ହଁ ବନ୍ଧୁ ଗଣ ସୋସିଆଲ ମିଡିଆରେ ଏବେ ଗୋଟିଏ କଥା ବେଶ ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି ଯାତ୍ରା ପାଟି ରେ ଚାଲିଥିବା ହଟ ଆଇଟମ ଡାନ୍ସ କୁ ନେଇକି କିଛି କଥା | ଆଉ ଯେଉଁଠି କୁହାଯାଉଛି କି ଅଶ୍ଳୀଳ ଭାବରେ ଡାନ୍ସ କରିବା ଯୋଗୁ ତାହା ଆମ ଯୁବ ପିଢ଼ି ମାନଙ୍କ ଉପରେ ଗୋଟିଏ ଖରାପ ପ୍ରଭାବ ପକାଉଛି | ଆଉ ଯାହାକୁ ବନ୍ଦ କରିବା ନିହାତି ଆବଶ୍ୟକ ବୋଲି ମଧ୍ୟ କହିବାକୁ ଲାଗିଛନ୍ତି ମହିଳା ମନ୍ଦାକିନୀ | ଆଉ ଯେଉଁଥିପାଇଁ ସେ ମୁହଁ ଖୋଲିବା ସହିତ ଷ୍ଟେଜ ଉପରକୁ ଜୋତା ଫିଙ୍ଗିଥିଲେ ବୋଲି ମଧ୍ୟ କୁହାଯାଉଛି | ତାହେଲେ ଆସନ୍ତୁ ଆଉ କଣ ସବୁ କହିଛନ୍ତି ମନ୍ଦାକିନୀ ସେ ବିଷୟରେ ଅଧିକ ଆଲୋଚନା କରିବା |
ତେବେ ମିଳିଥିବା ସୂଚନା ଅନୁସାରେ ଯାହା ଜଣା ପଡିଛି କି କାଳୀପୂଜା ଅବସରରେ ଭଦ୍ରକ ରେ ଆୟୋଜନ କରାଯାଇଥିଲା ଏକ ବିରାଟ ଯାତ୍ରା ର ମଞ୍ଚ | ଆଉ ଯେଉଁଠି ଜଣା ପଡିଛି କି ଚରମ୍ପା ଯାତ୍ରା ଅଞ୍ଚଳରେ ରାଜନନ୍ଦିନୀ ଯାତ୍ରା କମିଟି ତରଫରୁ ଏକ ବିରାଟ ଯାତ୍ରା ର ଆୟୋଜନ କରାଯାଇଥିଲା ଏଠାରେ | ଆଉ ଯେଉଁଠି ଜଣା ପଡିଛି କି ଯାତ୍ରା ରେ ରାଣୀ ପ୍ରିୟଦର୍ଶିନୀ ତାଙ୍କର କମାଲ ଦେଖାଇବାକୁ ଲାଗିଥିଲେ | ଆଉ ଯେଉଁଠି ଡାନ୍ସ କରୁଥିବା ସମୟରେ ଅଶ୍ଳୀଳ ତା ଭାବରେ ଡାନ୍ସ କରିବା ପାଇଁ ମଧ୍ୟ ଲାଗିଥିଲେ ରାଣୀ | ଆଉ ଯେଉଁଥିପାଇଁ ଏହିଭଳି ଗୋଟିଏ ପରିସ୍ଥିତି ସୃଷ୍ଟି ହୋଇଥିଲା |
ଆଉ ଯାହା ଫଳରେ ମହିଳା ଜଣଙ୍କର ଚପଲ ମାଡ଼ କରିବା ସହିତ ଷ୍ଟେଜ ଉପରକୁ ଯାଇ ମଧ୍ୟ ଗାଳି ଗୁଲଜ କରିବା ପାଇଁ ଲାଗି ପଡିଥିଲେ | ଆଉ ତାଙ୍କର କହିବା କଥା କି ଆଜି କାଲି ଝିଅ ମାନଙ୍କର ଇଜ୍ଜତ ଏହି ଭଳି କେତେକ ଝିଅ ଙ୍କ କାରଣରୁ ତଳକୁ ଖୋସିବାରେ ଲାଗିଛି | ଆଉ ଯେଉଁଠି କୁହାଯାଉଛି କି ଝିଅ ମାନଙ୍କୁ ଝିଅ ଭଳି ନ ଦେଖି ଏକ ଖେଳନା ଭଳି ମନା ଯାଉଛି | ଆଉ କଣ୍ଢେଇ ପରି ସେମାନଙ୍କୁ ନଚେଇବାକୁ ଲାଗିଛନ୍ତି | ଆଉ ଏହିଭଳି ଏକ ଦୃଶ୍ୟ କୁ ଦେଖିବା ପରେ ଲୋକ ମାନଙ୍କ ଉପରେ ଏକ ଖରାପ ପ୍ରଭାବ ପକାଇଛି ବୋଲି ମଧ୍ୟ କୁହାଯାଉଛି |
ମହିଳା ଜଣଙ୍କର କହିବା କଥା କି ଆଜିର ସମାଜ ଧୀରେ ଧୀରେ ତଳକୁ ଖୋସିବାରେ ଲାଗିଛି | ଆଉ ଯେଉଁଠି ନାରୀ ର ସଂମ୍ମାନ କୁ ନ ଦେଖି ବିଭିନ୍ନ ପ୍ରକାରର ପୂଜା ପର୍ବ ଆଉ ବିବାହ ରେ ଏହି ଭଳି ଭାବରେ ଅଶ୍ଳୀଳ ଭାବରେ ଡାନ୍ସ କରିବାରେ ଲାଗିଛନ୍ତି | ଆଉ ଯାହାର ସିଧା ସଳଖ ପ୍ରଭାବ ପକାଇବାକୁ ଲାଗିଛି ଆମ ଯୁବ ପିଢ଼ି ଙ୍କ ଉପରେ ଯାହାକୁ ବନ୍ଦ କରିବା ଆବଶ୍ୟକ ଅଟେ | ଆଉ ମନ୍ଦାକିନୀ ଙ୍କର ଏହି କଥା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।