Mr Kanehiya ନିୟୁ ଫିଲ୍ମ କମେଡି – ପଚାଶ ଟଙ୍କାରେ ଗୋଟିଏ କିସ ଭିଡ଼ିଓ ଦେଖିଲେ ହୋସ ଉଡିଯିବ…

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଆପଣ ମାନେ ଦେଖିଥିବେ ତେବେ ବର୍ତ୍ତମାନ ଏଭଳି ଏକ ଭିଡ଼ିଅ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣଙ୍କ ମନ ମଧ୍ୟ ଖୁସି ହୋଇଯିବ | ତେବେ ଭାଇରାଲ ହେଉଥିବା ସେହି ଭିଡିଓ ଟି ହେଉଛି ଏକ କମେଡି ଭିଡିଓ | ଆଉ ଯେଉଁଥିରେ ଅଲିଉଡ ଇଣ୍ଡୋଷ୍ଟ୍ରି ର କମେଡି କିଙ୍ଗ ପପୁ ପମପମ ସୁନ୍ଦର ଭାବରେ ନିଜର କମେଡି କୁ ପ୍ରକାଶ କରିଛନ୍ତି ଏହି ଫ୍ଲିମ ତିରେ | ଆଉ ଯେଉଁ କମେଡିରେ ଦେଖିବାକୁ ମିଳିଛି କି 50 ଟଙ୍କା ଦେଇକି ପପୁ ପମ ପମ ଝିଅ ଜଣଙ୍କୁ ଗୋଟିଏ କିସ ଦେଇଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି କମେଡି ଭିଡିଓ ଉପରେ ଟିକିଏ ନଜର ପକାଇବା |

ତେବେ ଯାହା ଜଣା ପଡୁଛି କି ଭାଇରାଲ ହେଉଥିବା ସେହି ଭିଡିଓ ଟି ହେଉଛି ମିଷ୍ଟର କହେଁଇଆ ଫ୍ଲିମ ର | ଆଉ ଏହି ଫ୍ଲିମ ଟି ନୂଆ ଆସିଥିବାର ଦେଖିବାକୁ ମିଳିଛି | ଆଉ ଏହି ଫ୍ଲିମ ରେ ସୁନ୍ଦର ଭାବରେ ବିଭିନ୍ନ ପ୍ରକାରର କମେଡିକୁ ନେଇକି ମଜାଳିଆ ଅନ୍ଦାଜ ରେ କମେଡି ଟେ ହେଇଛି ବୋଲି କୁହାଯାଉଛି | ଆଉ ଯେଉଁଥିରେ କମେଡିଆନ ପପୁ ଙ୍କ ସହିତ ଅନ୍ୟ ମାନେ ମଧ୍ୟ ସେମାନଙ୍କର ଦମଦାର ଅଭିନୟ ର କମାଲ ଦେଖାଇବାକୁ ଲାଗିଛନ୍ତି | ଆଉ ସେମାନଙ୍କର ଏହିଭଳି ଦମଦାର ଅଭିନୟ କୁ ଆପଣ ମାନେ ମଧ୍ୟ ଦେଖିଲେ ଖୁସି ହୋଇଯିବେ |

ଆଉ ଯେଉଁ ଭିଡିଓ ରେ ପପୁ ଜଣେ କଲେଜ ରେ ପଢ଼ୁଥିବା ପିଲା ର ଭୂମିକା କରିଛନ୍ତି | ଆଉ ତାଙ୍କ ସାଙ୍ଗରେ ତାଙ୍କର ଆଉ କେତେଜଣ ବାଳୁଙ୍ଗା ଗୋଷ୍ଠୀ ଥିବାର ଦେଖିବାକୁ ମିଳିଛି | ଆଉ ଯେଉଁ ଗୋଷ୍ଟି ରେ ଲଭ ବିଷୟରେ ଆଲୋଚନା ହେଉଥିବାର ଦେଖିବାକୁ ମିଳିଛି | ଆଉ ଯେଉଁଥିରେ ସେମାନଙ୍କ ମଧ୍ୟରେ ଭଲ ପାଇବା କୁ ନେଇକି କିଛି ତର୍କ ଲାଗିଯାଉଛି | ଆଉ ଯେଉଁ ଠି ପପୁ ପମ ପମ ସୁନ୍ଦର ଭାବରେ ଏକ କମେଡି କୁ ପ୍ରକାଶ କରିବାରେ ଲାଗିଛନ୍ତି | ଆଉ ଯେଉଁ କମେଡିରେ ପପୁ ପମ ପମ କହିଛନ୍ତି କି ଝିଅ ଙ୍କୁ ପିଲା ଟଚ କରିକି ସେ କିସ ଦେଇଦେବେ ବୋଲି କହିଛନ୍ତି |

ଆଉ ତାହା ଛଡା ଯଦି ସେ କିସ ବେଳେ ଝିଅ ଙ୍କୁ ଟଚ କରିଲେ ତାହେଲେ 50 ଟଙ୍କା ହାରିବେ ବୋଲି ମଧ୍ୟ କହିଛନ୍ତି | ଆଉ ଏହିଭଳି କମେଡି ଅନ୍ଦାଜ ରେ କଥା କହି ସେ କଲେଜ ରେ ପଢ଼ୁଥିବା ଝିଅ ଜଣଙ୍କୁ କିସ କରିବାକୁ ଲାଗିଛନ୍ତି | ଆଉ ଫ୍ଲିମ ରେ ଏହିଭଳି ଭାବରେ କମେଡି ସମସ୍ତଙ୍କୁ ବେଶ ଆକୃଷ୍ଟ କରେଇଛି | ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment