Swastik Tv News Odisha

HIV ଏଡ଼ସ କେମିତି ହୁଏ, ଏହି ରୋଗର ଲକ୍ଷଣ ଏବଂ ନିରାକରଣ ଜାଣନ୍ତୁ । Dr. Kumar Abhishek

0

ହଁ ଦର୍ଶକ ବନ୍ଧୁ ଆପଣ ମାନେ ତ ଅନେକ ପ୍ରକାରର ରୋଗ ବିଷୟରେ ଶୁଣିଥିବେ ଓ ଜାଣି ମଧ୍ୟ ଥିବେ | ଆଉ ବିଭିନ୍ନ ପ୍ରକାରର ରୋଗ ପାଇଁ ଔଷଧ ମଧ୍ୟ ଖାଉଥିବେ | ତେବେ ମୁଁ ଆଜି ଆପଣ ମାନଙ୍କୁ ଏପରି ଗୋଟିଏ ରୋଗୀ ବିଷୟରେ କହିବାକୁ ଯାଉଛି ଯାହା ବହୁତ ମାରାତ୍ମକ ହୋଇଥାଏ | ଆଉ ଯେଉଁ ରୋଗ ର କାରଣ ରୁ ରୋଗୀ ମଧ୍ୟ ମୃତ୍ୟୁ ମୁଖରେ ପଡିଥାଏ | ତାହେଲେ ଆସନ୍ତୁ ସେହି ଭଳି ଗୋଟିଏ ରୋଗ HIV, ଅର୍ଥାତ AIDS ରୋଗ ବିଷୟରେ ଆଲୋଚନା କରିବା |

ତେବେ ଆମେ ମାନେ ଜାଣି ରଖିବା ଉଚିତ କି AIDS ଗୋଟିଏ ଭୂତାଣୁ ଜନିତ ରୋଗ ହୋଇଥାଏ | ଆଉ ଯଦି ଏହି ରୋଗ ର ଭୂତାଣୁ ଥରେ ଆଣ ଶରୀର ଭିତରକୁ ପ୍ରବେଶ କରିଥାଏ | ତେବେ ତାହା ସହଜରେ ଭଲ ହୋଇ ନ ଥାଏ | ତେବେ AIDS ଭଳି ରୋଗ ଯଦି ଆମ ଶରୀରରେ ହୁଏ ତାହେଲେ ଏହା ଆମ ଶରୀରରେ ଥିବା ରୋଗ ପ୍ରତି ରୋଧକ ଶକ୍ତି କୁ କମେଇ ଦେଇଥାଏ | ତେଣୁ ସେ କୌଣସି ରୋଗର ଜୀବାଣୁ ଵା ଭୂତାଣୁ ଆମ ଶରୀର ଭିତରେ ଯଦି ପ୍ରବେଶ କରେ ତାହେଲେ ଏହା ଆମ ଶରୀରରେ ବହୁତ କ୍ଷତି କରିଥାଏ | ଯଦି ସାଧାରଣ ଥଣ୍ଡା ବି ଲାଗିଥାଏ ତାହା ସହଜ ରେ ଭଲ ହୁଏ ନାହିଁ | ଆଉ ବେଳେବେଳେ ଏହି କାରଣରୁ ରୋଗୀର ଜୀବନ ମଧ୍ୟ ଯିବାର ସମ୍ଭାବନା ଥାଏ |

କେମିତି ବ୍ୟାପିଥାଏ :-

AIDS ଭଳି ରୋଗ ରୋଗୀର ଶରୀରରୁ ଜଣେ ସୁସ୍ଥ ବ୍ୟକ୍ତିର ଶରୀରକୁ ବିଭିନ୍ନ ଉପାୟରେ ବ୍ୟାପିପାରେ ଯଥା, ରୋଗୀ ସହ ମିଶିଲେ ମିଳାମିଶାକରିଲେ, ରୋଗୀର ଲୁଗା ପଟା କୁ ବ୍ୟାବହାର କରିଲେ, ରୋଗୀ ବ୍ୟବହାର କରିଥିଲା ଇଞ୍ଜେକେସନ କୁ ମଧ୍ୟ ବ୍ୟାବାହାର କରିଲେ, କିମ୍ବା AIDS ରେ ଆକ୍ରାନ୍ତ ବ୍ୟକ୍ତି ସହିତ ଶାରୀରିକ ସମ୍ପର୍କ ରଖିଲେ, ତାହା ଛଡା ଯଦି ଏହି ରୋଗରେ ପୀଡିତ ମହିଳାଙ୍କର ଛୁଆ ମଧ୍ୟ AIDS ରୋଗରେ ଆକ୍ରାନ୍ତ ହୋଇଥାଏ , ତାହା ସହିତ ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଙ୍କ ଠୁ କ୍ଷୀର ମଧ୍ୟ ଖାଇଲେ ସେହି ଛୋଟ ପିଲାଟି ମଧ୍ୟ HIV ଜଣିତ ରୋଗ AIDS ର ସ୍ୱୀକାର ହୋଇଥାଏ |

ଏହି ରୋଗର ଲକ୍ଷଣ :-

ଯଦି ଆପଣଙ୍କର ମୁଣ୍ଡ ସବୁବେଳେ ବିନ୍ଧୁଛି , ଆପଣଙ୍କ ପେଟରେ ପିଢା ଅନୁଭବ ହେଉଛି , ତାହା ସହିତ ଆପଣଙ୍କୁ ଥକା ଓ ହାଲିଆ ଲାଗୁଛି ବିନା କାରଣରେ, ତାହେଲେ ମଧ୍ୟ ଆପଣ AIDS ରୋଗର ପଡିଛନ୍ତି | ତାହା ଛଡା ତସିଫୋଇଡ ହେଲା ସବୁବେଳେ, 10 ଦିନ ଧରି ଜ୍ୱର ଲାଗି ରହିବା, ଶରୀରରେ ଅଧିକ ଝାଳ ବାହାରିବା,ଓଜନ ହ୍ରାସ ହେବା, ଶରୀରରେ ନୀଳ ରଙ୍ଗର ଦାଗ ଦେଖା ଯିବା, ଶରୀରରେ ନାଲି ନାଲି ବାହାରିଯିବ,ଡ଼ାଇରିଆ ଲାଗି ରହିବା ଓ ପାଟି ଓ ଜିଭ ଯଦି ଇନଫେକ୍ସନ ହୁଏ ତାହେଲେ ଏହା AIDS ର ଲକ୍ଷଣ ହୋଇଥାଏ |

ତାହେଲେ ଏହି ଭଳି ରୋଗକୁ ଚିହିଁବା ପାଇଁ ଆମର ଶରୀରରେ ଟେଷ୍ଟ କରାଇବା ଡାକ୍ତର ଙ୍କ ପାଖକୁ ଯାଇକି ଓ ଚିକିତ୍ସିତ ମଧ୍ୟ ହେବା | ଯାହା ଯୋଗୁଁ ଆମେ ଏହି ଭଳି ରୋଗରୁ କିଛି ଟା ରକ୍ଷା ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.