ହଠାତ ସମସ୍ତଙ୍କ ସାମ୍ନାରେ ଚିତାବାଘ ( leopard ) କଲା ଭୟଙ୍କର ଆକ୍ରମଣ… ଏମିତି ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ…

ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆରେ ସବୁ ବେଳେ କିଛି ନା କିଛି ନୂଆ ନୂଆ ଭିଡ଼ିଓ ମାନ ଭାଇରାଲ ହେଉଥିବା ନିଶ୍ଚୟ ଦେଖିବାକୁ ପାଉଥିବେ | ତେବେ ସେହି ଭାଇରାଲ ହେଉଥିବା ଭିଡ଼ିଓ ଗୁଡିକ ମଧ୍ୟରେ କେତେକ ଭିଡ଼ିଓ ଏଭଳି ରହିଛି ଯାହା କୁ ଦେଖିଲେ ଆପଣ ମାନେ ଭୟଭୀତ ହୋଇଯିବ ଭଳି ଲାଗିଥାଏ | ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ବାଘ ଟି ପଶି ଯାଇଛି କୋଲନି ଭିତରକୁ, ଆଉ ବାଘ କୁ ଦେଖି ଘରେ ଥିବା କୁକୁର ଟି ଭୋକିବାକୁ ଲାଗୁଛି | ଆଉ ଯାହା ଫଳରେ ଲୋକ ମାନେ ତାହା ଜାଣିପାରି ଘର ଭିତରକୁ ପଳାଇ ଯାଇଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଛି ନେପାଳ ର ର ରାଜଧାନୀ ରେ | ଆଉ ସେହି ସହରରେ ଥିବା କୋଲନି ଭିତରକୁ ପଶି ଆସିଛି ଏକ ଚିତା ବାଘ | ଆଉ ବାଘ ଟି ଆସି ସିଧା ଦୌଡ଼ି ଯାଇଛି ଘର ସାମ୍ନା ରେ ଜୋଗୁଥିବା କୁକୁର ନିକଟକୁ | ତେବେ କୁକୁର ଟି ବାଘ ଟିକୁ ଡରି ନ ଯାଇ ଭୋକିବାକୁ ଲାଗିଛି ଆଉ ତାହାର ମାଲିକ କୁ ଜଣାଇବାକୁ ଚାହୁଁଛି କି ତାଙ୍କର ଘର ଭିତରକୁ ବାଘ ଟି ପଶି ଆସିଛି ବୋଲି |

ଆଉ ଯାହା ଫଳରେ ଲୋକ ମାନେ ବାଘ ଟି ଦେଖି ପାରିଥିଲେ ଆଉ ଘର ଭିତରେ ସୁରକ୍ଷିତ ସ୍ଥାନ କୁ ମଧ୍ୟ ଚାଲି ଯାଇଥିଲେ ଯେମିତି ବାଘ ଟି ସେମାନଙ୍କ ପାଖରେ ପହଞ୍ଚି ପାରିବ ନାହିଁ | ଆଉ ବାଘ ଟି କୁକୁର ର ଭୋକା କୁ ଦେଖିବା ପରେ ସେହି ସ୍ଥାନ ରେ ନ କରି ଦୌଡ଼ି ବାକୁ ଲାଗିଥିଲା ଏହି କଲୋନୀ ରେ ଥିବା ଅନ୍ୟ ଘର ସାମ୍ନା କୁ |ଆଉ ଜଙ୍ଗଲରେ ରହୁଥିବା ବାଘ ଟି ଘର ଭିତରକୁ ପଶିଆସି ଦେଖାଇବାକୁ ଲାଗିଥିଲା ତାହାର ତାଣ୍ଡବ ପଣ | ତେବେ ଚିତା ବାଘ କୁ ଘର ଭିତରେ ଦୌଡୁ ଥିବାର ଦେଖି ଲୋକ ମାନେ ମଧ୍ୟ ବେଶ ଡରି ଯାଇଥିବା କଥା କୁହାଯାଉଛି |

ତାହା ସହିତ କେଉଁ ଭଳି ଭାବରେବାଘ ଟି ବାହାରକୁ ଯିବ ଆଉ ତାହା ମଣିଷ ମାନଙ୍କ ଉପରେ କୌଣସି କ୍ଷତି କରିବ ନାହିଁ ସେଥିପାଇଁ ଲୋକ ମାନେ ଚେଷ୍ଟା କରୁଛନ୍ତି | ଆଉ ବାଘ କୁ ଏହି ଭଳି କୋଲନି ଭିତରେ ଦେଖି ସେମାନେ ବହୁତ ଡରି ଯାଇଥିବା କଥା ଦେଖିବାକୁ ମିଳିଥିଲା ଏହି ଭାଇରାଲ ଭିଡ଼ିଓ ଟିରେ | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment