Big News – ହଠାତ ସାଉଥ ଅଭିନେତା ମହେଶ ବାବୁ ( Mahesh Babu ) ଙ୍କ ଝିଅ ସିତାରା ( Sitara ) Emotional Moment… ଦେଖିଲେ କାନ୍ଦି ପକାଇବେ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର |ତେବେ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଦେଖିଲେ ଆପଣ ମାନେ ଇମୋସନାଲ ହୋଇଯିବେ ବୋଲି ମଧ୍ୟ କୁହାଯାଉଛି |ଆଉ ଏଠାରେ ଦେଖିବାକୁ ମିଳିଛି କି ଭାଇରାଲ ହେଉଥିବା ଭିଡ଼ିଓ ରେ ଦେଖିବାକୁ ମିଳିଛି କି ତେଲଗୁ ଅଭିନେତା ମହେଶ ବାବୁ ଙ୍କ ପାଇଁ ଦେଖିବାକୁ ମିଳିଛି ଦୁଃଖରେ ଭାଙ୍ଗି ପଡ଼ି ଥିବାର ତାହା ସହିତ ଦେଖିବାକୁ ମିଳିଛି କି ମହେଶ ବାବୁ ଙ୍କର ଝିଅ ସୀତାରା ଙ୍କର ଦୁଃଖ ପ୍ରକାଶ କରୁଥିବାର ଭିଡ଼ିଓ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଯାହା କୁହାଯାଉଛି କି ମିଳିଥିବା ସୂଚନା ଅନୁସାରେ ତେଲକୁ ର ଜଣା ଶୁଣା ଅଭିନେତା ଯାହା ଙ୍କର ଅଭିନୟ ର ଯାଦୁ ଦର୍ଶକ ମାନଙ୍କର ମନକୁ କିଣି ନେଇଥାନ୍ତି ଓ ଦର୍ଶକ ମାନେ ମଧ୍ୟ ତାଙ୍କର ଅଭିନୟ ର ଯାଦୁ ଦେଖିବା ପାଇଁ ବେଶ ଆଗ୍ରହୀ ହୋଇଥାନ୍ତି ଜଣେ ବହୁତ ଜଣା ଶୁଣା ହ୍ୟାଣ୍ଡସମ ଅଭିନେତା ହେଉଛନ୍ତି ମହେସ ବାବୁ | ଆଉ ଯାହା କୁହାଯାଉଛି କି ମହେଶ ବାବୁ ଙ୍କର ଘରେ ବର୍ତ୍ତମାନ ଦେଖିବାକୁ ମିଳିଛି ଏକ ଦୁଃଖଦ ଘଟଣା | ଯେଉଁଠି ମହେଶ ବାବୁ ଙ୍କର ମା ମୃତ୍ୟୁ ବରଣ କରିଛନ୍ତି ବୋଲି କୁହାଯାଉଛି |

ଆଉ ତାଙ୍କର ଏହି ଭଳି ମୃତ୍ୟୁ ଘଟଣା ରେ ମହେଶ ବାବୁ ଙ୍କର ସମସ୍ତ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି ବୋଲି ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଭିଡ଼ିଓ ଟିରେ | ତେବେ ଯାହା କୁହାଯାଉଛି କି ମହେଶ ବାବୁ ଙ୍କର ଝିଅ ସୀତାରା ଅଧିକ ପରିମାଣରେ ଦୁଃଖ ପ୍ରକାଶ କରିଛନ୍ତି ତାଙ୍କର ଏହି ଭଳି ଭାବରେ ମୃତ୍ୟୁ ଘଟଣା ପାଇଁକି | ତେବେ ମହେଶ ବାବୁ ଙ୍କର ମା ଙ୍କ ଏଭଳି ମୃତ୍ୟୁ ସମସ୍ତଙ୍କ ମନରେ ଦୁଃଖ ଦେଇଛି ଆଉ ସୀତାରା ଅଧିକ ଭାଙ୍ଗି ପଡିଛନ୍ତି ବୋଲି ମଧ୍ୟ କୁହାଯାଉଛି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ |ଆଉ ଯାହା କୁହାଯାଉଛି କି ଇନ୍ଦିରା ଦେବୀ ହାଉସ ରେ ଦେଖିବାକୁ ମିଳିଛି ଗୋଟିଏ ଏଭଳି ଘଟଣା |

ଏହା ସହିତ ସୀତାରା କାନ୍ଦୁ ଥିବା ସମୟରେ ତାଙ୍କର ବାପା ମହେଶ ବାବୁ ମଧ୍ୟ ତାଙ୍କୁ ବୁଝାଇବାକୁ ଲାଗିଛନ୍ତି | ଆଉ ତାହା ସହିତ ଦେଖିବାକୁ ମିଳିଥିଲା କି କେଉଁ ଭଳି ଭାବରେ ସୀତାରା ଅଧିକ ଇମୋସନାଲ ହୋଇ ଯାଉ ଛନ୍ତି ଆଉ କାନ୍ଦିବାକୁ ଲାଗିଛନ୍ତି | ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ମହେଶ ବାବୁ ଙ୍କର ଏହିଭଳି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ ବୋଲି କୁହାଯାଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment