ଗ୍ୟାରେଣ୍ଟି ୭ ଦିନରେ ୧0kg ଓଜନ ( weight ) କମିଯିବ ପେଟର ଚର୍ବି ଗାୟବ ହୋଇଯିବ – Health Tips

ତେବେ ଦର୍ଶକ ବନ୍ଧୁ ଆଜି କାଲି ଅଧିକାଂଶ ଲୋକ ତାଙ୍କର ମୋଟାପଣ ପାଇଁ ସବୁବେଳେ ଚିନ୍ତା ରେ ଥିବାର ଦେଖା ଯାଇଥାନ୍ତି | କାରଣ ଏହି ମୋଟା ପେଟ ପାଇଁ କିଛି ଲୋକ ବାହାର ଲୋକଙ୍କ ଆଗରେ ନିଜକୁ ବହୁତ ଖରାପ ଅନୁଭବ କରିବା ସହିତ କିଛି କିଛି ସ୍ଥାନରେ ସେମାନଙ୍କୁ ଅପମାନ ହେବାକୁ ମଧ୍ୟ ପଡିଥାଏ ଏମିତି କି ସେମାନଙ୍କ ସ୍ୱାମୀ ବା ସ୍ତ୍ରୀ ଙ୍କ ସହିତ କୌଣସି ବାହାର ସ୍ଥାନ କୁ ଯିବାକୁ ମଧ୍ୟ ପସନ୍ଦ କରିନଥାନ୍ତି | ସେଥିପାଇଁ ଆମେ ନିଜକୁ ସୁସ୍ଥ ଓ ଫିଟ ରଖିବା ପାଇଁ ଆସନ୍ତୁ ଜାଣିବା ଏହାର ଘରେଇ ଉପଚାର ବିଷୟରେ | ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ମୋଟା ପଣ କମ ହେବା ସହିତ ନିଜକୁ ସୁନ୍ଦର ଓ ଫିଟ ରଖିପାରିବେ | ତେଣୁ ଆସନ୍ତୁ ଜାଣିବା ଦର୍ଶକ ବନ୍ଧୁ ସେହି ଘରେଇ ଉପଚାର ର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ |

ତେବେ ଆପଣଙ୍କର ଏହି ମୋଟାପଣ କୁ ଦୂର କରିବା ପାଇଁ ଆପଣଙ୍କୁ ଆପଣଙ୍କର ଖାଦ୍ୟର କିଛି ପରିବର୍ତ୍ତନ କରିବାକୁ ହେବ | ତାହା ସହିତ ଆପଣଙ୍କୁ କିଛି ଘରେଇ ଉପଚାର ମଧ୍ୟ ବ୍ୟବହାର କରିବା ପାଇଁ ଯାହା କରିବା ଦ୍ୱାରା ଆପଣ ଆପଣଙ୍କର ମୋଟା ପଣ କୁ ଅତି ସହଜରେ ମାତ୍ର ଅଳ୍ପ ଦିନ ବିନା ଖର୍ଚ୍ଚ ରେ କରିପାରିବେ | ତେବେ ଆପଣଙ୍କର ଏହି ଘରେଇ ଉପଚାର କୁ ପ୍ରସ୍ତୁତି କରିବା ପାଇଁ କିଛି ସାମଗ୍ରୀ ର ଆବଶ୍ୟକ ପଡିବ | ଏହା ଛଡା ଆପଣଙ୍କର ମୋଟା ପଣକୁ ଦୂର କରିବା ପାଇଁ ଆପଣଙ୍କ ଙ୍କୁ ଜଙ୍କ ଫୂଡ଼ ସେବନ ଠୁ ଦୁରେଇ ରହିବାକୁ ହେବ |

ତେବେ ପ୍ରଥମେ ଆମେ ଜାଣିବା ଏହି ଘରେଇ ଉପଚାରଟି ପ୍ରସ୍ତୁତି କରିବା ପାଇଁ ଆବଶ୍ୟକ ସାମଗ୍ରୀ ବିଷୟରେ | ତେବେ ସେହି ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି ଜିରା, ପାନ ମହୁରୀ, ଜୁଆଣି, ଓ ଧଣିଆ ଯାହାକୁ ଆମେ ରଷେଇ ରେ ଓ ପାନ ଖାଇବା ରେ ବ୍ୟବହାର କରିଥାଉ | ଏହା ଆପଣଙ୍କର ମୋଟା ପଣ କମ କରିବାରେ ରାମ ବାଣ ପରି କାର୍ଯ୍ୟ କରଥାଏ |

ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ସମସ୍ୟା ରୁ ରକ୍ଷା ପାଇବା ଦୁଇଟି ଘରେଇ ଉପଚାର ର ପ୍ରସ୍ତୁତି ଓ ବ୍ୟବହାର ବିଷୟ ରେ ଜାଣିବା |

ଆବଶ୍ୟକୀୟ ଉପକରଣ :-

ଜିରା, ପାନ ମହୁରୀ, ଜୁଆଣି, ଧଣିଆ, ମହୁ

ପ୍ରସ୍ତୁତି ଓ ବ୍ୟବହାର :-

ତେବେ ବନ୍ଧୁଗଣ ଏହି ଘରେଇ ଉପଚାର ଟି ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଜିରା ଦୁଇ ଚାମଚ, ପାନ ମହୁରି ଦୁଇ ଚାମଚ, ଜୁଆଣି, ଓ ଗୋଟା ଧଣିଆ କୁ ସମ ପରିମାଣ ରେ ଏକ ପାତ୍ର ରେ ପାଣି ଦେଇ ବୋତୁରାଇ ରାତି ସାରା ସେମିତି ରଖନ୍ତୁ ଓ ଏହାକୁ ସକାଳେ ଭଲ ଭାବରେ ଗରମ କରି ଏହାକୁ ଚାହା ପିଇବା ପରି ପ୍ରତି ଦିନ ଖାଲି ପେଟରେ ସେବନ କରନ୍ତୁ | ଯଦି ଏହା କରିବା ଦ୍ୱାରା ମଧ୍ୟ ଆପଣଙ୍କ ପେଟ କମୁ ନାହିଁ ତାହାଲେ ଆପଣ କିଛି ରସୁଣ ପାଖୁଡା ନିୟନ୍ତୁ ଓ ତାକୁ ଭଲ ଭାବରେ ଭାଜି ନିୟନ୍ତୁ ଏହାକୁ ପେଷ୍ଟ କରି ସେଥିରେ ଅଳ୍ପ ପରିମାଣ ର ମହୁ ମିକ୍ସ କରି ପ୍ରତିଦିନ ସେବନ କରନ୍ତୁ | ଦେଖିବେ ଆପଣଙ୍କର ଯେତେ ବଡ ପେଟ ହଉ ନା କାହିଁକି ମାତ୍ର 7 ଦିନ ରେ ଆପଣଙ୍କ ପେଟ କମି ଯିବ |

ତେବେ ଏହିଭଳି ଭାବରେ ସହଜ ଘରେଇ ଉପାୟରେ ଆମେ ପେଟ ରେ ବଢୁଥିବା ଚର୍ବି କୁ କମାଇ ପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment