ବାପି କୁମାର କଣ୍ଠରୁ ଶୁଣନ୍ତୁ Heart touching song ” ସୀତା ଲୋ ଜଳୁଛି ଯାହାର ଜିତା ଲୋ “… ମାତ୍ର 4 ଘଣ୍ଟାରେ 46 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ସଂଗୀତ ଏକ ସାଧନା ହୋଇଥାଏ ଆଉ ଏହା ଏହିପରି ଏକ ଭାବନା ଯାହା ସମସ୍ତ ଙ୍କୁ ଭଲ ଲାଗିଥାଏ ।ଜଣେ ବ୍ୟକ୍ତି ସଂଗୀତ ମାଧ୍ୟମରେ ନିଜ ମନର ଭାବନା କୁ ଭାଷା ମାଧ୍ୟମରେ ଏକ ସୁନ୍ଦର ସ୍ୱର ଦେଇ ପ୍ରକାଶ କରିଥାଏ ।ଆଉ ଅନ୍ୟ ପକ୍ଷରେ ସେହି ଗୀତ କୁ ଶୁଣୁଥିବା ବ୍ୟକ୍ତି ଜଣଙ୍କ ନିଜ ଜୀବନ କୁ ତା ସହ ଯୋଡ଼ି ଦେଇ ତାହାକୁ ଅନୁଭବ କରେ। ତେବେ ଆପଣ ଦେଖିଥିବେ ଆମ ଓଡ଼ିଆ ସିନେମା ଜଗତ ରେ ମଧ୍ୟ ଏହିପରି ଅନେକ ଗାୟକ ଗାୟିକା ଅଛନ୍ତି, ଯାହାଙ୍କ ର ଗୀତ ଶୁଣିଲେ ଆମକୁ ବହୁତ ଖୁସି ଲାଗେ ଏବଂ ମନ କୁ ଶାନ୍ତି ଦେଇଥାଏ।

ତେବେ ଏହି ସଂଗୀତ କୁ ନିଜ ର ଜୀବନ କରି ଅନେକ ବ୍ୟକ୍ତି ନିଜର ନାମ କରିଛନ୍ତି ଏବଂ ନିଜର ଏକ ପରିଚୟ ମଧ୍ୟ ସୃଷ୍ଟି କରିଛନ୍ତି।ତେବେ ଆପଣ ମାନେ ନିଶ୍ଚିତ ଭାବରେ ଓଡ଼ିଆ ସୁପରହିଟ ସିନେମା “ଉଦଣ୍ଡି ସୀତା” ନିଶ୍ଚିତ ଦେଖିଥିବେ ଏବଂ ଏହାର ଲୋକପ୍ରିୟ ଗୀତ “ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ” ଗୀତ ଟିକୁ ଶୁଣିଥିବେ। ଆଜି ବି ଏହି ଗୀତ କୁ ଶୁଣିଲେ ଆମକୁ ବହୁତ ଖୁସି ଲାଗେ। ତେବେ ଏହି ଗୀତ ଟିକୁ ଗାଇଛନ୍ତି ଆମ ଓଡ଼ିଶା ର ସୁନାମଧନ୍ୟ ଗାୟକ କୁମାର ବାପି।

ତେବେ କିନ୍ତୁ ପ୍ରଥମ ଥର କୁମାର ବାପି ଙ୍କୁ ଆପଣ ଏହି ଗୀତ ଲାଇଭ ଗାଇବାରେ ଦେଖିବା କୁ ପାଇବେ ଆମର ଏହି ପୋଷ୍ଟ ମାଧ୍ୟମ ରେ। ତେବେ ବର୍ତ୍ତମାନ କୁମାର ବାପି ଙ୍କ ର ଯାତ୍ରା ମଞ୍ଚ ରେ ତାଙ୍କର ପ୍ରିୟ ଗୀତ “ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ” ଗୀତ କୁ ଲାଇଭ ଗାଇବା ର ଦେଖିବା କୁ ମିଳିଛି। ତେବେ ସୋସିଆଲ ମିଡ଼ିଆ ରେ ତାଙ୍କର ଏହି ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି। ତେବେ ଭିଡ଼ିଓ ଟି ରେ ଦେଖା ଯାଇଛି କି , ଲୋକପ୍ରିୟ ଗାୟକ କୁମାର ବାପି ଯାତ୍ରା ମଞ୍ଚ କୁ ଆସିଛନ୍ତି ଏବଂ ସେ ଲାଇଭ ଗୀତ ଗାଇଛନ୍ତି।

ତେବେ କୁମାର ବାପି ଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ, ସେ ଜଣେ ଏହିପରି ଗାୟକ ଯାହାଙ୍କ କଣ୍ଠ ରୁ ଗୀତ ଶୁଣିଲେ ଜଣେ ଭାବ ବିହ୍ୱଳ ହୋଇ ଯିବେ। ତାଙ୍କ ଗୀତ ରେ ଏକ ପ୍ରକାରର ଯାଦୁ ରହିଥାଏ ଯାହାକି ସମସ୍ତ ଙ୍କୁ ଆକର୍ଷିତ କରି ଦେଇଥାଏ। ତେବେ ତାଙ୍କର ଗୀତ ମାନଙ୍କ ମଧ୍ୟରୁ ଓଡ଼ିଆ ସୁପରହିଟ ସିନେମା “ଉଦଣ୍ଡି ସୀତା” ର ଲୋକପ୍ରିୟ ଗୀତ “ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ” ଟି ପ୍ରସିଦ୍ଧ ଅଟେ। ତେବେ ପ୍ରଥମ ଥର ଏହି ଗୀତ ଟିକୁ ଯାତ୍ରା ମଞ୍ଚ ରେ ଲାଇଭ ଗାନ କରି ସେ ସମସ୍ତ ଙ୍କୁ ଭାବ ବିହ୍ୱଳ କରି ଦେଇଛନ୍ତି।ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ଖୁବ ଭାଇରାଲ ହେବା ରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment