ଆଜିର ଦିନରେ ମଧୁମେହ ବା ଡାଇବେଟିସ ଭଳି ରୋଗୀ ପ୍ରତ୍ୟେକଙ୍କ ଘରେ ଦେଖିବାକୁ ମିଳୁଛି । ଡାଇବେଟିସ୍ ରୋଗୀଙ୍କ ନିଜର ବ୍ଲଡସୁଗାର ଲେବୁଲ କଣ୍ଟ୍ରୋଲ କରିବା ନିହାତି ଆବଶ୍ୟକ । ଯଦି ଆପଣଙ୍କରଡାଇବେଟିସ୍ ବଢିଯାଏ , ସେଥିପାଇଁ ଆପଣଙ୍କୁ ମୃତ୍ୟର ସାମ୍ନା ମଧ୍ୟ କରିବାକୁ ପଡିପାରେ । ସେଥିପାଇଁ ମଧୁମେୟ ରୋଗୀ ମାନେ ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ରଖିବା ନିହାତି ଆବଶ୍ୟକ । ଡାଇବେଟିସ୍ କୁ କଣ୍ଟ୍ରୋଲ ରଖିବା ପାଇଁ ଏମିତି ଏକ ସହଜ ସରଳ ଘରୋଇ ଉପଚାର ନେଇ ଆସିଛୁ , ଯାହାର ପ୍ରୟୋଗ କରି ଡାଇବେଟିସ କୁ କଣ୍ଟ୍ରୋଲ କରିପାରିବେ । ତେବେ ଆସନ୍ତୁ ଜାଣିବା ସେହି ଉପଚାର ର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।
ଆବଶ୍ୟକ ସାମଗ୍ରୀ :-
1.ନିମ୍ୱପତ୍ର
ପ୍ରସ୍ତୁତି ପ୍ରଣାଳୀ :-
ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି ନିମ୍ୱପତ୍ର , ଆପଣ ପ୍ରଥମେ କିଛି ନିମ୍ୱପତ୍ର ସଂଗ୍ରହ କରନ୍ତୁ । ଡାଇବେଟିସ ପାଇଁ ନିମ୍ୱପତ୍ର ଏକ ଚମତ୍କାରୀ ଔଶଧ ଅଟେ , ଏଥିରେ ଆଣ୍ଟିଭାଇରାଲ ପ୍ରପଟିଜ ଥାଏ ଯାହା ଆମ ସୁଗାର ଲେବୁଲ କଣ୍ଟ୍ରୋଲ କରିବାରେ ସାହାର୍ଯ୍ୟ କରିଥାଏ । ପ୍ରଥମେ ଆପଣ 4ରୁ 5 ଟି ନିମ୍ୱପତ୍ର ନିଅନ୍ତୁ , ତାହାକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହାପରେ ଆପଣ ତାହାକୁ ଖାଲିପେଟରେ ଚୋବେଇ ଚୋବେଇ ଖାଇ ଦିଅନ୍ତୁ । ନିମ୍ୱପତ୍ ଖାଇ ସାରିବା ପରେ ଏକ ଗ୍ଲାସ ପାଣି ସେବନ କରି ପାରିବେ , ଡାଇବେଟିସ୍ କୁ ଦୂର କରିବା ପାଇଁ ଏହା ପ୍ରଥମ ଉପଚାର ଅଟେ ।
ଦ୍ୱିତୀୟ ଉପଚାର ପାଇଁ ଦୁଇ କପ ପାଇଁ ଏକ ପାତ୍ରକୁ ନିଅନ୍ତୁ , ଏବେ ଆପଣ ସେଥିରେ 7 ରୁ 8 ଟି ଫ୍ରେସ ନିମ୍ୱ ପତ୍ର ପକେଇ ଦିଅନ୍ତୁ । 10 ମିନିଟ ପର୍ଯ୍ୟନ୍ତ ଏହି ପାଣିକୁ ଫୁଟାନ୍ତୁ , ନିମ୍ୱ ପତ୍ରର ଏହି କାଢା ଆପଣଙ୍କ ବ୍ଲଡ ସୁଗାର ଲେବୁଲକୁ କଣ୍ଟ୍ରୋଲ କରିବା ପାଇଁ ବହୁତ ଅଧିକ ଚମତ୍କାରୀ ଅଟେ । 10 ମିନିଟ ପରେ ଆମର ଏହି ନିମ୍ୱ ପାଣି ବନି ପ୍ରସ୍ତୁତ , ଏବେ ଆପଣ ଏହାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଏହା ଥଣ୍ଡା ହୋଇ ସାରିବା ପରେ ଏହାକୁ ଏକ ପାତ୍ରକୁ ଛାଣି ନିଅନ୍ତୁ , ଏହି ପାଣିକୁ ସକାଳେ ଖାଲିପେଟରେ ଦିନକୁ ଥରେ ମାତ୍ର ସେବନ କରନ୍ତୁ । ଏହା ଆପଣଙ୍କ ବ୍ଲଡ ସୁଗାର ଲେବୁଲକୁ ସମ୍ପୂର୍ଣ୍ଣ କଣ୍ଟ୍ରୋଲ କରିଦେବ ।
ତୃତୀୟ ରୋମିଡିକୁ ବନେଇବା ପାଇଁ ଆପଣ ପ୍ରଥମେ ଅଳ୍ପ ନିମ୍ୱ ପତ୍ର ନେଇ ଭଲ ଭାବରେ ଧୋଇ ଦିଅନ୍ତୁ । ତାପରେ ଏହାକୁ ଗ୍ରାଇଣ୍ଡିଙ୍ଗ ଜଗ୍ ରେ ପକାଇ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ । ଏବେ ଆପଣ ଏହି ନିମ୍ୱ ପତ୍ର ପେଷ୍ଟକୁ ଏହିପରି ଭାବରେ ଚିପୁଡି ତାର ରସ ବାହାର କରି ନିଅନ୍ତୁ । ଡାଇବେଟିସ ବା ସୁଗାର ଲେବୁଲକୁ କଣ୍ଟ୍ରୋଲ କରିବା ପାଇଁ ଆପଣ ପ୍ରତିଦିନ ସକାଳେ ଖାଲିପେଟରେ ଏକ ଚାମଚ ଏହି ନିମ୍ୱ ପତ୍ରର ସେବନ କରନ୍ତୁ । ତାପରେ ଆପଣ ପାଣିର ସେବନ କରି ପାରିବେ , ଏହି 3 ଟି ଉପାୟରୁ କୌଣସି ଗୋଟିଏ ଉପାୟକୁ ଆପଣେଇ ଆପଣ ନିଜର ବ୍ଲଡ ସୁଗାର ଲେବୁଲକୁ କଣ୍ଟ୍ରୋଲ କରିବା ସହିତ ଡାଇବେଟିସ ଭଳି ସମସ୍ୟାକୁ ସମ୍ପୂର୍ଣ୍ଣ ଦୂର କରିପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।