ବନ୍ଧୁଗଣ ଆପଣ ଜାଣିଥିବେ ଯେ ଆଗକୁ ଆସୁଥିବେ ଦୋଳ ପୂର୍ଣ୍ଣମୀ ଆମ ହିନ୍ଦୁ ଧର୍ମର ଏକ ବଡ଼ ପର୍ବ ବୋଲି ମନ ଯାଇଥାଏ, ଆପଣ ଏହି ଦିନ ଯଦି ଭଗବାନ ବିଷ୍ଣୁଙ୍କ ସହିତ ମାତା ଲକ୍ଷ୍ମୀଙ୍କ ପୂଜା କରନ୍ତି ତେବେ ଆପଣଙ୍କ ଜୀବନରୁ ସମସ୍ତ ଦୁଃଖ ଦୂର ହେବା ସହିତ ଆପଣ କେବେ ଧନର ଅଭାବ ମଧ୍ୟ ଅନୁଭବ କରିବେ ନାହିଁ |ପ୍ରଭୁ ବିଷ୍ଣୁଙ୍କି ଆପଣ ଏହି ଦିନ ମନର ଭକ୍ତି ସହକାରେ ପୂଜା କରିବା ସହିତ ଆପଣ ଯଦି ଏହି ଦିନ ନିଜର ମନସ୍କାମନା ଭଗବାନଙ୍କ ପାଖରେ ଜାଣନ୍ତି ତେବେ ଆପଣଙ୍କ ଇଛା ନିଶ୍ଚିତ ପୂରଣ ହେବ |ମୁଁ ଆଜି ଆପଣକୁ ଏହି ହୋଲିର ପର୍ବରେ ଡିମ୍ବିରୀ ବୃକ୍ଷ ବିଷୟରେ କହିବି, ଏହି ଗଛର କିଛି ଚମତ୍କାରୀ ଗୁଣ ରହିଛି ଯଦି ଆପଣଙ୍କ ଏହି ବୃକ୍ଷକୁ ଭକ୍ତି ସହକାରେ ଏହାର ନୀତି ନିୟମ ମାନିବେ ତେବେ ଆପଣଙ୍କ ଜୀବନରୁ ସମସ୍ତ ଦୁଃଖ ଦୂର ହୋଇଯିବ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ବୃକ୍ଷର ନୀତି ନିୟମ ଗୁଡିକ ବିଷୟରେ ସମ୍ପୂର୍ଣ କଥା ଜାଣିବା |
1:-ଡିମ୍ବିରୀ ବୃକ୍ଷ ପ୍ରଭୁ ବିଷ୍ଣୁଙ୍କ ବାସସ୍ଥଳୀ ଅଟେ, ପ୍ରଭୁ ବିଷ୍ଣୁ ମାତା ଲକ୍ଷ୍ମୀଙ୍କ ସହିତ ପବିତ୍ର ହୋଲି ବା ଦୋଳ ପୂର୍ଣମୀ ଦିନ ଏଥିରେ ବାସ କରନ୍ତି |ତେଣୁ ଆପଣ ପୂର୍ଣ୍ଣମୀ କିମ୍ବା ଅମାବାସ୍ୟା ଦିନ ଏକ ଲାଲ କାଗଜରେ ଡିମ୍ବିରୀ ଗଛର କ୍ଷୀରର ସ୍ୱସ୍ତିକ ଚି଼ହ୍ନ କରି ତାହାକୁ ଆପଣଙ୍କ ଘରେ ରଖନ୍ତି ତେବେ କିମ୍ବା ଆପଣଙ୍କ ଘରେ ଧନ ରଖୁଥିବା ସ୍ଥାନରେ ରଖନ୍ତି ତେବେ ଆପଣ କେବେ ଧନର ଅଭାବ ଅନୁଭବ କରିବେ ନାହିଁ |
2-ଏହା ସହିତ ଆପଣ ଏହି ଦିନ ଏକ ଲାଲୀ କାଗଜରେ ନିଜର ମନ କଥା ଲେଖି ତାହାକୁ ପାଣି ସ୍ରୋତରେ ଭସାଇ ଦିଅନ୍ତି ତେବେ ଆପଣଙ୍କ ମନସ୍କାମନା କିଛିଦିନ ଭିତରେ ନିଶ୍ଚିତ ପୂରଣ ହେବା ସହିତ ଆପଣ ଭଗବାନ ବବିଷ୍ଣୁଙ୍କ କୃପା ମଧ୍ୟ ଲାଭ କରିବେ |
3-ଆପଣ ସନ୍ଧ୍ୟା ସମୟରେ ବା ସୂର୍ଯ୍ୟାସ୍ତ ପୂର୍ବରୁ କିଛି ପାଚିଲା ଡିମ୍ବିରୀ ଫଳ ଆଣି ତାହାକୁ ଆପଣ ପୂଜା କରି ନିଜର ଅଳମିର କିମ୍ବା ଚାଉଳ ରଖୁଥିବା ସ୍ଥାନରେ ରଖନ୍ତି ତେବେ ଆପଣଙ୍କ ଘରେ କେବେ ଆପଣ ଆର୍ଥିକ ସମସ୍ୟା ଭୋଗ କରିବେ ନାହିଁ |ଏହା ସହିତ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ସର୍ବଦା ରହିବ |
4-ଏହି ଡିମ୍ବିରୀ ଫଳକୁ ଆପଣ ଏକ ଲାଲ କପଡ଼ାରେ ବାନ୍ଧି କାର୍ଯ୍ୟ କରୁଥିବା ସ୍ଥାନରେ ରଖନ୍ତି ତେବେ ଆପଣଙ୍କ କାର୍ଯ୍ୟରେ ପ୍ରଗତି ହେବା ସହିତ ଆପଣ ଯଦି ଏହାକୁ ଦୋକାନ ଘରେ ରଖନ୍ତି ତେବେ ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଯିବ |ଆପଣଙ୍କ ବ୍ୟବସାୟରେ ମଧ୍ୟ ଉନ୍ନତି ଦେଖାଯିବ |
5- ଆପଣ ଏହି ଦୋଳ ପୂର୍ଣ୍ଣିମା ଦିନ ଏହି ଡିମ୍ବିରୀ ଫଳକୁ ଆଣି ଏହାକୁ ଵିଧି ପୂର୍ବକ ପୂଜା କରି ଯଦି ଆପଣଙ୍କ ଘରେ ରଖନ୍ତି ତେବେ ଆପଣଙ୍କ ଗରିବୀ ଜୀବନ ଦୂର ହେବା ସହିତ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିବେ ଆପଣ ଆପଣଙ୍କ ପରିବାର ସହିତ ସର୍ବଦା ଖୁସିରେ ରହିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।