Swastik Tv News Odisha

IAS Question – ଏମିତି କେଉଁ ଜିନିଷ ଯାହା ଝିଅଟି ପାଖରେ ବିବାହ ପୂର୍ବରୁ ଥାଏ, ବିବାହ ପରେ ବି ଥାଏ କିନ୍ତୁ ବିବାହ ଦିନ ନଥାଏ ?

0

ଆମେ ଯେ କୌଣସି ସାକ୍ଷାତକାର ର ସମ୍ମୁଖୀନ ହେଲେବି ଆମକୁ କିଛି ପ୍ରଶ୍ନର ଉତ୍ତର ଆସିଥାଏ ତ ପୁଣି ଆଉ କିଛି ପ୍ରଶ୍ନର ଉତ୍ତର ଆମେ ଦେବାକୁ ସକ୍ଷମ ହୋଇ ପାରି ନଥାଉ। ଏହା ସତ ଯେ ବଡ ବଡ ପଦବୀ ପାଇଁ ହେଉଥିବା ପ୍ରବେଶିକା ପରୀକ୍ଷା ପାଇଁ ହେଉଥିବା ସାକ୍ଷାତକାର ଟିକେ କଷ୍ଟକର ହୋଇଥାଏ। ତେବେ ଯଦି ଆପଣ କୌଣସି ଇଣ୍ଟାରର୍ଭ୍ୟୁ ର ସମ୍ମୁଖୀନ ହୋଇଥିବେ ତେବେ ନିଶ୍ଚିତ ଏହି ସମୟର ସ୍ଥିତି କିପରି ଥାଏ ସେ ବିଷୟରେ ଜାଣିଥିବେ। ଏହି ସମୟରେ ଅନେକ ପରୀକ୍ଷାର୍ଥୀ ବିଚଳିତ ହୋଇ ପଡିଥାନ୍ତି। କିଛି କିଛି ପ୍ରଶ୍ନ ଏମିତି ପଚରା ଯାଇଥାଏ ଯେ ଯାହାର ଉତ୍ତର ମଜାଳିଆ ହୋଇଥାଏ ଏବଂ ଏହା ଡବଲ ମିନିଙ୍ଗ ଭଳି ହୋଇଥାଏ।

କିନ୍ତୁ ଏହାକୁ ଆପଣଙ୍କୁ ପୋଜିଟିଭ ଭଳି ଦେବାକୁ ପଡ଼ିଥାଏ। ସାଧାରଣତଃ ଏହିଭଳି ପ୍ରଶ୍ନରେ ପରୀକ୍ଷାର୍ଥୀ ସାମାନ୍ଯ ବିଚଳିତ ହୋଇଥାନ୍ତି ଏବଂ ସେମାନଙ୍କ ଉପସ୍ଥିତ ବୁଦ୍ଧିର ପ୍ରୟୋଗ କରି ପାରି ନଥାନ୍ତି। ଆସନ୍ତୁ ଜାଣିବା ସେହିଭଳି କିଛି ପ୍ରଶ୍ନ ଏବଂ ତାର ଉତ୍ତର ଯାହା ସାକ୍ଷାତକାର ରେ ପଚରା ଯାଇଅଛି।

ପ୍ରଶ୍ନ ୧) ଚିକାଗୋ ଠାରେ ଅନୁଷ୍ଠିତ ହୋଇଥିବା ବିଶ୍ଵ ଧର୍ମ ସମ୍ମିଳନୀରେ ଭାରତ ତରଫରୁ କିଏ ସେଠାରେ ପ୍ରତିନିଧିତ୍ଵ କରିଥିଲେ?
ଉତ୍ତର- ସ୍ବାମୀ ବିବେକାନନ୍ଦ।

ପ୍ରଶ୍ନ ୨) ଏମିତି ଏକ ଶବ୍ଦ କୁହନ୍ତୁ ଯାହା ଏକ ଫଳ ର ନାମ ଅଟେ, ଗୋଟିଏ ଝିଅ ର ନାମ ଅଟେ ଏବଂ ଗୋଟିଏ ରଙ୍ଗ ର ନାମ ମଧ୍ଯ ଅଟେ।
ଉତ୍ତର- ଏହାର ସଠିକ୍ ଉତ୍ତର ହେଉଛି କମଳା।

ପ୍ରଶ୍ନ ୩) ଚାଉଳକୁ ପଲିସ୍ କରିବା ଦ୍ୱାରା ଏଥିରେ ଥିବା କେଉଁ ଭିଟାମିନ ନଷ୍ଟ ହୋଇ ଯାଇଥାଏ?
ଉତ୍ତର- ଭିଟାମିନ B1।

ପ୍ରଶ୍ନ ୪) ଏମିତି କେଉଁ ଜିନିଷ ଯାହାକୁ ଆମେ ଦେଖିପାରୁ କିନ୍ତୁ ତାକୁ ଛୁଇଁପାରି ନଥାଉ ?
ଉତ୍ତର- ସ୍ୱପ୍ନ।

ପ୍ରଶ୍ନ ୫) କୁହନ୍ତୁ ଦେଖିବା କେଉଁ ଦେଶର ପ୍ରଧାନମନ୍ତ୍ରୀ, ଯିଏ ନିଜ ଝିଅକୁ ବିବାହ କରିଥିଲେ ?
ଉତ୍ତର- ଡୋମିନିକା।

ପ୍ରଶ୍ନ ୬) ଯଦି ବର୍ଷା ହୁଏ ଏବଂ ବର୍ଷା ହେବା ମାତ୍ରେ ତୁମେ ତୁମର ସବୁ ବସ୍ତ୍ର ଦେହରୁ ବାହାର କରି ଦିଅ, ତେବେ ତାପରେ କଣ ହେବ?
ଉତ୍ତର- ଏମିତି କଲେ ମୋର ଶୁଖିଲା ପୋଷାକ ଓଦା ହେବାରୁ ବଞ୍ଚିଯିବ।

ପ୍ରଶ୍ନ ୭) କୁହନ୍ତୁ ଦେଖିବା ଝିଅ ମାନଙ୍କର କେଉଁ ଦୁଇଟି ଜିନିଷ ସମସ୍ତଙ୍କୁ ବହୁତ୍ ଭଲ ଲାଗିଥାଏ ଏବଂ ଆକର୍ଷିତ କରିଥାଏ ?
ଉତ୍ତର- ଝିଅ ମାନଙ୍କର ସ୍ନେହ ଏବଂ ମମତା ସମସ୍ତଙ୍କୁ ବହୁତ୍ ଭଲ ଲାଗିଥାଏ।

ପ୍ରଶ୍ନ ୮) ଏମିତି କଣ ଜିନିଷ ଯାହା ଜଣେ ଝିଅ ପାଖରେ ବିବାହ ପୂର୍ବରୁ ଥାଏ ଏବଂ ବିବାହ ସମୟରେ ମଧ୍ଯ ଥାଏ କିନ୍ତୁ ବିବାହ ପରେ ଆଉ ନଥାଏ?
ଉତ୍ତର- ସର୍ ନେମ ବା ସାଜ୍ଞା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.