ବୋହୂ ହେବ ତ ଏମିତି ! ହିରୋଇନ ରୂପା ( Rupa ) ନିଜ ଶାଶୂ ଙ୍କ ଗୋଡ ମାଲିସ କରି ଦେଉଛନ୍ତି… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ। ଏହି ୟୁ ଟ୍ୟୁବ ଚେନାଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି। ତେବେ କିନ୍ତୁ ଓଡ଼ିଶାର ଏକ ଯୋଡି ସୋସିଆଲ ମିଡ଼ିଆ କୁ ନିଜର ଆୟ କରିବାର ପନ୍ଥା ଭାବରେ ବାଛିଥାନ୍ତି ଏବଂ ନିଜର ଅନ୍ତର୍ନିହିତ ଗୁଣ କୁ ଲୋକ ମାନଙ୍କ ସାମ୍ନା ରେ ଦେଖାଇ ଲୋକପ୍ରିୟତା ହାସଲ କରିଛନ୍ତି।ତେବେ ବର୍ତ୍ତମାନ ଏହି ରୁପା ପିଣ୍ଟୁ ଏକ୍ସପ୍ରେସ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଆସିଛି ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି।

ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି। ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଲୋକପ୍ରିୟ ଯୋଡି ଙ୍କ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଏବଂ ଏହା ଦେଖିଲେ ଆପଣ ନିଶ୍ଚିତ ଭାବରେ ଖୁସି ହୋଇଯିବେ ମଧ୍ୟ।

ତେବେ ବନ୍ଧୁଗଣ ଏହି ଭିଡ଼ିଓ ଟିରେ ଦେଖା ଯାଇଛି କି , ଆମ ପିଣ୍ଟୁ ଭାଇ ସକାଳେ ସକାଳେ ଉଠି ଝିଅ ଖୁସି ଙ୍କ ସହ ଟିକେ ମଜା ମସ୍ତି କରିଛନ୍ତି। ଆଉ ତା ପରେ ନିଜର ସବୁ କାମ ସାରି କୁନି ଝିଅ ଖୁସି ମା ଙ୍କ ସହ ଧାନ ବିଲ ବା କ୍ଷେତ କୁ ବୁଲିବା ପାଇଁ ଯାଇଛନ୍ତି। ତେବେ ସେଠାରେ ସେ ପହଁଚିବା ପରେ ଦେଖିଛନ୍ତି କି କିଭଳି ଭାବରେ ଧାନ ବିଲ୍ ରେ ବର୍ତ୍ତମାନ ଥୁଡ଼ ଆସିଯାଇଛି ଆଉ କିଛି ଦିନ ପରେ ଧାନ ଅମଳ କରାଯିବ ।ତା ପରେ ସେଠୁ ଫେରି ସେ ଦେଖୁଛନ୍ତି କି ରୁପା ଓ ତାଙ୍କର ମା ମିଶି ଦିନ ର ଖାଦ୍ୟ ପ୍ରସ୍ତୁତି ରେ ଲାଗିଛନ୍ତି।

ପରେ ପିଣ୍ଟୁ ଭାଇ ଙ୍କ ଘର କୁ ବହୁତ ଦିନ ପରେ ପିଣ୍ଟୁ ଭାଇ ଙ୍କ ମା ଙ୍କ ର ମା ବାପା ତଥା ପିଣ୍ଟୁ ଭାଇ ଙ୍କ ର ଆଇମା ଓ ଅଜା ବୁଲି ଆସୁଛନ୍ତି। ତେବେ ସେମାନେ ଆସିବା ପରେ ଥକା ହୋଇ ଯାଇଛନ୍ତି ଆଉ ଆମ ରୁପା ଭାଉଜ ବସି ଆଇ ମା ଙ୍କ ପାଦ ମୋଡ଼ି ଦେଉଛନ୍ତି। ତା ଭିତରେ ପିଣ୍ଟୁ ଭାଇ ନିଜ ମା ଓ ଆଇ ମା ଙ୍କ ସହ ଟିକେ ମଜା ମସ୍ତି କରିଛନ୍ତି। ଆଉ ସଂଗେ ସଂଗେ ତାଙ୍କୁ ଖୁସି ମା ଙ୍କ କାନ୍ଦ ଶୁଭିଛି ମାତ୍ର ଦେଖିଲା ବେଳକୁ ସେ ଡରି ଯାଇଛନ୍ତି ବୋଲି। ଆଉ ତା ପରେ ସେ ନିଜ ଭଉଣୀ ସହ ମଜା କରିଛନ୍ତି। ତେବେ ଭିଡ଼ିଓ ଟି ଖୁବ ସୁନ୍ଦର ହୋଇଛି ଆପଣ ମାନେ ନିଶ୍ଚିତ ଭିଡ଼ିଓ ଟିକୁ ଦେଖନ୍ତୁ ଏବଂ ଏହାର ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment