Swastik Tv News Odisha

IAS ଇଣ୍ଟରର୍ଭୁ ପ୍ରଶ୍ନ : ପୁଅ ମାନଙ୍କର କେଉଁ ଜିନିଷ ବଡ଼ ହେଉ କି ଛୋଟ ହେଉ , ବାହାଘର ପରେ ନେବାକୁ ପଡ଼ିଥାଏ, ତାହା କଣ ?

0

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ IAS ପରୀକ୍ଷା ଇଣ୍ଟରଭୁ ପରୀକ୍ଷା ରେ ପଚାରା ଯାଇଥିବା କେତୋଟି ଚତୁର ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ଆଜିକାଲିର ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ଚତୁର ପ୍ରଶ୍ନ;

(୧) ପ୍ରଶ୍ନ :- ଭୁବନେଶ୍ୱର ସହରର ପ୍ରାଚୀର ନାମ କଣ ?
ଉତ୍ତର :- ଏକାମ୍ର କ୍ଷେତ୍ର।

(୨) ପ୍ରଶ୍ନ :- ଭାରତର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀଙ୍କ ନାମ କଣ ?
ଉତ୍ତର :- ଚନ୍ଦ୍ରବାବୁ ନାଇଡୁ।

(୩) ପ୍ରଶ୍ନ :- କେଉଁ ଜିନିଷକୁ ପିଇଲେ ସକାଳୁ ସକାଳୁ ଫ୍ରି ଲାଗେ ?
ଉତ୍ତର :- ଚା/ କଫି।

(୪) ପ୍ରଶ୍ନ :-ନବଜାତ ଶିଶୁ କେତୋଟି ରଙ୍ଗ ଦେଖିପାରେ ?
ଉତ୍ତର :- ୨ ଟି।

(୫) ପ୍ରଶ୍ନ :- ଏମିତି କେଉଁ ଜିନିଷ ଯାହା ପାଖରେ ଡେଣା ନାହିଁ କିନ୍ତୁ ସେ ଉଡ଼ିଥାଏ ?
ଉତ୍ତର :- ଗୁଡି।

(୬) ପ୍ରଶ୍ନ :- କେଉଁ ଦେଶରେ ସବୁଠାରୁ ଅଧିକ ପିଆଜ ଉତ୍ପାଦନ ହୋଇଥାଏ ?
ଉତ୍ତର :- ଭାରତ।

(୭) ପ୍ରଶ୍ନ :- ଏମିତି କେଉଁ ଜିନିଷ ଆମେ ଖାଇଥାଉ କିନ୍ତୁ ଦେଖି ପାରି ନଥାଉ ?
ଉତ୍ତର :- ରାଣ।

(୮) ପ୍ରଶ୍ନ :- ଏମିତି କେଉଁ ଜିନିଷ ଯାହାକୁ ଗରମ କଲେ ବସିଯାଏ ?
ଉତ୍ତର :- ଅଣ୍ଡା।

(୯) ପ୍ରଶ୍ନ :- ସରକାରୀ ଚାକିରୀ ପାଇବା ପାଇଁ ପରୀକ୍ଷା ଦେବା ପ୍ରକ୍ରିୟା କେଉଁ ଦେଶରେ ଆରମ୍ଭ ହୋଇଥିଲା ?
ଉତ୍ତର :- ଚୀନ।

(୧୦) ପ୍ରଶ୍ନ :- ପ୍ରଧାନମନ୍ତ୍ରୀ ହେବା ପାଇଁ ସର୍ବନିମ୍ନ ବୟସ କେତେ ହେବା ଦରକାର ?

ଉତ୍ତର :- ୨୫ ବର୍ଷ।

(୧୧) ପ୍ରଶ୍ନ :- ବିଶ୍ୱରେ କେଉଁ ବ୍ୟକ୍ତିଙ୍କ ର ୩୯ ଜଣ ସ୍ତ୍ରୀ ଏବଂ ୯୪ ଜଣ ପିଲା ଅଛନ୍ତି ?
ଉତ୍ତର :- ଜିଓନା ଚାନା।

(୧୨) ପ୍ରଶ୍ନ :- କେଉଁ ଦେଶର ଲୋକମାନେ ଅଧିକ ମିଠା ଖାଦ୍ୟ ଖାଇବାକୁ ଭଲ ପାଆନ୍ତି ?
ଉତ୍ତର :- କ୍ୟୁବା।

(୧୩) ପ୍ରଶ୍ନ :- କେଉଁ ପ୍ରାଣୀ ସବୁଠାରୁ ଅଧିକ ଦୟାଳୁ ଅଟନ୍ତି ?
ଉତ୍ତର :-ହାତୀ।

(୧୪) ପ୍ରଶ୍ନ :- କେଉଁ ଦେଶରେ ପଚାଶ ହଜାର ଟଙ୍କାର ନୋଟ ପ୍ରଚଳିତ ହେଉଛି ?
ଉତ୍ତର :- ଭିଏତନାମା।

(୧୫) ପ୍ରଶ୍ନ :- ଯଦି ଜଣେ ବ୍ୟକ୍ତି କମ ଲୁଣ ଖାଉଛି ତାକୁ କେଉଁ ରୋଗ ହେବାର ସମ୍ଭାବନା ରହିଛି ?
ଉତ୍ତର :- ଗଳଗଣ୍ଡ।

(୧୬) :- ପୁଅ ମାନଙ୍କର ବଡ଼ ହେଉ କି ଛୋଟ ବାହାଘର ପରେ ସବୁ ଝିଅଙ୍କୁ ନେବାକୁ ପଡେ, ତାହା କଣ ?
ଉତ୍ତର :- ଉପନାମ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.