ହଠାତ ଓଡ଼ିଆ ବୋହୂ ବୁଲେଟ ଚଢି ଆସୁଥିବା ବେଳେ ଘଟିଲା ଏମିତି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ବେଶ ଆଶ୍ଚର୍ଯ୍ୟ ଲାଗିଵା ସହିତ ଖୁସି ମଧ୍ୟ ଲାଗିଥାଏ | ଆଉ ବର୍ତ୍ତମାନ ସେହିଭଳି ମନକୁ ଖୁସି କରି ଦେଲା ଭଳି ଭିଡ଼ିଓ ତି ଭାଇରାଲ ହେବାରେ ଲାଗିଛି |ଆଉ ଯେଉଁଠି ଦେଖିବାକୁ ମିଳିଛି ମହିଳା ଜଣଙ୍କ କେଉଁ ଭଳି ଭାବରେ ବୁଲେଟ ଛାଡିକି ବାହାରି ପଡିଛନ୍ତି ମାଙ୍କଡ଼ ମାନଙ୍କ ପାଇଁ ଖାଇବା ନେଇକି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଅନେକ ପ୍ରକାରର ଭିଡ଼ିଓ ମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ, ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି ମହିଳା ଜଣଙ୍କ ଶାଢ଼ୀ ପିନ୍ଧି ଚଳାଇବା ପାଇଁ ଲାଗୁଛନ୍ତି ବୁଲେଟ | ଆଉ ବ୍ୟାଗ ରେ ନେଇଛନ୍ତି ଚିନାବାଦାମ ଆଉ ବାହାରି ପଡିଛନ୍ତି ମାଙ୍କଡ଼ ମାନଙ୍କୁ ଖାଇବା ଯୋଗାଇବା ପାଇଁ | ତେବେ କୁହାଯାଏ କି ଆଜି କାଲି ଦୁନିଆରେ ଲୋକ ମାନେ ଏତେ ବିଜି ରହୁଛନ୍ତି କି ନିଜ ପାଇଁ ଟିକିଏ ସମୟ ମଧ୍ୟ ନିଅଣ୍ଟ ପଡୁଛି | ଆଉ ସେତିକି ବେଳେ ମହିଳା ଜଣଙ୍କର ମାଙ୍କଡ଼ ଙ୍କ ପ୍ରତି ଥିବା ଭଲ ପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି |

ଆଉ ଭାଇରାଲ ହେଉଥିବା ଭିଡ଼ିଓ ରେ ଦେଖିବାକୁ ମିଳିଛି କି ମହିଳା ଜଣଙ୍କ ବ୍ୟାଗ ରେ ଚିନାବାଦାମ ନେଇଗଲା ପରେ ଅଟକିଛନ୍ତି ଗାଁ ର ଏକ ରାସ୍ତା ରେ | ଆଉ ରାସ୍ତା ରେ ରହିଲା ପରେ ଡାକିଛନ୍ତି ମାଙ୍କଡ଼ ମାନଙ୍କୁ , ତେବେ ଦେଖିବାକୁ ମିଳିଥିଲା କି ମାଙ୍କଡ଼ ମାନେ ମଧ୍ୟ ମହିଳା ଙ୍କର ସ୍ୱର ସହିତ ବେଶ ପରିଚିତ ହୋଇ ଯାଇଛନ୍ତି ଆଉ ମହିଳା ଜଣଙ୍କର ଡାକ କୁ ଶୁଣିଲା ପରେ ଦୌଡ଼ି ଆସିଛନ୍ତି ମହିଳା ଜଣଙ୍କ ପାଖକୁ |au ମହିଳା ଜଣଙ୍କ ମଧ୍ୟ ରାସ୍ତା ଉପରେ ମାଙ୍କଡ଼ ମାନଙ୍କୁ ଦେଖିକି ବେଶ ଖୁସି ହୋଇ ଯାଇଛନ୍ତି |

ତାହା ପରେ ବ୍ୟାଗ ରେ ଆଣିଥିବା ଚିନାବାଦାମ କୁ ଖାଇବା କୁ ଦେଉଛନ୍ତି ମାଙ୍କଡ଼ ମାନଙ୍କୁ | ଆଉ ମାଙ୍କଡ଼ ମାନେ ମଧ୍ୟ ଚିନାବାଦାମ କୁ ଖାଇ ବେଶ ଖୁସି ହେଉଛନ୍ତି ଆଉ ହାତରେ ଖାଇବା ସରିଗଲା ପରେ ପୁଣି ଥରେ ଆସୁଛନ୍ତି ଚିନାବାଦାମ କୁ ନେବା ପାଇଁ, ଆଉ ଖୁସି ରେ ମଧ୍ୟ ବସିକି ଖାଇବା ପାଇଁ ଲାଗିଛନ୍ତି ବୋଲି କୁହାଯାଉଛି ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଓ ଭିଡ଼ିଓ କୁ ଯିଏ ବି ଦେଖୁଛି ମହିଳା ଙ୍କର ପ୍ରସଂଶା କରିବାକୁ ଲାଗୁଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment