ଓଡ଼ିଆ ହିରୋଇନ Bidusmita Dash ଙ୍କର ଏମିତି କିଛି ଫୋଟୋ, ଆଗରୁ କେବେ ଦେଖି ନଥିବେ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିଥିବେ | ତେବେ ଆଜି ଆମେ ଯାହାଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ଓଡିଶା ରେ ବେଶ ଚି଼ନ୍ହା ଜଣା ମୁହଁ ଓଡ଼ିଆ ଅଭିନେତ୍ରୀ ବିଦୁସ୍ମିତା ଙ୍କ ବିଷୟରେ | ଆଉ ଯେଉଁଠି କୁହାଯାଉଛି କି ଅଲିଉଡ ଇଣ୍ଡୋଷ୍ଟ୍ରି ରେ ଅନେକ ପ୍ରକାରର ଅଭିନୟ କରି ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ସେହିଁ ଚୁଲବୁଲି ଅଭିନେତ୍ରି ଜଣଙ୍କ ଆଉ ଯାହାଙ୍କ ଅଲିଉଡ ର ଆଇଟମ ଡାନ୍ସର ମଧ୍ୟ କୁହାଯାଇଥାଏ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଅଲିଉଡ ର ସେହି ଫେମସ ଅଭିନେତ୍ରୀ ଙ୍କ ବିଷୟରେ ଜାଣିବା |

ଏକ୍ଟିଂ ମାଧ୍ୟମରେ ଅଲିଉଡ ରେ ପାଦ ଦେଇଥିଲେ ବିଦୁସ୍ମିତା | ଆଉ ଯାହା କୁହାଯାଉଛି କି ଅଲିଉଡ ଇଣ୍ଡୋଷ୍ଟ୍ରି ରେ ନିଜର ଅଭିନୟ ଆଉ ଡାନ୍ସ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ସେହି ଚୁଲବୁଲି ଅଭିନେତ୍ରୀ ଜଣଙ୍କ | ତାହା ସହିତ ଯାହା କୁହାଯାଉଛି କି ଆଲବମ ସହିତ ଅନେକ ସିରିଏଲ ଏମିତି କି ଫ୍ଲିମ ରେ ମଧ୍ୟ ଅଭିନୟ କରି ଦର୍ଶକ ମାନଙ୍କର ପ୍ରିୟ ର ପାତ୍ର ହୋଇ ପାରିଛନ୍ତି ଏହି ଅଭିନେତ୍ରୀ ବିଦୁସ୍ମିତା |

ବିଦୁସ୍ମିତା ଙ୍କର ଏକ୍ଟିଂ କେରିୟର ଓ ଲାଇଫ ଷ୍ଟାଇଲ :-

ଯାହା କୁହାଯାଉଛି କି ବିଦୁସ୍ମିତା ପ୍ରଥମେ ନିଜର ଆଲବମ କେରିୟର ରେ ପାଦ ଦେଇଥିଲେ |ଅନେକ କଥା ଚିତ୍ର ତଥା ଦୁର ଦର୍ଶନ ରେ ମଧ୍ୟ ତାଙ୍କର ଅଭିନୟ ର କମାଲ ଦେଖାଇଛନ୍ତି ବିଦୁସ୍ମିତା | ତାହା ସହିତ ସେ ବିଭିନ୍ନ ଆଇଟମ ସଙ୍ଗ ରେ ଡାନ୍ସ ମଧ୍ୟ କରିଛନ୍ତି | ତେବେ ଯାହା କୁହାଯାଉଛି କି ବିଦୁସ୍ମିତା ଙ୍କର ଘର ହେଉଛି ଭୁବନେଶ୍ୱର ରେ, ତେବେ ବିଦୁସ୍ମିତା ଯେତେବେଳେ 24 ଦିନ ର ହୋଇଥିଲେ ସେତେବେଳେ ତାଙ୍କର ବାପା ଙ୍କର ଦେହାନ୍ତ ହୋଇ ଯାଇଥିଲା | ଆଉ ତାହା ପରେ ସେ ଫ୍ଲିମ ଇଣ୍ଡୋଷ୍ଟ୍ରି ରେ ପାଦ ଦେଇଥିଲେ ବୋଲି କୁହାଯାଉଛି | ତେବେ ଯାହା କୁହାଯାଉଛି କି 2011 ମସିହା ରେ ସେ ଅନନ୍ତ ଦାସ ଙ୍କୁ ବିବାହ କରିଥିଲେ | ଆଉ ତାହା ପରେ ମଧ୍ୟ ସେ ଅଭିନୟ ଜଗତରେ କାମ କରିଥିଲେ |

ତେବେ ଦୋସ୍ତି, ଚକଲେଟ ଏହିଁ ପରି ଅନେକ ଫ୍ଲିମ ରେ ସେ ତାଙ୍କର ଆଇଟମ ଡାନ୍ସ ର କମାଲ ଦେଖାଇଛନ୍ତି ଆଉ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ବୋଲି କୁହାଯାଉଛି | ତାହା ସହିତ ଦୋସ୍ତି ରେ ସେ ପ୍ରଥମେ ଆଇଟମ ଡାନ୍ସ କରିଥିଲେ ବୋଲି କୁହାଯାଉଛି |ଏହା ସହିତ ଅନେକ ଓଡ଼ିଆ ସିରିଏଲ ରେ ମଧ୍ୟ ବିଦୁସ୍ମିତା ତାଙ୍କର ଅଭିନୟ ର ଝଲକ ଦେଖାଇ ଦର୍ଶକ ମାନଙ୍କ ପାଖରେ ପ୍ରିୟ ଆଉ ପ୍ରସଂଶା ର ପାତ୍ର ହୋଇ ପାରିଛନ୍ତି |

ତେବେ ଏହା ଥିଲା ବିଦୁସ୍ମିତା ଙ୍କ ବିଷୟରେ କିଛି ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment