ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଲା ହ୍ୟୁମାନ ସାଗର ଙ୍କ ଏହି ଗୀତ ” ହାରିଗଲି ପ୍ରେମରେ ମୁଁ ଖାଇଗଲି ଧୋକା “… ମାତ୍ର 4 ଘଣ୍ଟାରେ 40 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ବନ୍ଧୁ ଗଣ ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଅନେକ ଆଧୁନିକ ଗୀତ ମଧ୍ୟ ଭାଇରାଲ ହେଉଥିବାର ଆପଣ ମାନଙ୍କ ନଜର କୁ ଆସିଥିବ | ଆଉ ଯାହା କୁହାଯାଉଛି କି ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଓଡିଶା ର ଲୋକ ପ୍ରିୟ ସିଙ୍ଗର ହ୍ଵିମାନ ସାଗର ଙ୍କ ଦ୍ୱାରା ପ୍ରକାଶିତ ଏକ ଦୁଃଖ ଭରା ଆଧୁନିକ ଗୀତ ଟି |ଆଉ ଏହି ଗୀତ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ସମସ୍ତେ ଓଡିଶା ର ଘରେ ଘରେ ନିଜର ସ୍ୱର ମାଧ୍ୟମରେ ଦର୍ଶକ ମାନଙ୍କର ହୃଦୟରେ ଜାଗା କରିଥିବା ଖାଲି ଆମର ନୁହଁ ସାରା ଓଡିଶା ର ଲୋକ ମାନଙ୍କର ମନକୁ ଜିତି ପାରିଥିବା ସେହି ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ହ୍ଵିମାନ ସାଗର ଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ | ଯିଏ କି ଆମ ଅଲିଉଡ ଇଣ୍ଡୋଷ୍ଟ୍ରି ପାଇଁକି ବହୁତ ଗୀତ ଗାଉଛନ୍ତି ଓ ତାଙ୍କର ଗୀତ ର ସ୍ୱରରେ ସମସ୍ତଙ୍କୁ ମଜେଇ ଦେଇଛନ୍ତି |ତେବେ ବର୍ତ୍ତମାନ ହ୍ଵିମାନ ସାଗର ଙ୍କର ଏକ ସେଡ ସଙ୍ଗ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଆଉ ଯାହା ଦର୍ଶକ ମାନଙ୍କ ର ମନକୁ ଛୁଇଁଲା ଭଳି ହୋଇଛି |

ଆଉ ହ୍ଵିମାନ ସାଗର ଙ୍କର ଭାଇରାଲ ହେଉଥିବା ସେହି ଗୀତ ଟି ହେଉଛି “ତା ଠୁ ଆରମ୍ଭ ପ୍ରେମ ତ ପାଖରେ ଶେଷ “| ଆଉ ଯାହା କୁହାଯାଉଛି କି ଏହି ଗୀତ ରେ ସୁନ୍ଦର ଭାବରେ ଦେଖିବାକୁ ମିଳିଛି କି ଲଭ ରେ ଫେଲିୟର ହେବା ପରେ ଏହି ଗୀତ ଟି ପ୍ରେମୀ କା ପାଇଁକି କୁହାଯାଇଛି | ଆଉ ଏକ ସେଡ ଲଭ ଷ୍ଟୋରି କୁ ନେଇକି ଏହି ଗୀତ ଟି ପ୍ରକାଶ ପାଇଛି ବୋଲି ମଧ୍ୟ କୁହାଯାଉଛି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ |

ଆଉ ଏହି ଆଲବମ ରେ ପ୍ରଥମେ ହାରିଗଲି ପ୍ରେମରେ ମୁଁ ପାଇଗଲି ଧୋକା ବୋଲି କୁହାଯାଇଛି | ତେବେ ପ୍ରେମରେ ହାରିବା ପରେ ଓ ନିଜର ଜୀବନରେ ଭଲ ପାଇବା ରେ ଧୋକା ପାଇବା ପରେ ପ୍ରେମିକା ମନରେ ଥିବା ଫିଲିଂସ କୁ ଏହି ଗୀତ ମାଧ୍ୟମରେ ପ୍ରକାଶ କରିଛନ୍ତି ହ୍ଵିମାନ ସାଗର | ଆଉ ଏହି ଗୀତ ଟି ଏତେ ସୁନ୍ଦର ଭାବରେ ଗାଇଥିଲେ ସେ କି ଦର୍ଶକ ମାନେ ମଧ୍ୟ ତାଙ୍କର ଏହି ସୁମଧୁର ସ୍ୱର ରେ ପୁରା ପୁରି ମୋତୁଆଲା ହୋଇ ଯାଇଛନ୍ତି ବୋଲି କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment