ହଠାତ ରାଗିଗଲେ ହ୍ୟୁମାନ ! ଏତେ ମୋ Private କଥା ଜାଣିବାକୁ ଚାହୁଁଛ ତ ବାଥରୁମ କୁ ଆସ…. ଏ ନେଇ କଣ କହୁଛନ୍ତି, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଗୋଟିଏ କଥା ଚାରିଆଡେ ଭାଇରାଲ ହେବାକୁ ଲାଗିଛି ଆଉ ତାହା ହେଉଛି ହ୍ଵିମାନ ସାଗର ଙ୍କ ନାଁ ରେ ଅଭିଯୋଗ ଆଣିଥିବା ତାଙ୍କର ସ୍ତ୍ରୀ ଶ୍ରୀୟା ଙ୍କର କିଛି କଥା | ଆଉ ଯେଉଁଥିପାଇଁ ଉଭୟ ପତି ଆଉ ପତ୍ନୀ ଥାନା ର ମଧ୍ୟ ଦ୍ୱାରସ୍ଥ ହୋଇଛନ୍ତି ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ମିଡ଼ିଆ ସାମ୍ନା ରେ ହ୍ଵିମାନ କହିଛନ୍ତି କି ମିଡ଼ିଆ ଭାଇ ମାନେ ସବୁ ମିଛ କଥା କୁ ପ୍ରଚାର ଆଉ ପ୍ରସାର କରୁଛନ୍ତି ବୋଲି | ଆଉ ଯଦି ସେମିତି କଥା ତାହେଲେ ତାଙ୍କର ବାଥରୁମ କୁ ଆସନ୍ତୁ ଆଉ ସେଠି କଣ କଣ ସବୁ କରୁଛନ୍ତି ସେ କଥା ବି ଭାଇରାଲ କରନ୍ତୁ ବୋଲି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ଆପଣ ମାନେ ତ ସମସ୍ତେ ଓଡିଶା ର ସମସ୍ତଙ୍କର ପ୍ରିୟ କଣ୍ଠ ଶିଳ୍ପୀ ହ୍ଵିମାନ ସାଗର ଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ | ତେବେ ନିଜର ସ୍ୱର ମାଧ୍ୟମରେ ଦର୍ଶକ ମାନଙ୍କ ମନକୁ ଆକୃଷ୍ଟ କରିଥିବା ହ୍ଵିମାନ ଙ୍କ ନାଁ ରେ ଆସିଛି ବଡ଼ ଅଭିଯୋଗ |ଆଉ ସେହିଭଳି ଅଭିଯୋଗ ଆଣିଛନ୍ତି ହ୍ଵିମାନ ଙ୍କ ସ୍ତ୍ରୀ ଶ୍ରୀୟା, ଶାରୀରିକ ଓ ମାନସିକ ନିର୍ଯାତନା କୁ ନେଇକି ଅଭିଯୋଗ କରିଛନ୍ତି ବୋଲି କୁହାଯାଉଛି | ତେବେ ମିଡ଼ିଆ ଭାଇ ମାନେ ହ୍ଵିମାନ ଙ୍କୁ ନେଇକି ପଚାରିଥିଲେ କି ତାଙ୍କୁ ହତ୍ୟା ଧମକ ଦେବା କଥା |

ଆଉ ଯାହା ବିଷୟରେ ହ୍ଵିମାନ କହିଥିଲେ କି ଏହି ସବୁ କଥା ମିଛ ଅଟେ ବୋଲି |ଆଉ ଶ୍ରୀୟା ଘର ଲୋକ ମଧ୍ୟ ଦୁଇଦିନ ସମୟ ମାଗିଛନ୍ତି ଆଉ ତାହା ପରେ ନିଷ୍ପତ୍ତି ଜଣାଇବେ ବୋଲି କୁହାଯାଇଛି | ତାହା ଛଡା ମିଡ଼ିଆ ଭାଇ ମାନେ ଯେଉଁ ପ୍ରଶ୍ନ କରିଥିଲେ ହ୍ଵିମାନ ଙ୍କୁ ସେ କଥା ହେଉଛି ଧର୍ମ ବଦଳାଇବାକୁ ନେଇକି |ଆଉ ତାହା ର ଉତ୍ତର ରେ ହ୍ଵିମାନ କହିଥିଲେ କି ସେ ସବୁ ଧର୍ମ କୁ ସମାନ ଭାବନ୍ତି ଆଉ ଷ୍ଟେଜ ରେ ମଧ୍ୟ ଭଜନ ଗୀତ ଗାଇଛନ୍ତି ବୋଲି |

ତେବେ ମିଡ଼ିଆ ଭାଇ ମାନେ ବାରମ୍ବାର ପଚାରିବାରୁ ଆଉ 5-10 ଲକ୍ଷ ଟଙ୍କା ମାଗିବା କଥା କୁ ନେଇକି ହ୍ଵିମାନ କହିଥିଲେ କି ଦର୍ଶକ ମାନଙ୍କର ଭଲ ପାଇବା ତାଙ୍କର ସହିତ ରହିଛି, ତେଣୁ ତାଙ୍କର ଟଙ୍କା କଣ ହେବ ବୋଲି |ତାହା ସହିତ କହିଛନ୍ତି କି ମିଡ଼ିଆରେ ସବୁବେଳେ ତାଙ୍କର ପରସୋନାଲି ପାରିବାରିକ ବିବାଦ କୁ ନେଇକି ଭାଇରାଲ କରାଉଛନ୍ତି ତେଣୁ ତାଙ୍କ ସହିତ ବାଥରୁମ କୁ ଯାଆନ୍ତୁ ଆଉ ସେଠାରେ ସେ କଣ କରୁଛନ୍ତି ସେହି କଥା ମଧ୍ୟ ଭାଇରାଲ କରନ୍ତୁ ବୋଲି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment