ତେବେ ମଣିଷ କୁ ସର୍ବଶ୍ରେଷ୍ଠ ପ୍ରାଣୀ ଭାଵରେ ଗଢ଼ିଥିଲେ ସତ କି ସେ ଏପରି ଅନେକ ପଶୁପକ୍ଷୀ ଙ୍କୁ ସୃଷ୍ଟି କରିଛନ୍ତି ଯେଉଁମାନ ଙ୍କୁ ମଣିଷ ବହୁତ ଭୟ କରିଥାଏ ।ତେବେ ଏହି ସବୁ ମଧ୍ୟରେ ଭଗବାନ ସାପ ନାମକ ଏକ ସରୀସୃପ କୁ ସୃଷ୍ଟି କରିଛନ୍ତି ଯାହାକି ଅତ୍ୟନ୍ତ ଭୟଙ୍କର ଏବଂ ବିଷଧର ମଧ୍ୟ ।ଏମିତି କି ଏମାନେ ଯାହାକୁ ଦଂଶନ କରନ୍ତି ତାଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ ।ମଣିଷ ଜାତି ଏହି ସାପ ଙ୍କୁ ବହୁତ ଭୟ ମଧ୍ୟ କରେ ।
ତେବେ ଆମେ ସମସ୍ତେ ଜାଣିଛୁ କି ବର୍ତ୍ତମାନ ଜନ ଗହଳି ସ୍ଥାନ ରେ ସାପ ଗୁଡ଼ିକ ବାହାରିବା ସାଧାରଣ କଥା ।ମାତ୍ର ନାଗ ସାପ ବାହାରିବା ବହୁତ ବଡ଼ କଥା ହୋଇଥାଏ କାରଣ ଏହା ଯଦି କାହାକୁ ଥରେ କାମୁଡ଼ି ଥାଏ ତାକୁ ବଂଚିବା କଷ୍ଟକର ହୋଇଥାଏ। ତା ପରେ ମଧ୍ୟ ଆମେ ନାଗ ସାପ କୁ ଭଗବାନ ଶିବ ଙ୍କର ପ୍ରିୟ ବୋଲି ମାନି କ୍ଷୀର ପିଏଇ ଥାଉ।କିନ୍ତୁ ସବୁବେଳେ ସାମନ ହୋଇନଥାଏ। ତେଣୁ ଏମାନଙ୍କ ଠାରୁ ଦୂରେଇ ରହିବାକୁ ହୋଇଥାଏ।
ତେବେ କେବଳ ମଣିଷ ଟି ଯେ ସାପ କୁ ଡ଼ରିଥାଏ ଓ ଭୟ କରିଥାଏ ତାହା ନୁହେଁ ବରଂ ସାପ ଟିର ମଧ୍ୟ ମଣିଷ ଜାତି ଙ୍କୁ ଭୟ କରିଥାଏ ।ତେବେ ଆମେ ଆପଣଙ୍କୁ କହି ରଖୁଚୁ ଯେ, କେବେ ବି ସାପ ଟି ବିନା କାରଣ ରେ ମଣିଷ କୁ କାମୁଡ଼େ ନାହିଁ ତାକୁ ଆଘାତ ହେଲା ପରେ ସେ ନିଜ କୁ ବଞ୍ଚାଇବା ପାଇଁ ଦଂଶନ କରିଥାଏ।ତେବେ ବନ୍ଧୁଗଣ ଆପଣ ମାନେ ଦେଖୁଥିବେ କି ବର୍ତ୍ତମାନ ଭାରତ ର ପ୍ରାୟ ଅନେକାଂଶ ସମୟରେ ବିଷଧର ନାଗ ସାପ ଦେଖିବାକୁ ମିଳୁଛନ୍ତି।
ତେବେ ଏହି ଘଟଣା ଟି ଦେଖାଯାଇଥିଲା ଯେ, ଜଣେ ବ୍ୟକ୍ତି ଙ୍କର ଠାକୁର ଘରେ କୋଣ ରେ ବିଶାଳ ନାଗ ସାପ ପସିଯାଇଥିଲା ଏବଂ ଏହାକୁ ଦେଖି ପରିବାର ଲୋକେ ଡରି ଯାଇଥିଲେ। ତେବେ ପରିବାର ଲୋକେ ଏ ବିଷୟରେ ଜାଣିବା ପରେ ସେମାନେ ସାପ ଧରାଳି କୁ ସୂଚନା ଦେଇଥିଲେ ଏବଂ ସେ ଆସିବା ପରେ ସାପ ଟିକୁ ବାହାର କରିବାକୁ ପ୍ରୟାସ କରୁଥିଲେ ଏବଂ ଦେଖାଯାଇଛି କି ସାପ ଟି ବହୁତ ରାଗି ଯାଇଥିଲା ଏବଂ ସାପ ଧରାଳି ଙ୍କୁ କାମୁଡିବାକୁ ଫଣା ଦେଖାଉଥିଲା।
ସେମାନେ ଏହା ଜାଣିବା ପରେ ଜଣେ ସାପ ଧରାଳି ଙ୍କୁ ସେହି ସ୍ଥାନକୁ ପଠାଇଥିଲେ। ଏବଂ ସେହି ସାପ ଧରାଳି ଜଣଙ୍କ ସେଠାରେ ପହଞ୍ଚିବା ପରେ ବହୁତ ଚତୁରତା ର ସହ ସାପ ଟିକୁ ଧରି ଏକ ବଡ଼ ଡବା ରେ ଭର୍ତ୍ତି କରି ନେଇଯାଇଥିଲେ। କିନ୍ତୁ ସାପ କୁ ଧରିବା ସମୟରେ ତାଙ୍କୁ ନାଗ ସାପ ଟି ଚୋଟ ମାରିଥିଲା ବା କାମୁଡ଼ି ଥିଲା। ତେଣୁ ସେ ଉପଦେଶ ଦେଇଛନ୍ତି କି,ଏହି ନାଗ ସାପ କାମୁଡ଼ିଲେ ସିଧା ସରକାରୀ ହସ୍ପିଟାଲ କୁ ଯାଇ ଚିକିତ୍ସା କରନ୍ତୁ। ନଚେତ ଏହା ଦ୍ୱାରା ଆପଣଙ୍କ ର ଜୀଵନ ଯାଇପରେ। ଏବଂ ଏହା କୌଣସି ବିଳମ୍ବ ନକରି ତୁରନ୍ତ କରିବା ଆବଶ୍ୟକ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।