Swastik Tv News Odisha

IAS ପ୍ରଶ୍ନ – ଏମିତି କେଉଁ ଜିନିଷରେ ଝିଅଟିଏ ପିନ୍ଧିଲେ ପୁଅମାନେ ଏହାକୁ ଦେଖି ବେଶି ଆକର୍ଷିତ ହୋଇଥାନ୍ତି ?? ଉତ୍ତର ୫ ସେକେଣ୍ଡ ମଧ୍ୟରେ ଦେବାର ଚେଷ୍ଟା କରନ୍ତୁ

0

ବନ୍ଧୁଗଣ ଆପଣଙ୍କୁ ବଡ ବଡ ପଦବୀ ପାଇଁ ହେଉଥିବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ହେଲେ ଲିଖିତ ପରୀକ୍ଷା କୁ ପାସ୍ କରିବା ପରେ ଆପଣଙ୍କୁ ମୌଖିକ ପରୀକ୍ଷା ଦେବାକୁ ପଡିଥାଏ। ତେବେ ମୌଖିକ ପରୀକ୍ଷା ରୁ ଜଣେ ଛାତ୍ର ବା ଛାତ୍ରୀ ର ବୌଦ୍ଧିକ ପରୀକ୍ଷା ର ପରିମାପ କରା ଯାଇଥାଏ।ତେବେ ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା ମାନଙ୍କରେ ଲିଖିତ ପରୀକ୍ଷା ସହିତ ସାକ୍ଷାତକାର ର ମଧ୍ୟ ବହୁତ୍ ଭୂମିକା ରହିଥାଏ।ତେବେ କିଛି ପ୍ରଶ୍ନ ଏମିତି ହୋଇଥାଏ କି ଯାହା ର ଉତ୍ତର କେବଳ ଉପସ୍ଥିତ ବୁଦ୍ଧି ବଳରେ ହିଁ ଦେଇଥାଏ। ସେହିଭଳି ଆଜିର ଏହି ଲେଖାରେ ଆମେ କିଛି ପ୍ରଶ୍ନ ଆପଣଙ୍କୁ ପଚାରିବୁ ଯାହାର ଉତ୍ତର ଆପଣଙ୍କୁ ଦେବାକୁ ପଡ଼ିବ।

ତେବେ ଏହି ପ୍ରଶ୍ନ ଗୁଡିକ ଟିକିଏ ମଜାଦାର ଏବଂ କିଛି ପ୍ରଶ୍ନ ଡବଲ୍ ମିନିଂ ପ୍ରଶ୍ନ ଅଟେ ଏବଂ ଏହାର ଉତ୍ତର ଦେବାକୁ ଅନେକ ନିଜକୁ ବିଚଳିତ କରି ଦେଇଥାନ୍ତି।ତେବେ ନିଜର ଉପସ୍ଥିତ ବୁଦ୍ଧି କୁ ପ୍ରୟୋଗ କରି କିଛି ପ୍ରଶ୍ନ ର ଉତ୍ତର ଦେବାକୁ ପଡ଼ିଥାଏ କାରଣ ଏହା କୌଣସି ବିଷୟ ଗତ ପ୍ରଶ୍ନ ନୁହଁ। ସକାରାତ୍ମକ ଉପାୟରେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ଅଛି ଆମକୁ ସେହିଭଳି ଉତ୍ତର ଦେଖିବାକୁ ପଡ଼ିବ ଯାହାର ଅନ୍ୟ ଅର୍ଥ ମଧ୍ୟ ରହିଥାଏ। ସେହି ପ୍ରଶ୍ନ ବିଷୟରେ ଆମେ ଆଜି ପଚାରିବୁ ଯାହାର ଉତ୍ତର ପ୍ରାୟ ଲୋକ ଜାଣି ନଥିବେ। ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ପ୍ରଶ୍ନ।

ପ୍ରଶ୍ନ ୧) ଏମିତି କଣ ଜିନିଷ ଯାହା ଜଣେ ଝିଅ ପାଖରେ ବିବାହ ପୂର୍ବରୁ ଥାଏ ଏବଂ ବିବାହ ସମୟରେ ମଧ୍ଯ ଥାଏ କିନ୍ତୁ ବିବାହ ପରେ ଆଉ ନଥାଏ?
ଉତ୍ତର- ସେମାନଙ୍କର ସର୍ ନେମ ବା ସାଜ୍ଞା।

ପ୍ରଶ୍ନ ୨) ଏମିତି ଏକ ଶବ୍ଦ କୁହନ୍ତୁ ଯାହା ଏକ ଫଳ ର ନାମ ଅଟେ, ଗୋଟିଏ ଝିଅ ର ନାମ ଅଟେ ଏବଂ ଗୋଟିଏ ରଙ୍ଗ ର ନାମ ମଧ୍ଯ ଅଟେ।
ଉତ୍ତର- କମଳା।

ପ୍ରଶ୍ନ ୩) କୁହନ୍ତୁ ଦେଖିବା ଝିଅ ମାନଙ୍କ ଶରୀରର କେଉଁ ଅଂଶରୁ ଝାଳ ବୋହେ ନାହିଁ?
ଉତ୍ତର – ଓଠ। କହାରବି ଓଠରୁ ଝାଳ ବୋହି ନଥାଏ।

ପ୍ରଶ୍ନ ୪) ଆମ ଶରୀରର ଏମିତି କେଉଁ ଅଂଗ ରହିଛି ଯେଉଁଠି ତେଲ ଲଗାଇବା ଦ୍ଲାରା କାନ ସଫା ହୋଇଥାଏ?
ଉତ୍ତର- ନାଭି।

ପ୍ରଶ୍ନ ୫) ଏମିତି କେଉଁ ଜିନିଷ ଯାହାକୁ ଆମେ ଦେଖିପାରୁ କିନ୍ତୁ ତାକୁ ଛୁଇଁପାରି ନଥାଉ ?
ଉତ୍ତର- ସ୍ୱପ୍ନ।

ପ୍ରଶ୍ନ ୬) ଏମିତି କଣ ଜିନିଷ ଯାହା ନିଜ ଜାଗାରୁ ହଲେ ନାହିଁ ବାକି ଯୋଉଠି କି ଯିବା ପାଇିଁ ଚାହିଁବ ସେ ପହଞ୍ଚେଇ ଦେବ ସେଇଟା କଣ ?
ଉତ୍ତର- ରାସ୍ତା।

ପ୍ରଶ୍ନ ୭) ଝିଅମାନେ ଏମିତି କଣ ପିନ୍ଧିବା ଦ୍ବାରା ପୁଅମାନେ ଅଧିକ ଆକର୍ଷିତ ହୁଅନ୍ତି?
ଉତ୍ତର- ଅଳଙ୍କାର ପିନ୍ଧିଲେ ସେମାନେ ଭଲ ଦେଖା ଯାଆନ୍ତି।

ପ୍ରଶ୍ନ ୮) କେଉଁ ଜିନିଷକୁ ଝିଅମାନେ ୧୮ ବର୍ଷ ପୂର୍ବରୁ କାହାକୁ ଦେଇ ନଥାନ୍ତି।
ଉତ୍ତର- ଭୋଟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.