ଗର୍ଭାବସ୍ଥାରେ ବାନ୍ତି ( Vomiting ) ହେଲେ କ’ଣ କରିବେ ? | Dr M Sailaja Rani

ବନ୍ଧୁଗଣ ଜଣେ ମା ବେବି କନସିଭ କରିବା ପାଖରୁ ତାଙ୍କୁ ଅନେକ ପ୍ରକାର କଷ୍ଟ ଭୋଗ କରିବାକୁ ପଡିଥାଏ |ସାଧାରତଃ ପ୍ରେଗନେସି ସମୟରେ ଅଧିକାଂଶ ଲେଡିମାନଙ୍କର ବାନ୍ତି ହୋଇଥାଏ, କାହାକୁ ଅଧିକ ବାନ୍ତି ହେଉଥାଏ ତ କାହାକୁ କମ, ଏହି ସମୟ କିଛି ଖାଇବା ପାଇଁ ଇଚ୍ଛା ହୋଇନଥାଏ, ବାନ୍ତି ମଧ୍ୟ ଉଠିଥାଏ |ଏହି ବାନ୍ତି ସାଧାରତଃ ସକାଳ ସମୟରେ ଅଧିକ ହୋଇଥାଏ ତେଣୁ ଏହାକୁ ମନିଙ୍ଗ ସିକନେସ ବୋଲି କୁହାଯାଏ |ଏହି ବାନ୍ତି ପ୍ରେଗନେସିର 3ମାସ ପ୍ରଯ୍ୟନ୍ତ ଅଧିକ ହୋଇଥାଏ ମାତ୍ର ଧୀରେ ଧୀରେ ଏହା କମିଯାଏ |ମୁଁ ଆଜି ଆପଣକୁ ପ୍ରେଗନାସି ସମୟରେ ବାନ୍ତି କାହିଁକି ହୁଏ ଏବଂ ଏହାର ନିରାକରଣ ବିଷୟରେ କହିବି,ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ ଟିପ୍ସ ଗୁଡିକ ବିଷୟରେ |

ଏହି ବାନ୍ତି ହରମୋନ ପ୍ରଭାବରୁ ହୋଇଥାଏ କାରଣ ପ୍ରେଗନେସି ସମୟରେ HCG ହରମୋନ ଅଧିକ କ୍ଷରଣ ହୁଏ ତେଣୁ ଏହା ବଡ଼ିରେ ବାନ୍ତିକୁ ବଢ଼ାଇଥାଏ |ଏହି ହରମୋନ ଷ୍ଟୋମାକର ସ୍ପିନଟରକୁ ଲୂଜ କରିଦିଏ ତେଣୁ ଏହି କାରଣ ଯୋଗୁଁ ନୌଜିଆ କିମ୍ବା ବାନ୍ତି ହୋଇଥାଏ |ଏହି ହରମୋନାଲ ଏଫେକ୍ଟ ସାଧାରଣତଃ ଟୁଇନ୍ସ ପ୍ରେଗନେସି କିମ୍ବା ମୋଲାର ପ୍ରେଗନାସି ଦେଖାଯାଏ |ଏହି ଦୁଇ ପ୍ରେଗନାସି ଲେଡିମାନଙ୍କ ପାଖରେ HCG ହର୍ମୋନ ର ପ୍ରଭାବ ଅଧିକ ହୋଇଥାଏ ତେଣୁ ଏହି ସ୍ଥିତିରେ ବହୁତ ଅଧିକ ବାନ୍ତି ହୋଇଥାଏ |ପ୍ରେଗନାସି ସମୟରେ ବାନ୍ତି ସକାଳ ସମୟରେ ଅଧିକ ହୋଇଥାଏ |

ଆମର ଏହି ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ ଆପଣଙ୍କ ଖାଇବା ରୁଟିନକୁ ଚେଞ୍ଜ କରିବା ପାଇଁ ପଡିବ |ଆପଣ ସକାଳ ଉଠିଲା ପରେ ପ୍ରଥମେ ବ୍ରେକ ଫାଷ୍ଟ ନକରି କିଛି ସମୟ ଆପଣ ବସନ୍ତୁ,ପରେ ଏକ ଗ୍ଲାସ ପାଣି ପିଅନ୍ତୁ |ବ୍ରେକଫାଷ୍ଟ ରେ ଆପଣ ଭୁଲରେ ବି ଓଏଲି କିମ୍ବା ସ୍ପାଇସି ଜାତୀୟ ଖାଦ୍ୟ କିଛି ଖାଆନ୍ତୁ ନାହିଁ କିମ୍ବା କୌଣସି କାର୍ବୋହାଇଡ୍ରେଡ଼ ଜାତୀୟ ଖାଦ୍ୟ ଖାନ୍ତୁ ନାହିଁ |ଯେଉଁ ଖାଦ୍ୟ ଆପଣ ଭଲ ଲାଗୁଚି ଚୁଡା କଦଳୀ କିମ୍ବା ଦଲିଆ ଏହିପରି କିଛି ଖାଦ୍ୟ ଆପଣ ଖାଆନ୍ତୁ |ଯାହା ଦ୍ଵାରା ଆପଣକୁ ବାନ୍ତି ହେବା ନାହିଁ |ଆପଣ ନିଜ ପସନ୍ଦର ଖାଦ୍ୟ ଖାଆନ୍ତୁ ଏବଂ ପାଣି ସଫିସେଣ୍ଟ ପିଅନ୍ତୁ |ଆପଣ ଜୁସ ଅର୍ଥାତ ଫ୍ରେସଫ୍ରୁଟ ଜୁସ ପିଅନ୍ତୁ ତାହା ଆପଣଙ୍କ ଦେହପାଇଁ ବହୁତ ଭଲ ହୋଇଥାଏ |

ଆପଣ ଏହି ସମୟରେ ଅଦା ପାଣି କିମ୍ବା ଲୁଣ ଲେମ୍ବୁ ପାଣି କରି ପିଇପାରିବେ |ଆପଣ ଏକାଥରରେ ଅଧିକ ଖାଦ୍ୟ ନଖାଇ ଅଳ୍ପ ଅଳ୍ପ କରି ଅଧିକ ଥର ଖାଆନ୍ତୁ ଯାହା ଦ୍ଵାରା ଆପଣକୁ ବାନ୍ତି ଅଧିକ ହୋଇନଥାଏ |ଏହି ସମୟରେ ଆପଣ ଦୂର ଜାଗାକୁ ଅଧିକ ଟ୍ରାଭେଲ କରନ୍ତୁ ନାହିଁ |ପାଣି ଜାତୀୟ ଖାଦ୍ୟ ପଇଡ଼ କିମ୍ବା ଜୁସ ଆପଣ ଅଧିକ ଖାଆନ୍ତୁ |ଏହି ବାନ୍ତି ହେବା କୌଣସି ରୋଗ ନୁହଁ ଏହାକୁ ପ୍ରେଗନେସିର ନର୍ମାଲ ବୋଲି କୁହାଯାଏ |ଏହା ତିନିରୁ ପାଞ୍ଚ ମାସ ଭିତରେ କମିଯାଏ ହୋଇଥାଏ କାରଣ ଏହି ହର୍ମୋନ ବଡିସହିତ ଆଡିକଟେଡ଼ ହୋଇ ଯାଇଥାଏ |ଯେଉଁମାନଙ୍କର ଅଧିକ ବାନ୍ତି ହୋଇଥାଏ ସେମାନଙ୍କୁ ଡାକ୍ତର କିଛି ଦିନ ଫ୍ଲୁଇଡରେ ରଖନ୍ତି ପରେ ଠିକ ହୁଇଯାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment