବି, ତାହା ସହିତ ଆପଣ ମାନେ ଜାଣିଥିବେ କି ଆଜି କାଲି ପିଲାମାନେ ଯାତ୍ରା ଜଗତକୁ ଅଧିକ ପ୍ରମାଣରେ ଭଲ ପାଇଛନ୍ତି ଓ ତାହା ସହିତ ଯାତ୍ରା ଅଭିନୟ ଦେଖିବା ପାଇଁ ମଧ୍ୟ ଅଧିକ ପସନ୍ଦ କରୁଛନ୍ତି | ତେବେ ଯାତ୍ରା ଜଗତରେ ଅଭିନୟ କରୁଥିବା କଳାକାର ମାନେ ମଧ୍ୟ ତାଙ୍କର ଅଭିନୟ ର କମାଲ ଏଭଳି ଦେଖାଉଛନ୍ତି କି ସମସ୍ତେ ତାଙ୍କ ଆଡକୁ ଆକୃଷ୍ଟ ହୋଇ ଆସୁଛନ୍ତି | ଆଉ କୁହାଯାଏ କି ଅଭିନୟ ରେ ରହିଥାଏ କିଛି ଏମିତି ଯାଦୁ ଯାହା ସମସ୍ତ ଙ୍କର ମନକୁ କିଣି ନେଇଥାଏ ଆଉ ସେହି ଅଭୁନୟ ମାଧ୍ୟମରେ ଦର୍ଶକ ମାନଙ୍କୁ କେତେବେଳେ ଯାତ୍ରା କଳାକାର ମାନେ ହୋସାଇଥାନ୍ତି ତ ଆଉ କେତେବେଳେ କନ୍ଦାଇ ଥାନ୍ତି ବୋଲି କୁହାଯାଉଛି |

ଆଉ ବର୍ତ୍ତମାନ ଯେଉଁ ଯାତ୍ରା ଜଗତର ମନୋଛୁଆଁ ସିନ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ତୁଳସୀ ଗଣନାଟ୍ୟ ର ମନୋଛୁଆଁ ଯାତ୍ରା “ଅଧା ରାତିର ସାଥି ” ଆଉ ଏହି ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଛି ଯାତ୍ରା କଳାକାର ପିୟୁଷ ଙ୍କ ଦମଦାର ଅଭିନୟ ର କମାଲ | ଆଉ ଯେଉଁଠି ମା ହୋଇଯାଇଛି ପୁଅ ପାଇଁକି ଭାରୀ ଆଉ ଯେଉଁଥିପାଇଁ ତାଙ୍କୁ ବୃଦ୍ଧା ଶ୍ରମ ରେ ଛାଡି ଦେବାକୁ ନିଷ୍ପତି ନେଇଛନ୍ତି ଆୟୁଷ | ଆଉ ଯେତେବେଳେ ସେ ବୃଦ୍ଧା ଶ୍ରମ କୁ ନେଇ ଯାଇଛନ୍ତି ସେଠାରେ କିଛି ଏମିତି ଘଟଣା ଘଟିଛି ଯାହା ଦର୍ଶକ ମାନଙ୍କର ମନକୁ କିଣି ନେଇଛି |

ଏଠାରେ ବୃଦ୍ଧା ଶ୍ରମ ରେ ଥିବା ଲୋକ ଜଣଙ୍କ କହିଛନ୍ତି କେଉଁ ଭଳି ଭାବରେ ଛୋଟ ଥିବା ବେଳେ ପୁଅ ଟିକୁ ବାପା ଜଣଙ୍କ ଅଳିଆ ଗଦା ରୁ ଉଠାଇ ଆଣିଥିଲେ ଆଉ ସେଠାରେ ତାଙ୍କୁ ନେଇ ଖାଇ ନ ଖାଇ ବହୁତ କଷ୍ଟ କରିକି ବଡ଼ କରିଛନ୍ତି | ଆଉ ଯେତେବେଳେ ଆଜି ପିଲା ଟି ବଡ଼ ହୋଇ ଯାଉଛି ସେ ସବୁକୁ ଭୁଲି ଯାଇଛି, ଆଉ ତାହା ପରେ ପିୟୁଷ ନିଜର ଭୁଲ କୁ ବୁଝି ପାରିଛନ୍ତି | ଆଉ ଏହିଭଳି ଯାତ୍ରା ସିନ କୁ ଦେଖି ଦର୍ଶକ ମାନଙ୍କର ଆଖିରେ ପାଣି ଆସି ଯାଇଛି ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment