ମାତ୍ର 2ଟି ଦିଆସିଲି କାଠି ( Matchbox ) ରେ ଯୁବକ ବନିଲେ ହେଲିକ୍ୟାପ୍ଟର ତା’ ପରେ ହଠାତ୍ ଯାହା ହେଲା…

ଆପଣ ମାନେ ଜାଣିଥିବେ ସୋସିଆଲ ମିଡ଼ିଆରେ ସବୁ ବେଳେ କିଛି ନା କିଛି ନୂଆ ନୂଆ ଭିଡ଼ିଓ ମାନ ଭାଇରାଲ ହୋଇଥାଏ | ଆଉ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ବହୁତ ଖୁସି ଲାଗିଥାଏ ତାହା ସହିତ ଅନେକ କିଛି କଥା ଶିଖିବାକୁ ମଧ୍ୟ ମିଳିଥାଏ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ସେଥିରେ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ନିଜର ବୁଦ୍ଧି କୁ ଘୋଟାଇ ଦିଆସିଲି କାଠି ସାହାଯ୍ୟ ରେ ତିଆରି କରିଛନ୍ତି ହେଲିକ୍ୟାପ୍ଟର ଟିକୁ | ଆଉ ଯାହାର ଏକ୍ସପେରିମେଣ୍ଟ କରି ପିଲାଟି ନୂଆ ସଫଳତା ପାଇଛି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ଦିଆସିଲି କାଠି ରୁ ତିଆରି ହେଉଥିବା ହେଲିକ୍ୟାପ୍ଟର ତିଆରି ବିଷୟରେ ଜାଣିବା |

ତେବେ ଯାହା କୁହାଯାଉଛି କି ଏହି ହେଲିକ୍ୟାପ୍ଟର ତିଆରି ର ଏକ୍ସପେରିମେଣ୍ଟ ରେ ବ୍ୟବହାର ହେଉଥିବା ସାମଗ୍ରୀ ଗୁଡିକ ହେଉଛି ଏକ ଦିଆସିଲି ଖୋଳ, ବ୍ୟାଟେରୀ, ଲାଇଟ, ଅଠା ଏବଂ ସରୁ କାଠି | ତାହେଲେ ଆସନ୍ତୁ ଏବେ ଆମେ ମାନେ ହେଲିକ୍ୟାପ୍ଟର ର ତିଆରି ବିଷୟରେ ଜାଣିବା | ତେବେ ଏହି ପରୀକ୍ଷା ପାଇଁକି ଆପଣ ମାନଙ୍କୁ ଆବଶ୍ୟକ ପଡିବ ଦିଆସିଲି ର ଖୋଳ | ଆଉ ସରୁ ସରୁ ଦିଆସିଲି କାଠି କୁ ନେଇକି ଛୋଟ ଛୋଟ 4 ଟି ଓ ପରେ 2 ଟି ଖଣ୍ଡ କରିବା |

ଆଉ ଏହି ଦିଆସିଲି ଖୋଳ ବସିବା ପାଇଁ ଏହି 4 ଟି କାଠି କୁ ଅଠା ସାହାଯ୍ୟ ରେ ଲଗାଇବା | ଆଉ ଦୁଇ ଟି ବଡ଼ କାଠି ଏହିପରି ଭାବରେ ଲଗାନ୍ତୁ ଯାହାକୁ ଦେଖିଲେ ହେଲିକ୍ୟାପ୍ଟର ର ଷ୍ଟାଣ୍ଡ ଭଳି କାମ କରିବ ବୋଲି କୁହାଯାଉଛି | ତାହା ପରେ ଆପଣ ଗୋଟିଏ ବ୍ୟାଟେରୀ ଓ ଗୋଟିଏ ଛୋଟ ବଲ ଦିଅନ୍ତୁ ଆଉ ତାହା କୁ ଦିଆସିଲି ଖୋଳ ରେ ଲଗାଇ ଦିଅନ୍ତୁ |ଆଉ ତାହା ପରେ କୁହାଯାଉଛି କି ଏହି ହେଲିକ୍ୟାପ୍ଟର ଟି ପ୍ରସ୍ତୁତ କରିବା ପାଇଁକି ଆପଣ ମାନେ ସେଥିରେ ହେଲିକ୍ୟାପ୍ଟର ର ଲାଇଟ ଓ ଫେନ ଲଗାଇ ଦିଅନ୍ତୁ ଏବଂ ଏହାକୁ ଗୋଟିଏ ରିମୋଟ କଣ୍ଟ୍ରୋଲର ସହ ଭଲ ଭାବରେ ଲଗାଇ ଦିଅନ୍ତୁ |

ତାହା ପରେ କୁହାଯାଉଛି କି ଏହି ହ୍ୟାଲିକୋପ୍ଟର ଟି ପ୍ରସ୍ତୁତ ହୋଇ ସାରିବା ପରେ ଆପଣ ମାନେ ତାହାକୁ ରିମୋଟ ଦ୍ୱାରା କଣ୍ଟ୍ରୋଲ କରି ପାରିବେ ଓ ତାହା ସହିତ ପଙ୍ଖା ସାହାଯ୍ୟ ରେ ଆପଣ ମାନେ ତାହାକୁ ଉଡାଇ ପାରିବେ ବୋଲି ମଧ୍ୟ ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଭିଡ଼ିଓ ଟିରେ |ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଓ ଲୋକ ମାନେ ମଧ୍ୟ ଏହାକୁ ପସନ୍ଦ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment