Swastik Tv News Odisha

ହେ ଭଗବାନ ଚମତ୍କାର ! ଶେଷରେ ହସ୍ପିଟାଲ ହେଲା ଫେଲ୍ .ପାଦୁକା ପାଣି ବଞ୍ଚାଇଲା ଜୀବନ ,ବିଶ୍ବାସ ନହେଲେ ବି ସତ…….ଦୟାକରି ଏହି ପୋଷ୍ଟଟିକୁ ଅଧିକ ମାତ୍ରାରେ ସେୟାର କରନ୍ତୁ….

0

ଯଦିଓ ଆମେ ବର୍ତ୍ତମାନ ଏକ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ସମାଜ ରେ ବସବାସ କରୁଛନ୍ତି ତଥାପି ଭଗବାନ ଙ୍କର ଉପରେ ଆମେ ବିଶ୍ଵସ ରଖିଥାଉ। ଏହି ସଂସାରର ସୃଷ୍ଟି କର୍ତ୍ତା ହେଉଛନ୍ତି ଭଗବାନ ଆଉ ଏହାର ସଂହରକର୍ତା ମଧ୍ୟ। ତାଙ୍କର ଲୀଳା କାହାକୁ ବି ବୁଝି ଆସେ ନି ।ଖାଲି ଏତିକି ନୁହେଁ ବରଂ ନିଜର ଭକ୍ତ ମାନଙ୍କ ପାଖକୁ ଭଗବାନ କେତେ ବେଳେ କେଉଁ ରୂପରେ ଆସିଥାନ୍ତି ତାହା ଜାଣିବା କଷ୍ଟକର ହୋଇଥାଏ।

ତେବେ ବନ୍ଧୁଗଣ ଆପଣ ଜାଣିଛନ୍ତି ଯେ, ଆମ ଓଡ଼ିଶାର ତାର ମନ୍ଦିର ମାନଙ୍କୁ ନେଇ ପ୍ରାୟ ସାରା ବିଶ୍ଵ ରେ ପ୍ରସିଦ୍ଧି ଲାଭ କରିଛି। ଏହି ପବିତ୍ର ଭୂମି ରେ ଗୋଟିଏ ପରେ ଗୋଟିଏ ଚମତ୍କାରୀ ମନ୍ଦିର ରହିଛି। ସବୁ ମନ୍ଦିର ସ୍ୱତନ୍ତ୍ର ଏବଂ ଭିନ୍ନ ଅଟେ। କେଉଁ ମନ୍ଦିର, ନିଜର କାରୁକାର୍ଯ୍ୟ କି ନେଇ ପ୍ରସିଦ୍ଧ ତ୍ କିଏ ପୁଣି ନିଜ ରହସ୍ୟ କୁ ନେଇ। ତେବେ ଆମେ ଆଜି ଆପଣଂକୁ ଏହିପରି ଏକ ଚମତ୍କାରୀ ତଥା ରହସ୍ୟମୟ ମନ୍ଦିର ବିଷୟରେ ଜଣେଇବାକୁ ଯାଉଛୁ ଯାହାକି ମୃତ୍ୟୁ ମୁଖରେ ପଡିଥିବା ବ୍ୟକ୍ତି ଙ୍କୁ ପୁଣି ଥରେ ଜୀବିତ କରିଥାଏ।
ସୂଚନାଯୋଗ୍ୟ ଯେ, ଏହିପରି ଏକ ମନ୍ଦିର ରହିଛି ଓଡ଼ିଶା ର ଜଗତସିଂହପୁର ଜିଲ୍ଲାରେ। ଲୋକମାନ ଙ୍କର କହିବା ଅନୁସାରେ ଏହି ମନ୍ଦିର ଟି ବହୁ ପୁରାତନ ଯୁଗର ମନ୍ଦିର।ଏହି ମନ୍ଦିର କୁ ଜିଏବି ଥରେ ଆସିଥାଏ ସେ କେବେ ବି ଖାଲି ହାତରେ ଫେରି ଯାଇ ନଥାଏ ।ଭଗବାନ ତାଙ୍କର ମନସ୍କାମନା କୁ ପୂର୍ଣ୍ଣ କରିଥାନ୍ତି। ପ୍ରମାଣ ମଧ୍ୟ ରହିଛି କି ଯେଉଁ ଠାରେ ଡାକ୍ତରୀ ବିଜ୍ଞାନ ଫେଲ ମାରିଛି ସେଠାରେ ଏହି ମନ୍ଦିର ର ପାଦୁକ ପାଣି କୁ ପିଇ ଲୋକ ମାନେ ଆରଗ୍ୟ ହୋଇଛନ୍ତି ।
ମନ୍ଦିର ର ପୂଜାରୀ କହିଛନ୍ତି ଯେ, ଯେଉଁ ମହିଳା ମାନେ ମା ହେବାରୁ ବଞ୍ଚିତ ରହିଥାନ୍ତି ସେମାନେ ଭଗବାନ ଙ୍କ ଠାରେ ମାନସିକ କରି ସେହି ମନ୍ଦିର ବେଢା ରେ ଥିବା ବୃକ୍ଷ ରେ ଧାଗା ବାନ୍ଧିଲେ ସେମାନେ ମା ହେବାର ସୌଭାଗ୍ୟ ଅର୍ଜନ କରିଥାନ୍ତି।କୁହାଯାଏ କି ଥରେ ଜଣେ ମହିଳା ପିଲା ଜନ୍ମ କରିବା ପରେ ପିଲା ଓ ମା ବହୁତ ଅସୁସ୍ଥ ହୋଇଯାଇଥିଲେ ।ଏମିତି କି ଡାକ୍ତର ମଧ୍ୟ ମନା କରିଦେଇ ଥିଲେ କିନ୍ତୁ ତାର ସ୍ୱାମୀ ସେହି ମନ୍ଦିର ଯାଇ ମାନସିକ କରି ଧାଗା ବଉଳ ଗଛରେ ବନ୍ଧୁଥିଲେ। ଆଉ ତା ପର ଦିନ ହିଁ ଉଭୟ ମା ଓ ଛୁଆ ସୁସ୍ଥ ହୋଇ ଘୋର କୁ ଫେରିଲେ ।
ତେବେ ମନ୍ଦିର ପରି, ବଉଳ ଗଛ ର ମଧ୍ୟ ଏକ କାହାଣୀ ରହିଛି କୁହାଯାଏ କି ୧୯୯୯ ମସିହାର ବାତ୍ୟା ରେ ପାଖ ଆଖରେ ଥିବା ସମସ୍ତ ଗଛ ଭାଙ୍ଗି ଜାଇଥିଲା କିନ୍ତୁ ବଉଳ ଗଛର ଗୋଟିଏ ବି ପତ୍ର ତଳକୁ ପଡିନଥିଲା। ତେବେ ଏହା ଭଗବାନ ଙ୍କର ପ୍ରିୟ ବୃକ୍ଷ ବୋଲି ମନାଯାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.