ପୁଣି ସାମ୍ନାକୁ ଆସିଲା ଭିଡିଓ ଅସୀମା ପଣ୍ଡା ଏବଂ ହ୍ୟୁମାନ ସାଗର ଙ୍କ ଝିଅର ମସ୍ତି ଭିଡ଼ିଓ… ମାତ୍ର 4 ଘଣ୍ଟାରେ 16 କୋଟି ରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାହା କୁ ଦେଖିଲେ ଆପଣ ମାନଙ୍କୁ ବେଶ ଭଲ ଲାଗିଥାଏ ଆଉ ବାରମ୍ବାର ସେହି ଭଳି ଭିଡ଼ିଓ କୁ ଦେଖିବା ପାଇଁ ମଧ୍ୟ ଇଚ୍ଛା ଆଉ ଆଗ୍ରହ ମଧ୍ୟ ବଢିଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଠାରେ ସେହି ଭଳି କିଛି ଭିଡ଼ିଓ ଦେଖିବାକୁ ମିଳିଛି ଆଉ ଯେଉଁଠି ହ୍ଵିମାନ ସାଗଇ ଙ୍କର ଝିଅ ଙ୍କ ସହିତ ମସ୍ତି କରିବାରେ ଲାଗିଛନ୍ତି ସିଙ୍ଗର ଅସୀମା ପଣ୍ଡା | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ସମସ୍ତେ ଓଡ଼ିଶାରେ ନିଜର କଣ୍ଠ ର ଯାଦୁ ରେ ଦର୍ଶକ ମାନଙ୍କର ହୃଦୟରେ ରାଜ କରୁଥିବା ଆମ ସମସ୍ତ ଙ୍କର ଅତି ପ୍ରିୟର ସିଙ୍ଗର ଅସୀମା ପଣ୍ଡା ଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ | ଯିଏ କି ଖାଲି ଓଡିଶା ରେ ନୁହଁ ନିଜର କଣ୍ଠ ସ୍ୱର ମାଧ୍ୟମରେ ସାରା ଭାରତରେ ଲୋକ ମାନଙ୍କର ହୃଦୟରେ ଜାଗା ବନେଇ ପାରିଛନ୍ତି ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ ଓଡିଶା ର ସେହି ଲୋକ ପ୍ରିୟ ସିଙ୍ଗର ଅସୀମା ପଣ୍ଡା ନଜର ଆସିଛନ୍ତି | ତେବେ ଅସୀମା ଏକ ନୁହଁ ତାଙ୍କର ସହିତ ଜଣେ କୁନି ଝିଅ ମଧ୍ୟ ନଜର ଆସିଛନ୍ତି |

ଆଉ ଅସୀମା ଙ୍କ ସହିତ ଦେଖିବାକୁ ମିଳିଥିବା ସେହି କୁନି ଝିଅ ଜଣଙ୍କ ହେଉଛନ୍ତି ହ୍ଵିମାନ ଙ୍କର କୁନି ଝିଅ | ଆଉ ଯାହାକୁ ଅସୀମା ପଣ୍ଡା ଧରିଛନ୍ତି ଆଉ ତାଙ୍କ ସହିତ ମଜା ଓ ମସ୍ତି ମଧ୍ୟ କରିବାକୁ ଲାଗିଛନ୍ତି ବୋଲି ମଧ୍ୟ କୁହାଯାଉଛି |ତାହା ସହିତ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ଅସୀମା ହ୍ଵିମାନ ଙ୍କ ଝିଅ କୁ ଧରିଥିଲା ବେଳେ କୁନି ଝିଅ ଅସୀମା ପିନ୍ଧିଥିବା ହାର କୁ ଟାଣିବାକୁ ଲାଗିଛନ୍ତି |

ଆଉ ଯାହାକୁ ଦେଖିକି ଅସୀମା କହୁଛନ୍ତି କି ସେହି ହାର କୁ ଛିଣ୍ଡେଇ ଡେ ଆଉ ତୋର ବାପ ଙ୍କୁ କହିବୁ ଗୋଲଡ ରେ ଏକ ହାର କୁ ବନେଇ ଦେବା ପାଇଁ | ଆଉ ଏହି ଭଳି ଭାବରେ ବାରମ୍ବାର ପିଲା ଟି ଅସୀମା ଙ୍କର ହାର କୁ ଟାଣିବାକୁ ଲାଗିଥିଲା | ତେବେ ଅସୀମା ଓ ହ୍ଵିମାନ ଙ୍କର କୁନି ଝିଅ ର ଏହିଭଳି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି, ଆଉ ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ ମଧ୍ୟ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment