ପ୍ରତିଦିନ କିଛି ନା କିଛି ଘଟଣା ଘଟିଥାଏ ଯାହାକି ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ । ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ସାମ୍ନା କୁ ଆସିଛି ତାହାକୁ ଆପଣ ମାନେ ମଧ୍ୟ ଦେଖିଲେ ଭୟ ଭୀତ ହୋଇଯିବେ ବୋଲି କୁହାଯାଉଛି । ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବା କୁ ମିଳିଛି କି କେଉଁ ଭଳି ଭାବରେ ସାପ ଧରାଳି ଜଣଙ୍କ ନାଗ ଆଉ ନାଗୁଣୀ ଙ୍କୁ ଧରିବା ପାଇଁ ଚେଷ୍ଟା କରିଛନ୍ତି ଆଉ ସେମାନ ଙ୍କୁ ଧରି ସୁରକ୍ଷିତ ସ୍ଥାନକୁ ନେଇ ଯାଇଛନ୍ତି ତାହା ଏହି ଭିଡ଼ିଓ ରେ ଦେଖିବା କୁ ମିଳିଛି । ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାନ୍ତୁ।
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ । ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ଉତ୍ତର ପ୍ରଦେଶ ରେ ଦେଖିବାକୁ ମିଳିଛି । ଆଉ ଯେଉଁଠି ଏକ ପୁରୁଣା ଘର ଭିତରେ ଏକାଠି ଦେଖିବାକୁ ମିକିଛି ନାଗ ଆଉ ନାଗୁଣୀ ଙ୍କୁ । ଆଉ ସେହି ନାଗ ନାଗୁଣୀ ଖାଇବା ଖୋଜିବା ପାଇଁ ସେହି ଘର ଭିତରେ ପଶି ଯାଇ ଥିଲେ ବୋଲି ମଧ୍ୟ କୁହାଯାଉଛି । ତେବେ ସାପ ଧରାଳି ଜଣଙ୍କ ସେହି ସ୍ଥାନକୁ ଯାଇଛନ୍ତି ଆଉ ତାହା ପରେ ସାପ ଦୁଇଟିକୁ ଧରି ବାହାରକୁ ମଧ୍ୟ ନେଇ ଆସିଛନ୍ତି ।
ଆଉ ସେପଟେ ଗାଁ ର ସ୍ତ୍ରୀ ଲୋକ ମାନେ ସେହି ବିଷଧର ସାପ କୁ ନାଗ ଆଉ ନାଗୁଣୀ ଙ୍କୁ ଦେବତା ବୋଲି ଭାବି ତାଙ୍କୁ ପ୍ରଣାମ କରିବା କୁ ଲାଗିଛନ୍ତି ଆଉ ସେମାନଙ୍କ ପାଇଁ କ୍ଷୀର ମଧ୍ୟ ଦେଇଛନ୍ତି ପିଇବା ପାଇଁ ଓ ପଇସା ମଧ୍ୟ ଦେଇ ପ୍ରଣାମ କରୁଥିବାର ଦେଖିବା କୁ ମିଳି ଥିଲା ଭାଇରାଲ ହେଉଥିବା ଏହି ଭିଡ଼ିଓ ରେ । ଆଉ ଯାହା କୁ ଦେଖିବା ପରେ ସାପ ଧରାଳି ଜଣ ଙ୍କ କହିଛନ୍ତି କି ସାପ କେବଳ ମାଂସ ଖାଇ ଥାଏ ଏହି ଭଳି କ୍ଷୀର କୁ ସେ ପିଏ ନାହିଁ ।
ତାହା ସହିତ ଗାଁ ର ଲୋକ ମାନେ ଯଦି ଏହାକୁ ନ ମାନି ସାପ ପାଖକୁ ଯାଆନ୍ତି ଆଉ ବିଷଧର ସାପ ଙ୍କୁ ଏହି ଭଳି ପୂଜା କରିବେ ତାହେଲେ ସାପ କାମୁଡ଼ିବାର ମଧ୍ୟ ସମ୍ଭାବନା ରହିଛି ଆଉ ଯାହା ଫଳରେ ଲୋକ ଙ୍କର ଜୀବନ ଯାଇ ପାରେ ବୋଲି କହିଛନ୍ତି । ଆଉ ସାପ ଟିକୁ ତାଙ୍କର ମୁଣା ରେ ପୁରାଇ ନେଇଯାଇଛନ୍ତି ତାହା ସହିତ କହିଛନ୍ତି କି ସାପ କାମୁଡ଼ିଲେ ତୁରନ୍ତ ଡାକ୍ତର ଖାନା କୁ ଯିବା ପାଇଁ । ଆଉ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।