ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏଭଳି ଭିଡ଼ିଓ ଆପଣ ମାନଙ୍କର ସାମ୍ନା କୁ ଆସିଥାଏ ଯାହାକୁ ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ | ଠିକ ସେହି ଭଳି ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁ ଭିଡ଼ିଓ ଟିରେ ଦେଖିବାକୁ ମିଳିଛିକେଉଁ ଭଳି ଭାବରେ ସାପ ଧରାଳି ଜଣଙ୍କ ବିଷଧର ନାଗ ସାପ କୁ ଧରିବା ପାଇଁ ଯାଇଛନ୍ତି ଆଉ ସାପ ଟି ଫଣା ଟେକିକି ଲୋକ ଜଣଙ୍କୁ ଦଂସନ କରିବାକୁ ବାହାରିଛି ତାହା ଏହି ଭିଡ଼ିଓ ରେ ଦେଖା ଯାଇଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସାପ ସବୁବେଳେ ବିଷଧର ହୋଇଥାଏ | ଆଉ ବେଳେ ବେଳେ ବିଷାକ୍ତ ସାପ ମଧ୍ୟ ଘର ଭିତର କୁ କୌଣସି କାରଣରୁ ପଶି ଆସିଥାଏ | ଆଉ ଭୁଲ ବଶତଃ ଯଦି କୌଣସି କାରଣରୁ ସେହି ସାପ ଟି ଉପରେ ଆପଣ ବକର ଗୋଡ଼ ପଡ଼ି ଯାଇଥାଏ ତାହେଲେ ଆପଣ ଙ୍କର ଜୀବନ ପ୍ରତି ବିପଦ ଥିବା କଥା କୁହାଯାଉଛି | ଆଉ ତାହା ସହିତ କୁହାଯାଉଛି କି ବେଳେ ବେଳେ ସାପ ଦଂସନ ର ଶିକାର ହୋଇ ମଣିଷ ର ଜୀବନ ଯିବାର ମଧ୍ୟ ସମ୍ଭାବନା ରହିଛି |
ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଦେଖିବାକୁ ମିଳିଛି ସେଥିରେ ଦେଖିବାକୁ ମିଳିଛି କି ବିଷଧର ନାଗ ସାପ ଟି ଘରର ରୋଷେଇ ଘର ଭିତରକୁ ପ୍ରବେଶ କରିଛି | ଆଉ ଘରର ମହିଳା ଜଣଙ୍କ ସେହିଁ ସାପ ଟିକୁ ଭୁଲ ରେ ମାଡ଼ି ଦେଇଛନ୍ତି ଆଉ କୌଣସି କାରଣରୁ ସେ ଜାଣି ନିଜର ଜୀବନ ରକ୍ଷା କରି ସେଠାରୁ ପଳେଇ ଆସିଛନ୍ତି | ଆଉ ତାହା ପରେ ସାପ ଟି ଯାଇ ରୋଷେଇ ଘରେ କୋଣ ରେ ଥିବା ହାଣ୍ଡି ଭିତରେ ଲୁଚି ଯାଇଥିଲା | ତେବେ ଲୋକ ମାନେ ସାପ ଧରାଳି ଜଣଙ୍କୁ ଫନ କରି ଦେବାରୁ ସାପ ଧରାଳିଜଣଙ୍କ ଘର ଭିତରକୁ ଆସିଥିଲେ |
ତାହା ପରେ ସେହି ବିଷଧର ସାପ ଟି କୁ ଧରିବା ପାଇଁ ଲାଗି ପଡିଥିଲେ ବୋଲି ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଭିଡ଼ିଓ ଟିରେ | ଆଉ ତାହା ପରେ ସାପ ଧରାଳି ଜଣଙ୍କ ସାପ ଟିକୁ ଯେତେବେଳେ ବାହାରକୁ ବାହାର କରିଥିଲେ ସେତେବେଳେ ସାପ ଟି ଚୋଟ ମାରିବାକୁ ବାହାରି ପଡିଥିଲା ରାଗ ରେ | ଆଉ ଶେଷରେ ସାପ ଧରାଳି ଟି ସାପ ଟି କୁ ଧରି ତାଙ୍କ ସହିତ ନେଇ ଯାଇଥିଲେ ସାପ କୁ ସୁରକ୍ଷିତ ସ୍ଥାନରେ ଛାଡିବା ପାଇଁ | ଆଉ ଯେଉଁ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |