ହାତୀ କୁ ଚିଡ଼େଇବା ପଡିଲା ମହଙ୍ଗା, କିଛି କ୍ଷଣ ଭିତରେ ଘଟିଲା ଏମିତି…. ଭିଡ଼ିଓ ଟିକୁ ଥରୁଟିଏ ନିଶ୍ଚୟ ଦେଖନ୍ତୁ….

ହଁ ଦର୍ଶକ ବନ୍ଧୁ ଆପଣ ମାନେ ପ୍ରତେକ ଦିନ କିଛି ନା କିଛି ନୂଆ ନୂଆ ଘଟଣା ମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ଡର ଲାଗିଵା ସହିତ ଆଶ୍ଚର୍ଯ୍ୟ ମଧ୍ୟ ଲାଗିଥାଏ ବୋଲି କୁହାଯାଉଛି |ଆଉ ଭାଇରାଲ ହେଉଥିବା ଏହି ଭିଡିଓ ଟିରେ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ହାତୀ ଟିନଷ୍ଟ କରିବାକୁ ଲାଗିଛି ରାସ୍ତା ପାଖରେ ଛିଡା ହୋଇଥିବା ଗାଡ଼ି ଗୁଡିକୁ |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ପୂର୍ବରୁ ଅନେକ ଭାଇରାଲ ଭିଡ଼ିଓ ମାନଙ୍କ ରେ ଦେଖିବାକୁ ପାଇଥିବେ ହାତୀ ମାନଙ୍କର ତାଣ୍ଡବ ବିଷୟରେ |ତାହା ସହିତ ଅନେକ ସମୟରେ ଦେଖିବାକୁ ମିଳିଥାଏ ହାତୀ ଗୁଡିକ ଜଙ୍ଗଲରେ ନ ରହି ମାଡ଼ି ଆସିଥାନ୍ତି ରାସ୍ତା ଉପରକୁ ଆଉ ଯାହା ଫଳରେ ଅନେକ ସମୟରେ ଲୋକ ମାନଙ୍କର ଜୀବନ ଯିବା ସଙ୍ଗେ ସଙ୍ଗେ ଅନେକ ଧନ ଜୀବନ ମଧ୍ୟ ନଷ୍ଟ ହୋଇଥାଏ |ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଦେଖିବାକୁ ମିଳିଛି ସେଠାରେ ଦେଖିବାକୁ ମିଳିଛି କି ଏକ ପାଳିତ ହାତୀ ଯାହାକୁ ମାହୁନ୍ତ ମାନେ ରଖିଥାନ୍ତି, ଆଉ ସେହି ହାତୀ ମଧ୍ୟ ମାହୁନ୍ତ ଙ୍କର କଥା ମାନୁନି ଆଉ କେଉଁ ଭଳି ଭାବରେ ଭାଙ୍ଗିବାକୁ ଲାଗିଛି ଗାଡ଼ି ଗୁଡିକୁ ଦେଖିବାକୁ ମିଳିଛି |

ତାହା ସହିତ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ହାତୀ ଉପରେ ମାହୁନ୍ତ ଜଣଙ୍କ ବସିଛନ୍ତି ଆଉ ରାସ୍ତା ଉପରେ ହାତୀ ଟି ଯାଉଥିବା ବେଳେ ରାସ୍ତା ପାଖରେ ଛିଡା ହୋଇଥିବା ଗାଡ଼ି ଗୁଡିକୁ ପ୍ରଥମେ ହାତୀ ଟି ରାଗି ଯାଇ ପକାଇ ଦେଇଥିଲା | ଆଉ ଗୋଟିଏ ପରେ ଗୋଟିଏ ଗାଡ଼ି କୁ ଭାଙ୍ଗିବାକୁ ଲାଗିଥିଲା ହାତୀ ଟି |ତେବେ ମାହୁନ୍ତ ଜଣଙ୍କ ହାତୀ ଉପରେ ବସିଥିଲେ ମଧ୍ୟ ହାତୀ ଟି ମାହୁନ୍ତ ଙ୍କର କଥା କୁ ଶୁଣୁ ନ ଥିଲା ଆଉ ଭାଙ୍ଗିବାକୁ ଲାଗିଥିଲା ଗୋଟିଏ ପରେ ଗୋଟିଏ ଗାଡ଼ି |

ତାହା ସହିତ ଦେଖିବାକୁ ମିଳିଥିଲା କି ହାତୀ ଟି ଅଟୋ କୁ ଟେକିକି ପୁରା ପୁରି ଭାଙ୍ଗି ଦେଉଛି |ତାହା ପରେ ଆଉ ଗୋଟିଏ ଅଟୋ କୁ ଟେକିକି ନେଇ ଯାଉଥିବାର ମଧ୍ୟ ଦେଖା ଯାଇଥିଲା ଭାଇରାଲ ହେଉଥିଵା ଏହି ଭିଡ଼ିଓ ଟିରେ | ଆଉ ହାତୀ ଟି ଏହିଭଳି ଭାବରେ ଧନ ଜୀବନ କୁ ନଷ୍ଟ କରୁଥିବାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଯାହା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି ଓ ଚର୍ଚ୍ଚା ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment