New Twist – ହ୍ୟୁମାନ ସାଗର ( Human Sagar ) ଗୀତ ଗାଇ ଆସୁଛି, ବହେ ମାରୁଛି | ମତେ ଆଉ ମୋ ପିଲାକୁ… ଏ ନେଇ କଣ କହୁଛନ୍ତି ହ୍ୟୁମାନ ଙ୍କ ସ୍ତ୍ରୀ ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଗୋଟିଏ ଖବର ବର୍ତ୍ତମାନ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି ଆଉ ତାହା ହେଉଛି ହ୍ଵିମାନ ସାଗର ଙ୍କୁ ନେଇକି କିଛି ଖବର | ତେବେ ହ୍ଵିମାନ ଙ୍କ ନାଁ ରେ ଅଭିଯୋଗ ଆଣିଛନ୍ତି ତାଙ୍କର ପତ୍ନୀ ଆଉ କହିଛନ୍ତି କି ତାଙ୍କର ସ୍ୱାମୀ ଜଣେ ଭଲ କଣ୍ଠ ଶିଳ୍ପୀ ହୋଇ ପାରନ୍ତି କିନ୍ତୁ ଜଣେ ଭଲ ସ୍ୱାମୀ ନୁହଁନ୍ତି |ଆଉ ସେ ତାଙ୍କୁ ଭଲ ପାଆନ୍ତି ନାହିଁ ଗୀତ ଗାଇ ଆସିବା ପରେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ମଧ୍ୟ ଦିଅନ୍ତି ବୋଲି କହିଛନ୍ତି | ଆଉ ଯେଉଁ ଘଟଣା କୁ ନେଇକି ବର୍ତ୍ତମାନ ଥାନା ର ଦ୍ୱାରସ୍ଥ ହୋଇଛନ୍ତି ହ୍ଵିମାନ ଙ୍କର ପତ୍ନୀ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ସମସ୍ତେ ସାରା ଓଡିଶା ରେ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ହୃଦୟରେ ଘର କରିଥିବା ଓଡିଶା ର ନମ୍ବର 1 ସଂଗୀତ କାର ହ୍ଵିମାନ ସାଗର ଙ୍କୁ ଜାଣିଥିବେ | ତେବେ ସେ ଜଣେ ଭଲ ସିଙ୍ଗର ହୋଇ ପାରନ୍ତି କିନ୍ତୁ ଜଣେ ଭଲ ସ୍ୱାମୀ ନୁହନ୍ତି ବୋଲି କହିଛନ୍ତି ହ୍ଵିମାନ ଙ୍କର ସ୍ତ୍ରୀ | ତେବେ କିଛି ଦିନ ଆଗରୁ ମଞ୍ଚ ଉପରେ ହ୍ଵିମାନ ଜଗନ୍ନାଥ ଙ୍କର ଭଜନ ଗାଇବା କୁ ଅରାଜି ହୋଇଥିଲେ ଓ ପରେ ରାଜି ହେଉଥିଵା କଥା ମଧ୍ୟ ଆପଣ ମାନେ ଶୁଣିବାକୁ ପାଉଥିବେ |

ତେବେ ବର୍ତ୍ତମାନ ହ୍ଵିମାନ ଙ୍କ ସ୍ତ୍ରୀ କହିଛନ୍ତି କି ହ୍ଵିମାନ ଗୀତ ଗାଇ ଆସିବା ପରେ ବଢ଼େଇ ଥାଆନ୍ତି ତାଙ୍କର ସ୍ତ୍ରୀ ଙ୍କୁ | ଆଉ ତାହା ସହିତ ଶାରୀରିକ ଆଉ ମାନସିକ ନିର୍ଯାତନା ମଧ୍ୟ ଦେଇଥାନ୍ତି | ତେବେ ତାଙ୍କର ଘର ବଲାଙ୍ଗୀରି ରେ ହୋଇଥିବା ବେଳେ ହ୍ଵିମାନ କଟକ ରେ ଆସିକି ତାଙ୍କର ପତ୍ନୀ ଙ୍କ ସହିତ ରହୁଥିଲେ | ତେବେ ସ୍ୱାମୀ ଙ୍କର ଏହି ଭଳି ବ୍ୟବହାର କୁ ଦେଖିକି ହ୍ଵିମାନ ଙ୍କ ପତ୍ନୀ ବାଲେଶ୍ୱର ରେ ତାଙ୍କର ବାପ ଘରକୁ ପଳେଇ ଯାଇଥିଲେ ବୋଲି କୁହାଯାଉଛି |ଆଉ ସ୍ୱାମୀ ଙ୍କର କିଛି ବି ସୁଧାର ଆସୁଥିବାର ନ ଦେଖି କଟକ ଡିସିପି ଙ୍କ ପାଖକୁ ଯାଇଥିଲେ ସେ |

ଆଉ ସେଠାରେ ଡିସିପି ହ୍ଵିମାନ ଙ୍କର ପତ୍ନୀ ଙ୍କୁ ମହିଳା ଥାନା କୁ ପଠାଇ ଦେଇଥିଲେ ଆଉ ହ୍ଵିମାନ ଙ୍କ ସହ ତାଙ୍କର ପତ୍ନୀ ଙ୍କୁ ଥାନା ରେ ହାଜିର ହେବା ପାଇଁ ମଧ୍ୟ କହିଥିଲେ | ଆଉ ଏହି ଘଟଣା କୁ ନେଇକି ହ୍ଵିମାନ ଙ୍କ ଫ୍ରେଣ୍ଡ୍ସ ମାନେ କହିଛନ୍ତି କି ଜାଣି ଜାଣି କଣ ପାଇଁ ନିଜର ଲାଇଫ କୁ ବର୍ବାଦ କରୁଛନ୍ତି ବୋଲି | ଆଉ ବର୍ତ୍ତମାନ ହ୍ଵିମାନ ଙ୍କ କଥା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment