ହଠାତ ସାଉଥ ଅଭିନେତ୍ରୀ Pooja Hegde & Allu Arjun ଙ୍କ Success ମେଡ… ଆଉ ତା’ ପରେ…

ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ|ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଖୁସି ହୋଇଥାନ୍ତି ବୋଲି କୁହାଯାଉଛି | ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ତାହା ହେଉଛି ଆଲୁ ଅର୍ଜୁନ ଙ୍କର ଏକ ସାକ୍ଷାତ କାର ର ଭିଡ଼ିଓ ଯାହା ଆପଣଙ୍କ ମନକୁ ଛୁଇଁବ ବୋଲି କୁହାଯାଇଛି | ତାହାଲେ ଆସନ୍ତୁ ବନ୍ଧୁ ଗଣ ସେ ବିଷୟରେ ଅଧିକ ଆଲୋଚନା କରିବା |

ତେବେ ଆପଣ ମାନେ ଦକ୍ଷିଣ ଭାରତୀୟ ଫ୍ଲିମରେ ରାଜ କରୁଥିବା ଲୋକ ପ୍ରିୟ ଅଭିନେତା ସୁପର ଷ୍ଟାର ଆଲୁଅର୍ଜୁନ ବା ଷ୍ଟାଇଲିସ ଷ୍ଟାର ଆଲୁଅର୍ଜୁନ ସବୁବେଳେ ତାଙ୍କର ଅଭିନୟ ର ଷ୍ଟାଇଲ ଦ୍ୱାରା ତାଙ୍କର ପ୍ରଶଂସକ ମାନଙ୍କୁ ବେଶ ଆନନ୍ଦ ଦେଇଥାନ୍ତି | ତେବେ ଆଲୁଅର୍ଜୁନ ବହୁତ ଗୁଡ଼ାଏ ଦକ୍ଷିଣ ଭାରତୀୟ ଫ୍ଲିମ ମାନଙ୍କରେ ନିଜର ଅଭିନୟ ର ଯାଦୁ ଦେଖାଇଛନ୍ତି ଏବଂ ତାହାର ସଫଳତା ମଧ୍ୟ ପାଇଛନ୍ତି | ତେବେ ନିକଟରେ ଆଲୁଅର୍ଜୁନ ଙ୍କ ଅଭିନୀତ ଆଲାବୈକୁଣ୍ଠପୁରମ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥିଲା | ଆଲାବୈକୁଣ୍ଠପୁରମ ଫ୍ଲିମରେ ଆଲୁଅର୍ଜୁନ ମୂଖ୍ୟ ଭୂମିକା ରେ ଥିବା ବେଳେ ତାଙ୍କ ସାଥି ଥିଲେ ବହୁ ଚର୍ଚ୍ଚିତ ଚେହେରା ଦକ୍ଷିଣ ଭାରତୀୟ ଫ୍ଲିମ ଇଣ୍ଡଷ୍ଟ୍ରି ର କୁଇନ ପୂଜା ହେଗଡେ ଏହି ଦୁଇ ଜଣଙ୍କ ଯୋଡି ସମ୍ପୂର୍ଣ୍ଣ ଫ୍ଲିମ ଟିକୁ ବହୁତ ଆକର୍ଷିତ କରିଥିଲା |

ତେବେ ବର୍ତ୍ତମାନ ର ମିଳିଥିବା ସୂଚନା ଅନୁଯାୟୀ ଲୋକ ପ୍ରିୟ ଅଭିନେତା ଆଲୁଅର୍ଜୁନ ଓ ପୂଜା ହେଗଡେ ଙ୍କ ଅଭିନୀତ ଆଲାବୈକୁଣ୍ଠପୁରମ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିବା ସହିତ ବକ୍ସ ଅଫିସ ରୁ ମଧ୍ୟ ଭଲ ଖବର ଆସିଛି | ତେବେ ନିର୍ଦେଶକ ତ୍ରିଭକ୍ରମ ଶ୍ରୀନିବାସ ଙ୍କ ଧର୍ମା ଫ୍ଲିମ ଦ୍ୱାରା ଲିଖିତ ଆଲାବୈକୁଣ୍ଠପୁରମ ତେଲୁଗୁ ଭାଷା ରେ ରିଲିଜ ହେଇଥିବା ଏହି ଫ୍ଲିମରେ ଷ୍ଟାଇଲଲିସ ଷ୍ଟାର ଆଲୁଅର୍ଜୁନ ଓ ପୂଜା ହେଗଡେ ସମତେ ଅଭିନେତ୍ରୀ ତବୁ,ଜୟାରାମ,ସୁଶାନ୍ତ, ନିବେଥା ପେଥୁରାଜ | ତେବେ ଏ ସମସ୍ତ ଅଭିନେତା ଦ୍ୱାରା ବହୁତ ସୁନ୍ଦର ଫ୍ଲିମଟି ରିଲିଜ ହେବା ପରେ | ଏହାର ଏବେ ଏକ ସଫଳ ସାକ୍ଷାତ କାର ଆୟୋଜନ କରଯାଇଛି |

ଆଉ ଯେଉଁ ଥିରେ ନିର୍ଦେଶକ ଙ୍କ ଠୁ ଆରମ୍ଭ କରି ସମସ୍ତ ସାଉଥ ଷ୍ଟାର ଆଲୁଅର୍ଜୁନ ବହୁତ ସୁନ୍ଦର ଭାବରେ ନିଜକୁ ଉପସ୍ଥାପନା କରିବା ସହିତ ଅଭିନେତ୍ରୀ ପୂଜା ହେଗଡେ ମଧ୍ୟ ବହୁତ ସୁନ୍ଦର ଦେଖା ଯାଉଥିଲେ |ଏହା ସହିତ ସେଠାରେ ସମସ୍ତ ଫ୍ଲିମ ଇଣ୍ଡଷ୍ଟ୍ରିର ନାମୀ ଦାମୀ ଡିରେକଟର ଙ୍କ ସହିତ ସମସ୍ତ କଳାକାର ମାନେ ଉପସ୍ଥିତ ହେଇ 2020 ରେ ରିଲିଜ ହେଇଥିବା ଏହି ଫ୍ଲିମ କୁ ସଫଳତା ପୂର୍ବକ ଆଗେଇ ନେଇଥିଲେ ବୋଲି କୁହାଯାଇଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment