IAS ଯୋଡି କଲେ Argument … Srushti deshmukh IAS & IAS Nagarjun Gowda ଙ୍କ ଭିଡ଼ିଓ ହେଲା ଭାଇରାଲ…

ବନ୍ଧୁଗଣ ଆଇଏଏସ ଅଫିସର୍ ହେବା ଏକ ବହୁତ୍ ବଡ ସଫଳତା ହୋଇଥାଏ ଜଣଙ୍କ ପାଇଁ। କାରଣ ଏହା ହେଉଛି ଦେଶର ସବୁଠାରୁ ବଡ ପଦ ବିଶିଷ୍ଟ ଚାକିରି। ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା ମାନଙ୍କରେ ଲିଖିତ ପରୀକ୍ଷା ସହିତ ସାକ୍ଷାତକାର ର ମଧ୍ୟ ବହୁତ୍ ଭୂମିକା ରହିଥାଏ।ଆଉ ଏଥିରେ ବିଭିନ୍ନ ପ୍ରକାର ଦୃଷ୍ଟି କୋଣରୁ ଆପଣଙ୍କୁ ପ୍ରଶ୍ନ ପଚରା ଯାଇଥାଏ।ତେବେ କିଛି ପ୍ରଶ୍ନ ଏମିତି ହୋଇଥାଏ କି ଯାହା ର ଉତ୍ତର କେବଳ ଉପସ୍ଥିତ ବୁଦ୍ଧି ବଳରେ ହିଁ ଦିଆ ଯାଇଥାଏ। ତେବେ ସାକ୍ଷାତକାର ରେ ପାସ୍ କଲେ ଆପଣଙ୍କୁ ଚାକିରି ମିଳିଥାଏ।ତେବେ ଜଣେ ପ୍ରଶାସନିକ ଅଧିକାରୀ ଙ୍କ ଦାୟିତ୍ଵ ଏବଂ ତାଙ୍କର କର୍ତ୍ତବ୍ୟ ସବୁବେଳେ ଗୁରୁତ୍ଵପର୍ଣ୍ଣ ହୋଇଥାଏ।

କାରଣ ସେମାନଙ୍କ ଉପରେ ଦେଶର ସୁରକ୍ଷା ଏବଂ ନ୍ୟାୟିକ ବ୍ୟବସ୍ଥା ନ୍ୟସ୍ତ ଥାଏ। ତେବେ ଜଣେ ପୋଲିସ ମଧ୍ୟ ଏହି ବିଭାଗର ଏକ ଅଂଶ ସ୍ଵରୂପ କାର୍ଯ୍ଯ କରିଥାଏ। କିନ୍ତୁ ଜଣେ ଆଇ ଏ ଏସ କିମ୍ୱା ଆଇ ପି ଏସ ଅଧିକାରୀଙ୍କ ଦାୟିତ୍ଵ ଏବଂ କର୍ତ୍ତବ୍ୟ ଓ ତାଙ୍କର ପଦବୀ କିଛି ଅଧିକ ଗୁରୁତ୍ବ ବହନ କରେ। କାରଣ ସେମାନେ ହେଉଛନ୍ତି ଜଣେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ସବୁଠାରୁ ଅଧିକ କ୍ଷମତା ଥିବା ଦେଶର ପ୍ରଶାସନିକ ଅଧିକାରୀ। ବହୁତ୍ ପରିଶ୍ରମ କରି ସେମାନେ ଏପରି ସମ୍ମାନର ଅଧିକାରୀ ହୋଇ ପାରନ୍ତି।ଯଦି ସେମାନଙ୍କ କାର୍ଯ୍ଯ କଳାପକୁ ଆପଣ ଅନୁଧ୍ୟାନ କରିବେ ତେବେ ଆପଣ ଜାଣି ପାରିବେ ଯେ କେଉଁଭଳି ଭାବରେ ସେମାନେ ଦାୟିତ୍ବବାନ ଅଟନ୍ତି।

ଏବଂ ନିଜର କର୍ତ୍ତବ୍ୟକୁ ସୁଚାରୁରୂପେ ଏବଂ ଗୁରୁତ୍ୱ ର ସହ ନିର୍ବାହ କରିଥାନ୍ତି। ଆପଣ ଜାଣିଛନ୍ତି କି ଅନେକ ଜଣ ତାଙ୍କର ଦୃଢ଼ ପରିଶ୍ରମ ଏବଂ ଅଧ୍ୟବସାୟ ବଳରେ ଏହିଭଳି ଏକ ସମ୍ମାନସ୍ପଦ ଏବଂ ଉଚ୍ଚ ପଦସ୍ଥ ଚାକିରୀ କୁ କରି ଦେଶର ଏବଂ ଜନତାର ସେବା କରିବାର ସୁଯୋଗ ପାଇଥାନ୍ତି।ଯିଏ ନିଷ୍ଠାର ସହିତ ପରିଶ୍ରମ କରିବ ଏବଂ ଅନବରତ ପ୍ରୟାସ ଜାରି ରଖିବ ସିଏ ଏଭଳି ଏକ ଉଚ୍ଚ ପଦସ୍ଥ ବିଶିଷ୍ଟ ଚାକିରି କୁ ପାଇବାରେ ସଫଳ ହୋଇ ପାରିବ।ତେବେ ନିଶ୍ଚିତ ଭାବରେ ଆପଣ ଆଇଏଏସ ଅଧିକାରୀଙ୍କ ଭିଡିଓ ସୋସିଆଲ୍ ମିଡ଼ିଆରେ ଦେଖିଥିବେ।

ସେହିପରି ଏଠାରେ ଏହି ଭିଡିଓ ରେ ଜଣେ ମହିଳା ଆଇ ଏ ଏସ ଅଧିକାରୀ ସୃଷ୍ଟି ଦେଶମୁଖ, ତାଙ୍କ ସ୍ଵାମୀ ନାଗାର୍ଜୁନ ଗୌଡାଙ୍କ ସହ କିପରି ପିଲାଙ୍କ ପ୍ରଶ୍ନକୁ ନେଇ ଆଲୋଚନା କରୁଛନ୍ତି ଏବଂ ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିବା ପିଲାଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି ତାହା ଆପଣ ଏଠାରେ ଦେଖିବାକୁ ପାଇବେ। ସୁନ୍ଦର୍ ଭାବରେ ସେ ପିଲାଙ୍କ ପ୍ରଶ୍ନ ଏବଂ ପଢ଼ିବାର ତରିକାକୁ ନେଇ ଵୁଝାଉ ଅଛନ୍ତି।ସେ ଇଂରାଜୀ ରେ ଯେଉଁଭଳି ଭାବରେ ପିଲାଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ତାହା ଦେଖିଲେ ଆପଣ ନିଶ୍ଚିତ କିଛି ଜାଣିବାକୁ ପାଇବେ। ଏହି ଭିଡିଓ ଦେଖି ଆପଣଙ୍କୁ ପୁଣିଥରେ ଏଭଳି ଉଚ୍ଚ ପଦସ୍ଥ ଚାକିରି ପାଇବା ପାଇଁ ପରିଶ୍ରମ କରିବାକୁ ପ୍ରେରଣା ମିଳିଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment